Daily Archives

August 20, 2018

କେରଳ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ନିଆରା ପ୍ରୟାସ୍ ! ବିବାହରେ ଉପହାର ବଦଳରେ ଅତିଥିଙ୍କୁ ରିଲିଫ ସାମଗ୍ରୀ…

କେରଳରେ ଉପୁଜିଥିବା ବନ୍ୟା ପରିସ୍ଥିତି ପାଇଁ ସାରା ଦେଶ ଏବେ ଚିନ୍ତାରେ । କେରଳକୁ ପୂର୍ବ ପରି ଗଢ଼ିବା ପାଇଁ ସାରା ଦେଶ ଏବେ ଚେଷ୍ଟା ଚଳାଇଥିବା ଦେଖାଯାଇଛି । ତେବେ କେରଳରେ ଯେଉଁ ଲୋକମାନେ ବନ୍ୟାର ସାମ୍ନା କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇ ଚର୍ଚ୍ଚାର…

ଏମିତି ଚାଲିଛି ରାଜଧାନୀର ମହିଳା ଥାନା ! ରୁଜୁ ହେଉନି ଦୁଷ୍କର୍ମ ମାମଲା, ଅଭିଯୋଗକାରୀଙ୍କୁ କରାଯାଉଛି ଦୁର୍ବ୍ୟବହାର ।

ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। କିନ୍ତୁ ରାଜଧାନୀର ମହିଳା ଥାନା ଚିତ୍ର ଏବେ କିଛି ଅଲଗା ବୟାନ କରୁଛି। ସ୍ୱତନ୍ତ୍ର ଭାବେ ମହିଳାଙ୍କ ଅଭିଯୋଗ…

ଯବାନଙ୍କ ସାହସିକତାରେ ଭିଜିଲା ସାରା ଦେଶବାସୀଙ୍କ ଆଖି ! କେରଳ ବନ୍ୟାରେ କିଛି ଏଭଳି ଭାବରେ ଗର୍ଭବତୀ ମହିଳାଙ୍କୁ କଲେ…

ନିକଟ ଅତୀତରେ କେରଳ ବନ୍ୟାରେ ବହୁ କ୍ଷୟକ୍ଷତି ସହି ସାରିଲେଣି ରାଜ୍ୟବାସୀ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଗଷ୍ଟ ୮ ତାରିଖରୁ ପ୍ରାୟ ୨୧୦ ଜଣଙ୍କର ବନ୍ୟା ହେତୁ ମୃତ୍ୟୁ ଘଟିଥିବା ବେଳେ ୭ ଲକ୍ଷ ଲୋକ ନିଜ ଘର ଛାଡ଼ି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ପ୍ରଭାବିତ ଲୋକଙ୍କ କଲ୍ୟାଣ…

ଏସୀୟ କ୍ରୀଡାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ! କୁସ୍ତିରୁ ମିଳିଲା ଦୁଇଟି ସଫଳତା, ଦ୍ୱିତୀୟ ସ୍ୱର୍ଣ୍ଣ ଦେଲେ ମହିଳା…

ଏସୀୟ କ୍ରୀଡାର ଦ୍ୱିତୀୟ ଦିବସରେ ପୁଣି ଭାରତକୁ ମିଳିଛି ସ୍ୱର୍ଣ୍ଣ । ଭାରତର ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ୫୦କେଜି ଫ୍ରି ଷ୍ଟାଇଲ୍ ବର୍ଗରେ ଜାପନର ୟୁକି ଇରେଙ୍କୁ ୬-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଭାରତର କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ମଧ୍ୟ…

ବଦଳିଲା ପାକିସ୍ତାନ ସରକାର, ବଦଳିଲାନି ପୁରୁଣା ପ୍ରକୃତି : ଆରମ୍ଭରୁ କଶ୍ମୀର ପ୍ରସଙ୍ଗ ଉଠାଇଲେ ନୂଆ ବୈଦେଶିକ ମନ୍ତ୍ରୀ

କନକ ବ୍ୟୁରୋ : ଶପଥ ନେଉ ନେଉ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ପାକିସ୍ତାନର ନୂଆ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ । ଗଣମାଧ୍ୟମକୁ ସମ୍ବୋଦ୍ଧନ କରି କ୍ୟୁରେସି କହିଛନ୍ତି କଶ୍ମୀର ଦୁଇ ଦେଶ ପାଇଁ ଏକ ଜଟିଳ ପ୍ରସଙ୍ଗ । ଏହା ଆଲୋଚନା ଦ୍ୱାରା ସମ୍ଭବ ହୋଇପାରିବ । ତେବେ…

ଜାଣନ୍ତୁ କେଉଁ ବ୍ଲଡ ଗ୍ରୁପର ଲୋକ କେଉଁ ଖାଦ୍ୟ ଖାଇବା ଉଚିତ୍ ଏବଂ କେଉଁ ଖାଦ୍ୟ ଖାଇବା ଅନୁଚିତ ।

ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଅପରିହାର୍ୟ୍ୟ। କିନ୍ତୁ, ସମସ୍ତଙ୍କ ଦେହରେ ସବୁ ପ୍ରକାର ଖାଦ୍ୟ ଚଳେ ନାହିଁ। ଅଲଗା ଅର୍ଥରେ କହିବାକୁ ଗଲେ ଯେତେ ସୁଷମ ଆହାର ଖାଇଲେ ମଧ୍ୟ କିଛି ସୁଫଳ ମିଳେ ନାହିଁ। ଦୁନିଆର ସବୁ କଥା ପରି ଖାଦ୍ୟ ଚୟନ କରି ଖାଇବା ମଧ୍ୟ ଗୋଟାଏ କୌଶଳ। ବୈଜ୍ଞାନିକମାନେ କହନ୍ତି:…