Daily Archives

August 19, 2018

ରଙ୍ଗ ନୁହେଁ ରକ୍ତ ! ଜାଣନ୍ତୁ କାହିଁକି ରକ୍ତରେ ଲାଲ ହେଲା ସମୁଦ୍ରର ପାଣି

ସ୍କଟଲାଣ୍ଡରୁ ପାଖାପାଖି ୨୦୦ ମାଇଲ ଦୂରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ପୂରା ବିଶ୍ୱବାସୀଙ୍କୁ ବିଚଳିତ କରିଛି । ଏଠାରେ ଥିବା ଫଓରୀ ଦ୍ୱୀପର ପାଣି ଲାଲ ହୋଇଯିବାର ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହା କୌଣସି ରଙ୍ଗ ନୁହେଁ ବରଂ ଡଲଫିନଙ୍କୁ ଶିକାର କରିବା ପରେ ଏଭଳି ଚିତ୍ର…

ଆକାଶ ପଥରୁ ଓହ୍ଳାଇ ଆସିଲେ ଦେବଦୂତ । ୨ ବର୍ଷର କୁନି ପିଲାକୁ କାଖେଇ ଛାତ ଉପରୁ ହେଲିକପ୍ଟରକୁ ଉଠିଲେ ଗରୁଡ ସ୍ପେଶାଲ…

କନକ ବ୍ୟୁରୋ : କେରଳରେ ବନ୍ୟା ସ୍ଥିତି ଯେମିତି ସଂଗୀନ୍ ହୋଇଛି, ତାଠୁ ଅଧିକ ସଂଘର୍ଷପୂର୍ଣ୍ଣ ରହିଛି-ଉଦ୍ଧାର କାର୍ଯ୍ୟ । ଚାରିଆଡେ ପାଣି ଓ ତା ଭିତରେ ବଂଚିବାର ରାହା ଖୋଜୁଥିବା ମଣିଷଙ୍କ ଚିତ୍ର । ଏଭଳି ସ୍ଥିତିରେ ଆଜି କ୍ୟାମେରାରେ କଏଦ୍ ହୋଇଛି ଏମିତି ଏକ ଚିତ୍ର, ଯାହା ଭାରତୀୟ ଯବାନଙ୍କ…

ବାଦାମ ସେବନ ଦ୍ୱାରା ଶରୀରକୁ ମିଳିତାଏ ଅନେକ ଫାଇଦା ! ଜାଣନ୍ତୁ କିପରି ଏବଂ କେଉଁ ସମୟରେ ଖାଇବା ଆବଶ୍ୟକ ।

ବାଦାମ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ପ୍ରାତଃ ଭୋଜନରେ ବାଦାମ ସେବନ କରିବା ଦ୍ୱାରା କୋଲେଷ୍ଟର କମ ହେବା ସହିତ ବ୍ଲଡ ଶୁଗାର ମଧ୍ୟ ନିୟନ୍ତ୍ରୀତ ହୋଇଥାଏ । ଆମେରିକାର କ୍ୟାଲିଫୋର୍ନିୟା ୟୁନିଭରସିଟିର ବିଶେଷଜ୍ଞଙ୍କ କହିବା ଅନୁସାରେ କଲେଜରେ ପାଠ ପଢୁଥିବା…

କେରଳ ବନ୍ୟା ପାଣିରେ ଭାସି ଯାଉଥିଲା କୁକୁର ! କିଛି ଏଭଳି ଭାବେ ଏହି ଯୁବକ କୁକୁରକୁ ଦେଲେ ନୂଆ ଜୀବନ ।

କେରଳରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ଦାଉ ସାଜୁଛି ବର୍ଷା । ସଙ୍କଟ ଟଳିନଥିବା ବେଳେ ଦିନକୁ ଦିନ ବଢିଚାଲିଛି ସମସ୍ୟା । ବନ୍ୟାର ବିଭିଷିକା କେତେ ବଡ ବିପର୍ଯ୍ୟୟ ଆଣିପାରେ, କେରଳର କୋଣ ଆନୁକୋଣରୁ ଆସୁଥିବା ଚିତ୍ର ହିଁ ବୟାନ୍ କରୁଛି । ମାତ୍ର ୧୦ ଦିନ ଭିତରେ ଯେମିତି ବଦଳି ଯାଇଛି…

ହେଲମେଟ ନାହିଁ ତ ଚା’ ନାହିଁ । ସଡକ ଦୁର୍ଘଟଣା ରୋକିବାକୁ ଦୋକାନୀଙ୍କ ନିଆରା ପ୍ରୟାସ, ଜାଣନ୍ତୁ କେଉଁଠି

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ସଡକ ଦୁର୍ଘଟଣା ବଢି ବଢି ଚାଲିଛି । କିନ୍ତୁ ଏତେ ସବୁ ପରେ ମଧ୍ୟ ଚେତୁ ନାହାନ୍ତି ଗାଡି ଚାଳକ । ବିନା ହେଲମେଟରେ ଗାଡି ଚଳାଇବା ସହ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁମୁଖରେ ପଡିବା ସହ ଅନ୍ୟ ମାନଙ୍କୁ ମଧ୍ୟ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି । ସଡକ ଦୁର୍ଘଟଣା…