Daily Archives

August 24, 2018

କେଉଁ ବ୍ୟାରେଜରୁ କେତେ ପାଣି ଛାଡୁଛ ଜଣାଇବାକୁ ଦାବି କଲା ଓଡ଼ିଶା ! ମହାନଦୀ ଜଳ ବିବାଦ ପରେ ଆଜି ପ୍ରଥମ ଥର…

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡିଶା ଓ ଛତିଶଗଡ ମଧ୍ୟରେ ଆଲୋଚନା ହୋଇଛି । ସମ୍ବଲପୁର ବୁର୍ଲାଠାରେ ଉଭୟ ପକ୍ଷର ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ରହି ଏନେଇ ଆଲୋଚନା କରିଛନ୍ତି । ମହାନଦୀ ଅବବାହିକାରେ ଅବସ୍ଥିତ ବନ୍ଧଗୁଡିକର ଅବସ୍ଥା ନେଇ ବିଷଦ ଭାବେ ଆଲୋଚନା ହୋଇଛି । ଜଳଭଣ୍ଡାର…

ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ହୋଟେଲ୍ ଆଣ୍ଡ ରେଷ୍ଟୁରାଂଟ୍ ଆସୋସିଏସନ ଅଫ୍ ଓଡିଶା ପକ୍ଷରୁ ମାନସ ମନ୍ଥନ । ଲୋକେ…

କନକ ବ୍ୟୁରୋ: ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଓ ଏହାର ଉନ୍ନତି ପାଇଁ କଣ ପଦକ୍ଷେପ ନିଆଯାଇପାରେ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି । ହୋଟେଲ୍ ଆଣ୍ଡ ରେଷ୍ଟୁରାଂଟ୍ ଆସୋସିଏସନ ଅଫ୍ ଓଡିଶା ପକ୍ଷରୁ ତୃତୀୟ ଟୁରିଜିମ୍ କନକ୍ଲେଭରେ ଏନେଇ ହୋଇଛି ମାନସ ମନ୍ଥନ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ…

୯ବର୍ଷ ପରେ ମିଳିଲା ବିଧାୟକଙ୍କୁ ପ୍ରଦର୍ଶନ ପାଇଁ ପୁରସ୍କାର: ୨୦୧୮ରେ ମିଳିଲା ୨୦୦୯ର ସମ୍ମାନ, ୩ଟି ବର୍ଗରେ ୨୪ ବିଧାୟକ…

କନକ ବ୍ୟୁରୋ: ବିଧାୟକ ଭାବେ ୨୦୦୯ରେ ଭଲ ପ୍ରଦର୍ଶନ କରିଥିଲେ, ହେଲେ ଶ୍ରେଷ୍ଠ ବିଧାୟକ ସମ୍ମାନ ମିଳିଲା ୨୦୧୮ରେ । ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ୮ ବର୍ଷରେ ୨୪ ଜଣ ବିଧାୟକ ହେଲେ ସମ୍ମାନିତ । ତିନିଟି କାଟାଗୋରିରେ ପଣ୍ଡିତ ନୀଳକଣ୍ଠ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ ଓ ଉକ୍ରଳ ଗୌରବ ମଧୁସୂଦନ ଦାସ…

ସମୁଦ୍ର ମାଡୁଛି, ସଂକଟ ବଢୁଛି ! ଜୁଆର ମାଡ଼ରେ ସ୍ୱର୍ଗଦ୍ୱାର ସମ୍ମୁଖରେ ଖସିଲା ୧୦ ଫୁଟର ବାଲି ଅତଡ଼ା, ଭାସିଗଲା ଦୋକାନ…

କନକ ବ୍ୟୁରୋ : ପୁଣି କୂଳ ଖାଇଲା ସମୁଦ୍ର । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଆଜି ପୁଣି ୧୦ ଫୁଟରୁ ଅଧିକ ବାଲି ଅତଡ଼ା ଖସିଛି । ଫଳରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପ୍ରତି ବିପଦ ସୃଷ୍ଟି ହୋଇଛି । ଉଠାଦୋକାନୀଙ୍କ ବ୍ୟବସାୟ ସାମଗ୍ରୀ ଧୋଇ ହୋଇଯାଇଛି । ଏହାକୁ ନେଇ ସ୍ଥାନିୟ ଅଂଚଳରେ ଭୟର…

ବାଜପେୟୀଙ୍କ ସ୍ମୃତି ଭୁଲାଇ ଦେଲା ରାଜନୈତିକ ବିଦ୍ୱେଷ ! ଗୋଟିଏ ମଂଚରେ ଏକାଠି ହେଲେ ନବୀନ-ନିରଞ୍ଜନ-ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ଗୋଟିଏ ମଂଚରେ ଏକାଠି ହେଲେ ଶାସକ-ବିରୋଧୀ । ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ, ଆଦର୍ଶଗତ ବିରୋଧାଭାଷ ସତ୍ୱେ ରାଜ୍ୟର ତିନି ପ୍ରମୁଖ ଦଳର ନେତା ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଏବଂ ନିରଞ୍ଜନ ପଟ୍ଟନାୟକଙ୍କୁ ଗୋଟିଏ ମଂଚରେ ଦେଖିବାକୁ…

ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ ନିଷ୍ପତି: ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ, ରାଜ୍ୟ କ୍ୟାବିନେଟ ଦେଲା ମଞ୍ଜୁରୀ,…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ ଘୋଷଣା । ପ୍ରଥମ ଥର ଲାଗି ଓଡ଼ିଶାରେ ହେବ ବିଧାନ ପରିଷଦ । ରାଜ୍ୟ କ୍ୟାବିନେଟ ଅନୁମୋଦନ ପରେ ନ୍ୟାୟିକ ସ୍ୱୀକୃତି ପାଇଁ ପ୍ରସ୍ତୁତି । ବିଧାନସଭା ମୌସୁମୀ ଅଧିବେଶନରେ ଆସିବ ବିଲ୍ । ସଂସଦରେ ପାରିତ କରିବାକୁ ମିଳିପାରେ ବିଜେପିର ସମର୍ଥନ ।…