Daily Archives

August 25, 2018

ରାଗିଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, “ମୁଁ ମୋଦିଙ୍କ ହନୁମାନ, ଲାଙ୍ଗୁଡରେ ନିଆଁ ଲଗାଇଲେ ବହୁତ…

କନକ ବ୍ୟୁରୋ : ଧର୍ମେନ୍ଦ୍ର ହେଉଛନ୍ତି ମୋଦିଙ୍କ ହନୁମାନ । ଏକଥା ଆମେ କହୁନୁ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବାଲେଶ୍ୱରରେ ଏମ୍ସର ଏକ ଓପିଡି ସେଂଟରର ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ତାଙ୍କ ଲାଙ୍ଗୁଡରେ ନିଆଁ ଲଗାଇଲେ…

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିବେ କିଙ୍ଗ କୋହଲି ! ଜାଣନ୍ତୁ ବ୍ରାଡ ମ୍ୟାନ ରଚିଥିଲେ କେଉଁ ରେକର୍ଡ ।

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ଟ୍ରେଣ୍ଟ ବ୍ରିଜ୍ରେ ୨୦୩ ରନ୍ରେ ପରାସ୍ତ କରିବା ପରେ ବିଶାଳ ଆଶା ନେଇ ଫର୍ମକୁ ଫେରିଛି। ଭାରତୀୟ ଟିମ୍ ଚଳିତ ଶୃଙ୍ଖଳାକୁ ନିଜର କରିବାକୁ ଆଶା ରଖିଛି। ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାରେ ମଜବୁତ ସ୍ଥିତିରେ ଥିବା ଭାରତ…

ସାବାଡ ହେବ ଚୀନ ଓ ପାକିସ୍ତାନ । ଭାରତୀୟ ନୌସେନାକୁ ମିଳିବ ୧୧୧ଟି ନୂଆ ହେଲିକପ୍ଟର, ୨୧ ହଜାର କୋଟି ମଞ୍ଜୁର କଲା…

ସାବାଡ ହେବେ ଚୀନ ଓ ପାକିସ୍ତାନ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଏଥିପାଇଁ ଏକ ବଡ ଘୋଷଣା କରିଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ । ନୌସେନା ପାଇଁ ୧୧୧ଟି ବହୁଉଦ୍ଦେଶୀୟ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଆଉ ଏଥିପାଇଁ ପାଖାପାଖି ୨୧,୦୦୦…

ପୁଣି ଥରେ ନୂଆ ଅନ୍ଦାଜରେ ଡବୁ ଅଙ୍କଲ ! ଏଥର ଗୋବିନ୍ଦାଙ୍କ ଗୀତରେ ନୁହେଁ ମିଥୁନଙ୍କ ଗୀତରେ ଡ୍ୟାନ୍ସ କରି ହେଲେ ପପୁଲାର…

ରାତାରାତି ଇଣ୍ଟରନେଟରେ ହାଇଲାଇଟ ହୋଇଥିବା ଡବୁ ଅଙ୍କଲ ଅର୍ଥାତ ସଞ୍ଜୀବ ଶ୍ରୀବାସ୍ତବ ପୁଣି ଥରେ ତାଙ୍କ ଜଲୱା ଦେଖାଇଛନ୍ତି । କିନ୍ତୁ ଏଥର ଡବୁଙ୍କୁ ଏକ ନୁଆ ଅନ୍ଦାଜରେ ଦେଖିବାକୁ ମିଳିଛି । ଗୋବିନ୍ଦାଙ୍କ ଗୀତ ପରେ ଏବେ ଡିସ୍କୋ ଡ୍ୟାନ୍ସର ମିଥୁନ ଦା’ଙ୍କ ଗୀତରେ ଡ୍ୟାନ୍ସ କରି ଚର୍ଚ୍ଚାର…

ସାତକୋଶିଆବାସୀଙ୍କ ସଙ୍କଟ ବଢାଇଲା ସୁନ୍ଦରୀ ।ବାଘୁଣୀ ଭୟରେ ଆସୁନାହାନ୍ତି ଶିକ୍ଷକ, ସ୍କୁଲରେ ଅଘୋଷିତ ଛୁଟି

କନକ ବ୍ୟୁରୋ : ସାତକୋଶିଆରେ ମାତିଛି ସୁନ୍ଦରୀ । ମଧ୍ୟପ୍ରଦେଶର ବାନ୍ଧବଗଡରୁ ଆସିଥିବା ବାଘୁଣୀ ସୁ୍ନ୍ଦରୀ ଏବେ ସାତକୋଶିଆ ଅଭୟାରଣ୍ୟରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ବାଘୁଣୀ, ଶୀକାର ପାଇଁ ଜନବସତି ଆଡକୁ ବାରମ୍ବାର ମାଡି ଆସୁଛି । ଫଳରେ ଆତଙ୍କ ସୃଷ୍ଟି ହୋଇଛି ଗାଁରେ । ସନ୍ଧ୍ୟା…

ରାକ୍ଷୀ ପୂର୍ଣ୍ଣିମାକୁ ଫିକା କରିପାରେ ବର୍ଷା । ଲଘୁଚାପ ନେଉଛି ଘୂର୍ଣ୍ଣିବଳୟର ରୂପ, ପ୍ରଭାବରେ ଏହି ସବୁ ଜିଲ୍ଲାରେ…

କନକ ବ୍ୟୁରୋ: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବ। ଏହା ପ୍ରଭାବରେ ଆଜି ରାତିରୁ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ। କାଲି ସକାଳକୁ ଲଘୁଚାପ ଯୋଗୁଁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ…