Daily Archives

August 20, 2018

କଂଗ୍ରେସର ନିର୍ବାଚନ କମିଟି ବୈଠକରେ ବଡ ନିଷ୍ପତି : ସବୁ ବିଧାୟକଙ୍କୁ ନିର୍ବାଚନ ଲଢିବା ପାଇଁ ମିଳିବ ଟିକେଟ

କନକ ବ୍ୟୁରୋ : ବର୍ତ୍ତମାନ ବିଧାୟକ ଥିବା ସମସ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ କଂଗ୍ରେସ । ହେଲେ ଗତ ନିର୍ବାଚନରେ ଅମାନତ୍ ହରାଇଥିବା ପ୍ରାର୍ଥୀଙ୍କୁ ୨୦୧୯ ନିର୍ବାଚନ ଲଢିବାକୁ ଟିକେଟ୍ ମିଳିବ ନାହିଁ । କଂଗ୍ରେସର ନିର୍ବାଚନ କମିଟି ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ପ୍ରାର୍ଥୀ ଚୟନ ପାଇଁ…

କେରଳରେ କମିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା : ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାରକାର୍ଯ୍ୟ, ଜୀବନ ବଂଚାଉଛନ୍ତି ଯବାନ

କନକ ବ୍ୟୁରୋ : ଶତାବ୍ଦୀର ସବୁଠାରୁ ବଡ ଜଳପ୍ରଳୟରେ ଖିନଭିନ ହୋଇଯାଇଥିବା କେରଳରେ କମିଛି ବର୍ଷା, ଆଉ ବଢିଛି ବିପଦ । ଆଗାମୀ ୫ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ କହିବା ପରେ ଆଶ୍ୱସ୍ତି ମିଳିଛି । ହେଲେ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି, ରିଲିଫ ଓ ଉଦ୍ଧାର କାର୍ଯ୍ୟ ।…

ଯଦି ଆପଣ ନିଜକୁ ଅତି ଚତୁର ବୋଲି ମନେ କରନ୍ତି ତେବେ କୁହନ୍ତୁ କେଉଁ କପଟି ପ୍ରଥମେ କଫିରେ ପୂର୍ଣ୍ଣ ହେବ ।

ଆମେ ଆପଣଙ୍କୁ ଉପରେ ଏକ ଚିତ୍ର ଦେଖାଇଛୁ । ଏହି ଚିତ୍ରରେ କେତୋଟି କପ ରଖାଯାଇଛି ଏବଂ ଏହି କପ ଉପରେ ଟ୍ୟାପ ଲଗାଯାଇ ସେଥିରେ କଫି ଢଳା ଯାଉଛି । ତେବେ ଆପଣଙ୍କୁ ଏହି ଚିତ୍ରକୁ ଦେଖି ଉତ୍ତର ଦେବାକୁ ପଡିବ କେଉଁ କପଟି ପ୍ରଥମେ କଫିରେ ଫୁଲ ହେବ । ତଲେ ଦିଆଯାଇଥିବା ଏହି ପଜଲଟି ସୋସିଆଲ ମିଡିଆରେ…

ରାଜଧାନୀରେ ନାଚିବା ମନା, ବିବାଦରେ ଡ୍ୟାନ୍ସବାର ! ପୋଲିସ କହିଲା ବିନା ଲାଇସେନ୍ସରେ ଡ୍ୟାନ୍ସ ବାର ଚଲାଉଥିବାରୁ…

କନକ ବ୍ୟୁରୋ : ଡାନ୍ସ ବାରରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ଚଢାଉ କରୁଥିବା ନେଇ ବାର୍ ସଂଘ ଅଭିଯୋଗ କରିବା ପରେ ଆଜି କମିଶନରେଟ୍ ପୋଲିସ କହିଛି, ବିନା ଲାଇସେନ୍ସରେ ବେଆଇନ୍ ଭାବେ ବାର୍ ଖୋଲାଯାଉଛି । ବିନା ଅନୁମତିରେ ବାର୍ ଖୋଲାଯାଉଥିବାରୁ ପୋଲିସ ରେଡ୍ କରୁଛି । ପୋଲିସ କହିଛି,…

୧୦ ବର୍ଷ ଭିତରେ ବନ୍ୟା ଆଣିବ ବଡ ବିପଦ : ଏନଡିଏମଏର ସତର୍କ ବାଣୀ, ଧୋଇଯିବ ପ୍ରାୟ ୧୬ ହଜାର ଜୀବନ

କନକ ବ୍ୟୁରୋ : କେରଳରେ କମୁଛି ବନ୍ୟାପାଣି । ଆଉ ଧିରେଧିରେ ଏହି ଜଳପ୍ରଳୟର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ୫ହଜାର ୬ଶହ ୪୫ ବନ୍ୟା ଆଶ୍ରୟସ୍ଥଳରେ ପ୍ରାୟ ସାଢେ ୭ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି । ୨୭ ହଜାର ଘର ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୨୧ ହଜାର କୋଟିର ସଂପତ୍ତି ନଷ୍ଟ…