Daily Archives

August 16, 2018

ସ୍କୁଟର ଆଗରେ ଶୋଇ ରହିଥିଲା ଅଜଗର ! ଆଉ ତା’ପରେ ଯାହା ଘଟିଲା ତାହା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ସାପ ଖେଳାଉଛି ଆତଙ୍କ । କେତେବେଳେ ଜୋତା ଭିତରୁ ବାହାରୁଛି ତ ଆଉ କେତେବେଳେ ଲାଟିନ ପ୍ୟାନ ଭିତରୁ ବାହାରୁଛି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ସାପର ଆଥଙ୍କ ଦେଖିବାକୁ ମିଳୁଛି । କେତେବେଳେ କେଉଠୁ ସାପ ବାହାରୁଛି ତାହା କେହି ବି ଜାଣି ପାରୁନାହାଁନ୍ତି । ସେହିଭଳି ଏକ ଘଟଣା ଘଟିଛି…

ଓଡିଶା ସରକାରଙ୍କ ଛୁଟି ଘୋଷଣା : ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

କନକ ବ୍ୟୁରୋ : ଆରପାରିରେପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଅଟଳଙ୍କ ବିୟୋଗରେ ଆସନ୍ତାକାଲି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ଆସନ୍ତାକାଲି ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ । ଏହାବ୍ୟତୀତ…

ଅଟଳ ଯୁଗର ଅନ୍ତ : ଭାରତରତ୍ନ ବାଜପେୟୀଙ୍କୁ ଝୁରୁଛି ସାରା ଭାରତ

ପୂର୍ବତନ  ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବାଜପେୟୀଙ୍କ ପରଲୋକ ସହିତ ଭାରତୀୟ ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି । ତାଙ୍କ ସମ୍ପର୍କରେ ପ୍ରଥାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି କହିଛନ୍ତି ଯେ  “ସେ ନିଜ ଜୀବନ…

ଆତଙ୍କବାଦୀ ଆକ୍ରମଣରେ ୪ ଜବାନ ଗୁରୁତର ! କୁପ୍ଓ୍ଵାରା ହସ୍ପିଟାଲରେ ଭର୍ତ୍ତି ।

ଜମ୍ମୁ- କଶ୍ମୀରର କୁପ୍ଓ୍ଵାରା ଜିଲ୍ଲା ଅନ୍ତର୍ଗତ ନାଓଗାମ୍ ସେକ୍ଟରରେ ଆଜି (ଗୁରୁବାର) ପ୍ରତ୍ୟୁଷରେ ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ସୁରକ୍ଷା ବାହିନୀର ୪ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର କାଶ୍ମୀର କୁପବାଡା ଜିଲ୍ଲା ନାଓଗାମ ସେକ୍ଟର…

ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ୯୩ ବର୍ଷ ବୟସରେ ପରଲୋକ

କନକ ବ୍ୟୁରୋ: ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଭାରତ ରାଜନୀତିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ପରଲୋକ । ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ଅପରଜେୟ ନେତା ଅଟଳବିହାରୀ ବାଜପେୟୀ ।…

ପ୍ରବଳ ବର୍ଷିଲା ! କାହାଘରେ ପସିଲା ନାଳ ପାଣି ତ ଆଉ କାହାଘରେ ପସିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ।

ସାରା ଦେଶରେ ଭାରି ବର୍ଷା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଭାରି ବର୍ଷା କାରଣରୁ ପ୍ରଭାବିତ ହୋଇଥିବା କେରଳକୁ ବାଦ ଦେଲେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଓଡିଶାରେ ମଧ୍ୟ ସ୍ଥିତି ଗମ୍ଭିର ହୋଇପଡିଛି । ଭାରି ବର୍ଷା କରାଣରୁ ଗାଁ ଏବଂ ସହର…