Daily Archives

August 25, 2018

ଖେଳୁଥିବା ବେଳେ ଫାଟିଲା ପୁରୁଣା ମୋବାଇଲ ବ୍ୟାଟେରୀ ! ୮ ବର୍ଷର ଶିଶୁ ହରାଇଲା ଚାରୋଟି ଆଙ୍ଗୁଠି ।

କନକ ବ୍ୟୁରୋ : କେତେ ସାଙ୍ଘାତିକ ହୋଇପାରେ ମୋବାଇଲ ବ୍ୟାଟେରୀ । ତାହା କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଯଦି ଆପଣ ଛୋଟ ଛୋଟ ପିଲାଙ୍କୁ ମୋବାଇଲ ଦେଉଥାନ୍ତି ତେବେ ସାବଧାନ । କାରଣ ମୋବାଇଲ ବ୍ୟାଟେରୀ ଖେଳିବା ଜଣେ ୮ ବର୍ଷର ଶିଶୁ ପାଇଁ କାଳ ହୋଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା…

କୁନି ଶିଶୁକୁ ମିଳିଲା ନୂଆ ଜୀବନ ! ଚମତ୍କାର କରି ଦେଖାଇଲେ ଡାକ୍ତର ।

ଡାକ୍ତରୀ ଦୁନିଆରେ ଆଜିକାଲି ଅନେକ କରିସ୍ମା ଦେଖିବାକୁ ମିଳୁଛି। ନିକଟରେ ଡାକ୍ତରମାନେ ଏପରି ଏକ କାର୍ୟ୍ୟ କରିଛନ୍ତି ଯାହା ଅବିଶ୍ୱସନୀୟ ମନେ ହେଉଛି । ଡାକ୍ତରମାନେ ଅସ୍ତ୍ରୋପଚାର ଜରିଆରେ ଏପରି କରି ଦେଖାଇଛନ୍ତି ଯାହାକୁ ଲୋକେ ଚତ୍ମକାର ବୋଲି କହୁଛନ୍ତି। ଏକ ସାଧାରଣ ଆଙ୍ଗୁଠିକୁ ବୁଢା…

କାଶ୍ମୀରରେ ଆତଙ୍କବାଦୀଙ୍କୁ ଗୋଟି ଗୋଟି କରି ନିପାତ କରୁଛି ସେନା ! ମଲେଣି ୧୪୨, ଟାର୍ଗେଟରେ ଆହୁରି ୨୫୦ ।

କାଶ୍ମୀରରେ ଆତଙ୍କବାଦୀ ମାନେ ବାରମ୍ବାର ଆଇନ୍ ଉଲଙ୍ଘନ କରି ଭାରତୀୟ ସେନାଙ୍କ ଉପରକୁ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ବେଳେ ଆଉ କେତେକ ଯବାନ ସହିଦ ହୋଇଥିଲେ । ତଥାବି ଭାରତୀୟ ସେନା ଚୁପ ରହି ଆତଙ୍କିମାନଙ୍କ ଆକ୍ରମଣକୁ ସହି ଆସୁଥିଲେ । କିନ୍ତୁ ଆତଙ୍କବାଦୀମାନେ…

ମହିଳା ଡାକ୍ତରଙ୍କ ମୋବାଇଲ ଫୋନ ନିଶା । ପ୍ରସବ କରାଇବା ସମୟରେ ଫୋନରେ ହେଉଥିଲେ କଥା, ଗର୍ଭରୁ ବାହାରି ଡଷ୍ଟବିନରେ…

କେତେ ମାରାତ୍ମକ ମୋବାଇଲ ଫୋନ । ତାହାର ଝଲକ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ମୋବାଇଲ ଫୋନ ପାଇଁ ନବଜାତକ ଶିଶୁ ଏବେ ମୃତ୍ୟୁମୁଖରେ । ଉତ୍ତରପ୍ରଦେଶର ସରକାରୀ ଡ଼ାକ୍ତରଖାନାରେ ଜଣେ ମହିଳା ଡ଼ାକ୍ତରଙ୍କ ଭୁଲ ପାଇଁ ନବଜାତ ଶିଶୁଟିଏ ମୃତ୍ୟୁ ସହ ସଂଗ୍ରାମ କରୁଛି । ଏହି ଘଟଣାଟି…

ଏସିଆନ ଗେମ୍ସ ୨୦୧୮: ସଟପୁଟ ଥ୍ରୋରେ ତେଜିନ୍ଦର ସିଂହ ତୁର ରଚିଲେ ଇତିହାସ ! ଭାରତକୁ ଦେଲେ ସପ୍ତମ ଗୋଲ୍ଡ ।

ଏସିଆନ ଗେମ୍ସର ସପ୍ତମ ଦିନରେ ଭାରତକୁ ଗୋଟିଏ ଗୋଲ୍ଡ ଏବଂ ତିନୋଟି ବ୍ରୋଞ୍ଚ ମେଡାଲ୍ ମିଳିପାରିଛି । ଭାରତର ତେଜିନ୍ଦରପାଲ ସିଂହ ତୁର ଭାରତ ପାଇଁ ସଟ ପୁଟରେ ଗୋଲ୍ଡ ମେଡାଲ୍ ଜିତି ଦେଶରକୁ ଏକ ବଡ ସଫଳତା ପ୍ରଦାନ କରିଛନ୍ତି । ସେପଟେ ଦୀପିକା ପଲ୍ଲୀକର, ଅଶ୍ୱିନୀ ପୋନପ୍ପା ଏବଂ ସୌରଭ ଘୋଷାଲ…