Daily Archives

August 13, 2018

କେଉଁ ସହରରେ ରହିବେ ଆପଣ ! ପ୍ରକାଶ ପାଇଲା ଇଜ୍ ଅଫ୍ ଲିଭିଙ୍ଗ ସିଟି ତାଲିକା ୨୦୧୮ । ଜାଣନ୍ତୁ ଭୁବନେଶ୍ୱର କେଉଁ…

ଦେଶରେ ରହିବା ପାଇଁ ସବୁଠାରୁ ଉତ୍ତମ ସହର ତାଲିକା ‘ଇଜ୍ ଅଫ ଲିଭିଙ୍ଗ ସିଟି’ ୨୦୧୮ ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସହରୀବିକାଶ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ସ୍ମାର୍ଟ ନେଟ୍ ଦ୍ୱାରା ହୋଇଥିବା ସର୍ଭେରେ ଭାରତର ୧୧୧ ସହରକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି । ତେବେ…

ବନ୍ଧୁ ନେଲା ବନ୍ଧୁର ଜୀବନ : ଫିଟିଲା ୨୯ ଜୁଲାଇ ଅଂଶୁପା ହତ୍ୟାକାଣ୍ଡର ଗୁମର

କନକ ବ୍ୟୁରୋ : ଜୁଲାଇ ୨୯ ଅଂଶୁପା ହତ୍ୟାକାଣ୍ଡ ଉପରୁ ହଟିଛି ପରଦା । ଯୁବକଙ୍କ ମୃତ୍ୟୁ ପଛରେ ତାଙ୍କ ବନ୍ଧୁର ହାତ ଥିବା ସ୍ପଷ୍ଟ କରିଛି ପୁଲିସ । କଟକ ତିଗିରିଆ ଥାନା ନୂଆପାଟଣା ଅଂଚଳର ମୃତ ସନାତନ ବର୍ଦ୍ଧନଙ୍କ ଫୋନକୁ ଟ୍ରାକ କରି ଅଭିଯୁକ୍ତ ମାନସ ରାଉତ ଓ ତାଙ୍କର ଜଣେ ସଂପର୍କୀୟ ଭାଇଙ୍କୁ…

ଚାଇନାରେ ଛପା ହେଉଛି ଭାରତୀୟ ନୋଟ! ଚୀନ ଗଣମାଧ୍ୟମର ଖୁଲାସା ପରେ ସରକାରଙ୍କୁ ଘେରିଲେ ବିରୋଧୀ

ଭାରତୀୟ ନୋଟ ଚୀନରେ ଛପାଯାଉଛି କି ? ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନର ଗଣମାଧ୍ୟମ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଭାରତରେ ବ୍ୟବହାର ହେଉଥିବା ନୋଟ ଚୀନରେ ଛପାଯାଉଛି । ଆଉ ଏଭଳି ଦାବି ପରେ ଭାରତୀୟ ରାଜନୈତିକ ମହଲରେ…

ଅଳିଆଗଦାରେ ପଡିଛି ୧୧ ବର୍ଷର ହଜାର ହଜାର ଚିଠି : କାହାର ନିଯୁକ୍ତି ପତ୍ର ତ ଆଉ କାହାର ପାନକାର୍ଡ

କନକ ବ୍ୟୁରୋ : ଚିଠି ଦେଲା ନାହିଁ ଚିଠିବାଲା । ଅଳିଆଗଦାରେ ପଡିଛି ୧୧ ବର୍ଷର ହଜାର ହଜାର ଚିଠି । କାହାର ନିଯୁକ୍ତି ପତ୍ର ତ ଆଉ କାହାର ପାନକାର୍ଡ ପୋଷ୍ଟ ଅଫିସ ପଛପଟ ଅଳିଆଗଦାରେ ପଡିଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଓଡଙ୍ଗ ପୋଷ୍ଟମାଷ୍ଟରଙ୍କ ଅବହେଳାରୁ ଖତ ଖାଉଛି ସାଂସଦ ଅର୍ଜୁନ…

କଳାହାଣ୍ଡିରେ ଡେଙ୍ଗୁ ଆତଙ୍କ : କୋକସରାରେ ଗାଁକୁ ଗାଁ ବ୍ୟାପିଲା ଭୂତାଣୁ, ରାଜ୍ୟରେ ଏବେ ସୁଦ୍ଧା ୧୧୮୬ ଡ଼େଙ୍ଗୁ ରୋଗରେ…

କନକ ବ୍ୟୁରୋ : ସପ୍ତାହେ ବିତିଲାଣି ତଥାପି ଅଣାୟତ ଡେଙ୍ଗୁ । ପ୍ରଶାସନ, ପ୍ରତିକାର ପାଇଁ ଯୁଦ୍ଧ କାଳୀନ ଭିତିରେ ଅଂଟା ଭିଡି ଥିଲେ ବି ଗାଁ ପରେ ଗାଁ ଡେଉଁଛି ଡେଙ୍ଗୁ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ଗତ ସପ୍ତାହ ଠାରୁ ଦେଖାଦେଇଥିବା ଡେଙ୍ଗୁ ରୋଗ ଏବେ ଅଣାୟତ ହେବା ସହ ଭୟାନକ…

ଗଙ୍ଗାକୁ ସଫା କରିବେ ଯବାନ ! ଗଠନ ହେଲା ଟାସ୍କଫୋର୍ସ, ଖୁବ ଶୀଘ୍ର ଆରମ୍ଭ ହେବ କାମ ।

ପବିତ୍ର ଗଙ୍ଗାନଦୀ ! ଯାହାର ଟିକିଏ ପାଣି ମଣିଷର ସବୁ ପାପ କ୍ଷୟ କରିଦିଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ସବୁଠାରୁ ଦୁଖର ବିଷୟ ହେଉଛି ଏହି ପବିତ୍ର ନଦୀର ପାଣି ଏବେ ବିଶାକ୍ତ ହେବାରେ ଲାଗିଛି । ପ୍ରଦୂଷିତ ହୋଇଯାଇଛି ଗଙ୍ଗା । ଆଉ କେହି ଶୁଣୁନାହାନ୍ତି ଗଙ୍ଗାର ଦୁଃଖ । ଦିନକୁ ଦିନ ଗଙ୍ଗା…