Daily Archives

August 22, 2018

ଯାତ୍ରାରେ ଇଷ୍ଟର୍ଣ୍ଣ ଅପେରାର ବଲିଉଡ ଛୁଙ୍କ! ଯାତ୍ରା ପେଣ୍ଡାଲରେ ଧୂମ ମଚାଇବେ ଜୁନିୟର ଶାହାରୁଖ, ସଞ୍ଜୟ ଓ ସଲମାନ

କନକ ବ୍ୟୁରୋ : ଯାତ୍ରା ପେଣ୍ଡାଲ ଉପରେ ଶୁଭିବ ବଲିଉଡ ହିରୋଙ୍କ ଡାଇଲଗ । କେତେବେଳେ ରୋମାନ୍ସ କିଙ୍ଗ ଶାହାରୁଖ ନଜର ଆସିବେ ତ ପୁଣି କେତେବେଳେ ଦବଙ୍ଗଗିରି ଦେଖାଇବାକୁ ଚୁଲବୁଲ ପାଣ୍ଡେଙ୍କୁ ଦେଖିବାକୁ ମିଳିବ ପେଣ୍ଡାଲ ଉପରେ । ଆଉ କେତେବେଳେ ନିଜର ଡାଇଲଗ ଯାଦୁରେ ଦର୍ଶକଙ୍କ ମନୋରଞ୍ଜନ କରିବେ…

ସ୍କୁଲ ଯାଉନଥିବା ଛାତ୍ରୀଙ୍କୁ ଖୋଜିବ ରାଜ୍ୟ ସରକାରଙ୍କର ଦୁଇ ବିଭାଗ ।

କନକ ବ୍ୟୁରୋ : ଛାତ୍ରୀଙ୍କୁ ଖୋଜିବେ ରାଜ୍ୟ ସରକାରଙ୍କ ଦୁଇ ବିଭାଗ । ସ୍କୁଲ ଯାଉନଥିବା ଛାତ୍ରୀମାନଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୂର୍ବରୁ ସ୍କୁଲ ଯାଉନଥିବା ଛାତ୍ରୀଙ୍କ ସଂଖ୍ୟା ନେଇ ଦୁଇ ବିଭାଗ ମଧ୍ୟରେ…

ପୂର୍ଣ୍ଣଚନ୍ଦ୍ରଙ୍କୁ ମାରିଛି କିଏ ? ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ

କନକ ବ୍ୟୁରୋ : ଭୁବନେଶ୍ୱର ଆଇଆରସି ଭିଲେଜରେ ଏକ ସ୍କୁଲ ପରିସରରୁ ମୃତଦେହ ମିଳିବା ଘଟଣାରେ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛିା ତେବେ ପ୍ରାଣ ହରାଇଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ରାଜନୈତିକ…

ଅଗ୍ନିକାଣ୍ଡରେ ଦେବଦୂତ ସାଜିଲେ ମୁମ୍ବାଇର ୧୦ ବର୍ଷୀୟା ବାଳିକା ଜେନ୍ । ତୃତୀୟ ଶ୍ରେଣୀରେ ଶିଖିଥିବା ଟିପ୍ସକୁ ଆପ୍ଲାଏ…

ମୁମ୍ବାଇର ପରେଲ୍ ଅଞ୍ଚଳରେ ଏକ ଗଗନଚୁବି ବିଲ୍ଡିଙ୍ଗରେ ଆଜି ନିଆଁ ଲାଗିଯିବାରୁ ଅନେକ କ୍ଷୟକ୍ଷତି ହୋଇଛି । ଏଥିରେ ୪ଜଣଙ୍କ ଜୀବନହାନି ହୋଇଥିବା ବେଳେ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିଥାନ୍ତା ଯଦି ଠିକ ସମୟରେ ଶଷ୍ଠ ଶ୍ରେଣୀର ଜଣେ ଛାତ୍ରୀ ତାର ବୁଦ୍ଧିମତା…

ସୀମାନ୍ତ ଅଞ୍ଚଳର ପୋଲ । କେଉଁଠି ତିନି ଖଣ୍ଡ ବାଉଁଶରେ ତ ପୁଣି କେଉଁଠି ଦୁଇ ଖଣ୍ଡ ତାରରେ ନଦୀ ପାର ହେଉଛନ୍ତି ଲୋକ,…

କନକ ବ୍ୟୁରୋ : ପୋଲ କହିଲେ, ଆପଣ କ’ଣ ବୁଝନ୍ତି । ବୋଧେ-ଏଇଆ ବୁଝନ୍ତି ଯେ, ନଦୀର ଉଭୟ କୁଳକୁ ଏକ କଂକ୍ରିଟ୍ ରାସ୍ତା ସଂଯୋଗ କରୁଥିବ । ଲୋକେ ଅନାୟାସରେ ଯାତାୟତ କରୁଥିବେ । କିନ୍ତୁ ଆମେ ଆପଣଙ୍କୁ ଏମିତି ଦୁଇଟି ପୋଲର କଥା କହିବୁ, ଯାହା ଶୁଣିବା ପରେ ପୋଲକୁ ନେଇଥିବା ଆପଣଙ୍କ ଧାରଣା ପୁରା…