Daily Archives

August 14, 2018

ହାତରେ ଚା କେଟିଲ, ଆଖିରେ ଆଖିଏ ସ୍ୱପ୍ନ । ପରଦାକୁ ଆସିଲା ମୋଦିଙ୍କ ପିଲାଦିନ କାହାଣୀ

କନକ ବ୍ୟୁରୋ : ଭୁବନେଶ୍ୱରରେ ପ୍ରଦର୍ଶିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଫିଲ୍ମ ଚଲୋ ଜିତେ ହେଁ । ଆଗକୁ ନିର୍ବାଚନ ଆସୁଥିବା ବେଳେ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଚାଲିଛି ପ୍ରମୋସନାଲ କ୍ୟାମ୍ପେନ । ବିଜ୍ଞାପନ ମାଧ୍ୟମରେ ହେଉ କି ଫିଲ୍ମ,…

ତୃତୀୟ ଟେଷ୍ଟ ପାଇଁ ସଜବାଜ ହେଉଛି ଟିମ୍ ଇଣ୍ଡିଆ ! ଦଳ ଚୟନରେ ରହିଥିଲା ତ୍ରୁଟି, ସ୍ୱୀକାର କଲେ ଅଧିନାୟକ କୋହଲି ।

ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଲଜ୍ଜାଜନକ ଭାବେ ଇଂଲଣ୍ଡ ଠାରୁ ପରାସ୍ତ ହେଲା । ଏହି ବିଜୟ ସହ ଇଂଲଣ୍ଡ ଏବେ ସିରିଜରେ ୨-୦ରେ ଆଗୁଆ ରହିଛି । ତେବେ ଦ୍ୱିତୀୟ ଟେଷ୍ଟରେ ଚୁଡାନ୍ତ ଦଳ ବାଛିବାରେ ତ୍ରୁଟି ରହିଥିବା ସ୍ୱୀକାର କରିଛନ୍ତି ଅଧିନାୟକ ବିରାଟ କୋହଲି । ଏହି ପରାଜୟ ପରେ…

ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ! ସ୍ୱାସ୍ଥ୍ୟ ସୁରକ୍ଷାର ବଡ ଯୋଜନାକୁ ନେଇ ଆସନ୍ତାକାଲି ଦେଖିବାକୁ…

କନକ ବ୍ୟୁରୋ : ଆସନ୍ତାକାଲି ସ୍ୱାଧିନତା ଦିବସ ଅବସରରେ ଓଡ଼ିଶାର ସବୁଠୁ ବଡ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ପୂର୍ବରୁ ଘୋଷଣା ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

ଡେଥ ଜୋନ ପାଲଟିଛି ହଂସପାଳ ଛକ ! ସ୍ଥାନୀୟ ଯୁବକଙ୍କ ଗାଡି ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦୁର୍ଘଟଣାରେ ଛାତ୍ରୀଙ୍କ ଅକାଳ ମୃତ୍ୟୁ । ଭୁବନେଶ୍ୱର ହଂସପାଳ ଛକ ନିକଟରେ ଥିବା ଜୟଦେବ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ସୁଚିସ୍ମିତା ବେହେରାଙ୍କ ମୃତ୍ୟୁ ଘଟିଛି । ପାଠ ପଢିବାକୁ ଜୟଦେବ କଲେଜ ଆସୁଥିବାବେଳେ ସ୍ଥାନୀୟ ଯୁବକ ସ୍ୱାଧୀନ ଭୋଇ ଦ୍ରୁତ ଗତିରେ ନିଜ…

ଘରୁ ବାହାରି ପାରିବେନି ବିଜେଡି ନେତା ! ଖୋଲା ସଭାରେ ଆଳି ବିଧାୟକ ଦେଲେ ଚେତାବନୀ, କହିଲେ, ଗ୍ୟାଙ୍ଗଷ୍ଟରଙ୍କୁ ଦେଇଦେବେ…

କନକ ବ୍ୟୁରୋ : ବିଧାୟକଙ୍କ ମୁହଁରେ ବିବାଦୀୟ ବୟାନ । ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେ କିଛି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି । କର୍ମୀଙ୍କୁ ସମ୍ବୋଧନ କରିବାକୁ ଯାଇ ବିଧାୟକ କହିଛନ୍ତି, ୨୦୧୯ ନିର୍ବାଚନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ବିଜେଡି…

ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ । ଜାଣନ୍ତୁ ରଥ ଭାଙ୍ଗିବା ପରେ କାଠ ଗୁଡିକୁ କ’ଣ କରାଯାଏ

କନକ ବ୍ୟୁରୋ : ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲା ତିନି ରଥ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଧାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ୟ୍ୟ । ଆଜିଠାରୁ ତିନି ରଥ ଭଙ୍ଗା କାର୍ୟ୍ୟ ବିଧିବଦ୍ଧ…