Daily Archives

August 19, 2018

ପ୍ରେମିକାର ଟଏଲେଟ ଚୋରାଇ ନେଲେ ପ୍ରେମିକ ! ହେଲେ କାହିଁକି ?

ଆପଣମାନେ ବିଭିନ୍ନ ପ୍ରକାର ବ୍ରେକଅପ୍ ଘଟଣା ବିଷୟରେ ଶୁଣିଥିବେ। ବ୍ରେକଅପ୍ ପରେ ନିଜର ରାଗ ଜାହିର୍ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ପଦ୍ଧତି ଆପଣାଇ ଥାଆନ୍ତି। କିଏ ନିଜର ଗାର୍ଲଫ୍ରେଣ୍ଡ/ ବୟଫ୍ରେଣ୍ଡ ଦେଇଥିବା ଜିନିଷ ଓ ଉପହାରକୁ ଭାଙ୍ଗି ରାଗ ଶାନ୍ତ କରନ୍ତି ତ ଆଉ କିଏ…

ଗଙ୍ଗାନଦୀର ବ୍ରହ୍ମକୁଣ୍ଡରେ ଲୀନ ହେଲେ ଅଟଳ ! ବିରାଟ ଶୋଭାଯାତ୍ରାରେ ହେଲା ବାଜପେୟୀଙ୍କ ଅସ୍ଥି ବିସର୍ଜନ, ଏପଟେ ପାଳିତ…

କନକ ବ୍ୟୁରୋ : ବ୍ରହ୍ମକୁଣ୍ଡରେ ଲୀନ ହେଲେ ବାଜପେୟୀ । ହରିଦ୍ୱାର ସ୍ଥିତ ଗଙ୍ଗା ନଦୀର ବ୍ରହ୍ମକୁଣ୍ଡରେ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯାଇଛି । ବାଜପେୟୀଙ୍କ ଦେହାବଶେଷକୁ ଗଙ୍ଗାରେ ବିସର୍ଜନ କରିଛନ୍ତି ପାଳିତା କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ।…

ଅଟଳଙ୍କୁ ଏମ୍ସ ହସ୍ପିଟାଲର ଡାକ୍ତରମାନେ ଶ୍ରଦ୍ଧାଞ୍ଜଳି ଦେଉଥିବାର ଫଟୋ ହେଲା ଭାଇରାଲ । ଜାଣନ୍ତୁ ଏହା ପଛରେ କଣ ରହିଛି…

ଆମ ଗହଣରେ ଆଉ ନାହାନ୍ତି ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଯିଏ ସଦାସର୍ବଦା ଲୋକଙ୍କ ହିତ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗକୃତ କରିଥିଲେ ତାଙ୍କ ବିୟୋଗରେ ଭାଙ୍ଗିପଡିଛି ସମଗ୍ର ଦେଶ । ଅନେକ ସ୍ଥାନରେ ବାଜପେୟୀଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ଭିନ୍ନ ଭିନ୍ନ…

ଡ୍ୟାନ୍ସ ବାର ଉପରେ ପୁଲିସ୍ ଜୁଲମ୍ ଅଭିଯୋଗ! ଡ୍ୟାନ୍ସ ବାର୍ ଯୁବତୀ କହିଲେ, ବେଆଇନ ଭାବେ ଉଠାଇ ନେଉଛି ପୁଲିସ୍, ଦେଉଛି…

କନକ ବ୍ୟୁରୋ : କମିଶନରେଟ୍ ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି ରାଜଧାନୀର ଡାନ୍ସ ବାର୍ ସଂଘ । ସଂଘ କହିଛି, କମିଶନରେଟ୍ ପୋଲିସ ସେମାନଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଅତ୍ୟାଚାର କରୁଛି । ବାରମ୍ବାର ରେଡ୍ କରାଯାଉଛି ଏବଂ କର୍ମଚାରୀ ଓ ବାରଯୁବତୀଙ୍କୁ ପୋଲିସ ଉଠାଇନେଉଛି । ଡାନ୍ସ ବାରରେ କାମ…

୨୦୧୯ ପାଇଁ ଏବେଠୁ ପ୍ରସ୍ତୁତ କଂଗ୍ରେସ ! ୧୫ ଦିନ ଭିତରେ ଘୋଷଣା ହେବ ୫୦ ପ୍ରତିଶତ ପ୍ରାର୍ଥୀ ତାଲିକା

କନକ ବ୍ୟୁରୋ : ବିଜେଡି ଓ ବିଜେପି ଚୋରି କରିନେଉଛନ୍ତି କଂଗ୍ରେସର ଭୋଟ୍ । ଏଭଳି ଏକ ଧାରଣା ରାଜ୍ୟ କଂଗ୍ରେସକୁ ନୂଆ ରଣନୀତି କରିବାକୁ ବାଧ୍ୟ କରିଛି । ନିଜ ପକେଟ୍ ଭୋଟ୍ ସୁରକ୍ଷିତ ରଖିବା ପାଇଁ ରାଜ୍ୟ କଂଗ୍ରେସ ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ପ୍ରତ୍ୟକ ବୁଥ୍ ପାଇଁ ଏବେଠାରୁ ଏଜେଂଟ୍…

ଏସପି ସାହେବ, କର୍ମଚାରୀ ଗୁଲାମ୍ ! ଏସପିଙ୍କ ନାଁରେ କର୍ମଚାରୀଙ୍କୁ ନିର୍ଯାତନା ଦେବା ଅଭିଯୋଗ, ଅର୍ଡର୍ ନମାନିଲେ…

କନକ ବ୍ୟୁରୋ : ଏକବିଂଶ ଶତାବ୍ଦୀରେ ଦାସତ୍ୱ ପ୍ରଥା । ଘରେ କାମ କରୁଥିବା କର୍ମଚାରୀଙ୍କ ସହ ପଶୁ ଭଳି ବ୍ୟବହାର । ଆଉ ଏଭଳି ବ୍ୟବହାର ନେଇ ଅଭିଯୋଗ ଆସିଛି ନବରଙ୍ଗପୁରର ଏସପି ସାହେବଙ୍କ ବିରୋଧରେ । ଏସପି ବିବେକାନନ୍ଦ ଶର୍ମା, ତାଙ୍କ ବାସଭବନରେ କାମ କରୁଥିବା ଦୁଇ କର୍ମଚାରୀଙ୍କୁ ଦେଇଛନ୍ତି…