୩୬ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକ୍ତ ହେଲେ ସ୍ୱାମୀ । ପତ୍ନୀଙ୍କୁ ପାରିଲେନି ଚିହ୍ନି, ଡାକିଲେ ମା’
ଜେଲରୁ ମୁକ୍ତ ହେବା ପରେ ମଧ୍ୟ ବନ୍ଦୀ ଭଳି ଜୀବନ କାଟୁଛନ୍ତି ଗଜାନନ୍ଦ ଶର୍ମା । ଭାରତୀୟ ନାଗରିକ ଗଜାନନ୍ଦ ଶର୍ମା ଗତ ସୋମବାର ୩୬ବର୍ଷ ପରେ ନିଜ ଜନ୍ମସ୍ଥାନ ଜୟପୁରର ନାହରଗଢ଼ର ଫତେହରାମ ଟିବାକୁ ଫେରିଛନ୍ତି। ପାକିସ୍ତାନ ଜେଲରୁ ମୁକୁଳିବା ପରେ ସେ ଅଟ୍ରି-ଓ୍ଵାଘା ବର୍ଡରେ ପହଞ୍ଚିଥିଲେ।…