Daily Archives

August 29, 2018

ସମ୍ପତି ଆଗରେ ତୁଚ୍ଛ ହୋଇଗଲା ସମ୍ପର୍କ ! ସାମାନ୍ୟ କିଛି ଟଙ୍କା ପାଇଁ ବାପାର ଆଖି ତାଡିନେଲା ପୁଅ ।

ସମ୍ପତି ଲୋଭରେ ଭାଇ ଭାଇ ଭିତରେ ଏବଂ ବାପ ପୁଅ ମଧ୍ୟରେ ଲଢେଇ ହୋଇଥିବାର ଅନେକ ଘଟଣା ପୂର୍ବରୁ ଶୁଣିବାକୁ ପାଇଥିବେ । କିନ୍ତୁ ଏବେ ସମ୍ପତି ପାଇଁ ପୁଅ ବାପାଙ୍କ ସହ ଯାହା କରିଛି ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସଂପତ୍ତି ଲୋଭରେ କବଳିତ ହୋଇ ମଣିଷ ପଶୁତୁଲ୍ୟ ଆଚରଣ କରିବାକୁ…

ବିଷଧର ସାପଙ୍କୁ ନେଇ ଚିନ୍ତା । ସାପଙ୍କ ଦୌରାତ୍ମ୍ୟ ରୋକିବାକୁ ସରକାର କରିବେ ସର୍ପ ଯଜ୍ଞ, ଜାଣନ୍ତୁ କେଉଁଠି

ପୂରା ଦେଶରେ ଏବେ ତାଣ୍ଡବ ରଚୁଛି ବନ୍ୟା । ଘରଦ୍ୱାର ବୁଡିଯିବା ସହ ଜୀବନ ଦୁଃର୍ବିସହ ହୋଇପଡିଛି । ବନ୍ୟା ପରେ ରହିବା ଓ ଖାଇବା ପାଇଁ ଲୋକେ ଚିନ୍ତା କରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ନାଇଡୁ ସରକାରଙ୍କ ଚିନ୍ତା ବଢାଇଦେଇଛି ସାପ । ଆଉ ଏଥିପାଇଁ ବଡ ଧରଣର ସର୍ପ ଯଜ୍ଞ କରିବାକୁ ନିଷ୍ପତି…

ଛତିଶଗଡ ଆଣିଲା ଓଡିଶାରେ ବନ୍ୟା ! ମହାନଦୀରେ ମାଡିଆସୁଛି ବନ୍ୟାଜଳ, ପାଣି ଘେରରେ ଅନେକ ଗାଁ ।

କନକ ବ୍ୟୁରୋ : ହୀରାକୁଦ ଗେଟ୍ ଖୋଲିବା ପରେ ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପଶିଛି । ବିଶେଷ କରି ସୋନପୁର, ବୌଦ୍ଧ, ଭଦ୍ରକ ଭଳି ଜିଲ୍ଲା ବନ୍ୟା ପାଣି ଘେରରେ ରହିଛି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ୪ ଫୁଟର ପାଣି ଚାଲୁଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।…

ଅଫିସର ବନିଲେ ନେତା! ବିଜେଡିରେ ଯୋଗଦେଲେ ପ୍ରିନସପାଲ ଆକାଉଣ୍ଟାଟ ଜେନେରାଲ ଅମର ପଟ୍ଟନାୟକ, କହିଲେ ନବୀନଙ୍କ ନେତୃତ୍ୱରେ…

କନକ ବ୍ୟୁରୋ : ପ୍ରିନସିପାଲ ଆକାଉଂଟାଟ ଜେନେରାଲ ଅମର ପଟ୍ଟନାୟକ ଆଜି ବିଜେଡିରେ ଯୋଗଦେଇଛନ୍ତି । ତାଙ୍କୁ ବିଜେଡି ଦଳର ଆଇଟି ସେଲ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଦିନେ ସରକାରଙ୍କ ବିଭିନ୍ନ ବିଭାଗର ଦୋଷ ତ୍ରୁଟି ବାହାର କରୁଥିଲେ, ଆଉ ଆଜି ସାମିଲ ହୋଇଛନ୍ତି ପ୍ରତ୍ୟକ୍ଷ ରାଜନୀତିରେ ।…

ଜମ୍ମୁ-କାଶ୍ମୀର: ଶୋପିଆରେ ଆତଙ୍କବଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳିକାଣ୍ଡ ! ୪ ପୋଲିସ କର୍ମୀ ସହିଦ ।

ଜମ୍ମୁ-କାଶ୍ମୀରର ଶୋପିଆରେ ବୁଧବାର ଦିନ ଆତଙ୍କବାଦୀମାନେ ପୋଲିସ ଟିମକୁ ଲକ୍ଷ କରି ତାଙ୍କ ଉପରେ ଅନ୍ଦାଧୁନ ଫାଏରିଙ୍ଗ କରିଥିଲେ । ଏହି ଫାଏରିଙ୍ଗରେ ଚାରିଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଏହି ଘଟଣା ପଛରେ ଆତଙ୍କବାଦୀ ଜେସ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦିନ ଥିବାର ଜଣାପଡିଛି ।…

ଆଇନଜୀବୀଙ୍କୁ ମାଡ ପରେ ତେଜିଲା ପୋଲିସ-ଓକିଲ ବିବାଦ ! କଟକରେ ପୁଲିସ ଭ୍ୟାନ ଜାଳିଦେଲେ ଦୁର୍ବୃତ, ବାର ଆସୋସିଏସନର…

କନକ ବ୍ୟୁରୋ : କଟକରେ ପୋଲିସ-ଓକିଲ ବିବାଦ ଘନେଇବାରେ ଲାଗିଛି । ଆଜି କିଛି ଦୁର୍ବୃତ ପୋଲିସ ଭ୍ୟାନ ଜାଳି ଦେଇଛନ୍ତି । ସେପଟେ ଓକିଲଙ୍କୁ ପୋଲିସ ମାଡ ମାରିବା ଅଭିଯୋଗ ଘଟଣାର ନିନ୍ଦା କରିଛନ୍ତି ହାଇକୋର୍ଟ ସମେତ ଅନ୍ୟ କୋର୍ଟ । ପ୍ରତିବାଦରେ ଓକିଲମାନେ କାମ ବନ୍ଦ ଆନ୍ଦୋଳନ କରିବେ । ଏବେ…