Daily Archives

August 28, 2018

‘ଗୋରୁ ଟଙ୍କା ଖାଇବେନି ଘାସ ଖାଇବେ’ । ବିଦେଶରେ ଝିଅ ଜିତିଛନ୍ତି ରୂପା ପଦକ, ଗାଁରେ ବାପା-ମା’ କାଟୁଛନ୍ତି ଘାସ,…

କନକ ବ୍ୟୁରୋ : ଇଣ୍ଡୋନେସିଆର ଜାକର୍ତାରୁ ଓଡ଼ିଶା ସମେତ ସାରା ଭାରତ ପାଇଁ ଆସିଛି ଖୁସି ଖବର । ଶହେ ମିଟର ଦୌଡ଼ରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ, ୨ଶହ ମିଟର ଦୌଡ଼ରେ ବି ପଦକ ଆଶା ଉଜ୍ଜିବୀତ ରଖିଛନ୍ତି । ସେମିଫାଇନାଲ ପର୍ଯ୍ୟାୟରେ ଦୂତି ଚାନ୍ଦ, ମାତ୍ର ୨୩…

ଖୋଲୁଛି ବଦନାମ ବାବାଙ୍କ ପେଡି ! ଆଶ୍ରମର ତଳ ଘରେ ବାବା ଦେଖୁଥିଲେ ଭବିଷ୍ୟ ଆଉ ଉପର ଘରେ ଚାଲେ କବାଟକିଳା ପୂଜା ।

କନକ ବ୍ୟୁରୋ : ଗଞ୍ଜାମ ପୁରୁଷୋତମପୁରର ବାବା ଦିଲ୍ଲୀପ ତ୍ରିପାଠୀଙ୍କ କଳାକାରନାମାର ପେଡି ଖୋଲିବାରେ ଲାଗିଛି । ଗତକାଲି ଜଣେ ଯୁବତୀ କନକ ନ୍ୟୁଜକୁ ଚିଠି ଲେଖି ବାବାଙ୍କ ଅସଦାଚରଣର କାହାଣୀ ବଖାଣିଥିବା ବେଳେ ଆଜି ଆଉ ଦୁଇ ଜଣ ଯୁବକ ବାବାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେମାନେ…

ଜୁଲାଇରେ ଟଳିଗଲା, ଅଗଷ୍ଟରେ ପୁଣି ଆସୁଛି ମହାନଦୀରେ ବଡ ଧରଣ ବନ୍ୟା ! ହୀରାକୁଦ ନଦୀବନ୍ଧର ୨୫ଟି ଗେଟ୍ ଦେଇ ଛଡାଗଲା…

କନକ ବ୍ୟୁରୋ : ଜୁଲାଇରେ ଟଳିଯାଇଥିବା ବନ୍ୟା ବିପଦ ଅଗଷ୍ଟରେ ପୁଣି ଫେରିଛି । ମହାନଦୀରେ ବଡ ଧରଣର ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ବର୍ତମାନ ହୀରାକୁଦରୁ ୨୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ତଳମୁଣ୍ଡରେ ଥିବା ୧୩ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଉପୁଜୁଛି । ମହାନଦୀ…

ରୋଗୀ ମୃତ୍ୟୁ ପରେ ଡାକ୍ତରଙ୍କ ଆତ୍ମହତ୍ୟା ଉଦ୍ୟମ ! ଚିକିତ୍ସା ବେଳେ ମହିଳାଙ୍କ ମୃତ୍ୟୁ ପରେ ପୁଲିସ ସମ୍ମୁଖରେ ନିଜ…

କନକ ବ୍ୟୁରୋ : ବରଗଡ଼ରେ ଅଭାବନୀୟ ଘଟଣା  । ଚିକିତ୍ସା ବେଳେ ମହିଳାଙ୍କ ମୃତ୍ୟୁ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଡାକ୍ତର । ଦାନ୍ତ ବିନ୍ଧାର ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ଆସିଥିବା ବେଳେ ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଡାକ୍ତର ନିଜ…

ପ୍ରେମ କଲେ ବୋଲି ଆଖି ତାଡିଦେଲେ । ଖୋର୍ଦ୍ଧାର ଗଙ୍ଗାଜଲ୍ ଷ୍ଟାଇଲ୍ ।

କନକ ବ୍ୟୁରୋ : ପ୍ରେମ କାହାଣୀ କେତେ ଭୟାନକ ହୋଇପାରେ ତାହା ଆପଣ କେବେହେଲେ କଳ୍ପନା କରିନଥିବେ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଦେଖାଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଛୁରୀରେ ପ୍ରେମିକର ଆଖି ତାଡିନେଲେ ପ୍ରେମିକାର ପରିବାର ଲୋକେ । ଏହା ସହ ସମ୍ପୃକ୍ତ ପ୍ରେମିକକୁ ଜୀବନରୁ…

୩ ଭାରତୀୟଙ୍କୁ ମହାକାଶରେ ପହଞ୍ଚିବାକୁ ଲାଗିବ ମାତ୍ର ୧୬ ମିନିଟ୍ । ୨୦୨୨ ସୁଦ୍ଧା ଇସ୍ରୋର ଗଗନଯାନ ସ୍ୱପ୍ନ

ମାତ୍ର ୧୬ ମିନିଟରେ ମହାକାଶରେ ପହଁଚିବେ ୩ ଭାରତୀୟ ମହାକାଶଚାରୀ । ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରରୁ ଗଗନଯାନ ଲଂଚ ହେବାର ମାତ୍ର ୧୬ମିନିଟରେ ମହାକାଶଚାରୀ ମହାକାଶରେ ପହଁଚିବେ ବୋଲି କହିଛନ୍ତି ଇସ୍ରୋ ନିର୍ଦ୍ଦେଶକ । ଏଥିପାଇଁ ତିନି ଜଣଙ୍କୁ ଚୟନ କରାଯାଇଛି ଓ ସେମାନଙ୍କ ପ୍ରଶିକ୍ଷଣ…