Daily Archives

August 13, 2018

ଭଲ ଖବର ! ଦେଶର ଟପ୍ ୧୦ ସ୍ୱଚ୍ଛ ରେଳ ଷ୍ଟେସନ ଭିତରେ ସ୍ଥାନ ପାଇଲା ଭୁବନେଶ୍ୱର ।

ରେଳଯାତ୍ରୀଙ୍କ ପାଇଁ ଖୁସିର ଖବର । ଭୁବନେଶ୍ୱର ରେଳ ଷ୍ଟେସନ ଦେଶର ଶ୍ରେଷ୍ଠ ସ୍ୱଚ୍ଛ ୧୦ଟି ରେଳ ଷ୍ଟେସନରେ ସ୍ଥାନ ପାଇଛି । ଏନେଇ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଦେଶର ୧୦ଟି ସ୍ୱଚ୍ଛ ରେଳ ଷ୍ଟେସନର ନାମ ଘୋଷଣା କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି । ସୂଚନା…

ବିନା ସୁଧରେ ICICI ବ୍ୟାଙ୍କ ଧାର ଦେବ ଟଙ୍କା, ୩୦ ଦିନରେ ମଧ୍ୟରେ ଶୁଝିବାକୁ ପଡିବ । ଜାଣନ୍ତୁ କିଭଳି ଉଠାଇବେ ଏହାର…

ଯଦି ଆପଣଙ୍କୁ ହଠାତ ଟଙ୍କାର ଆବଶ୍ୟକ ପଡେ ଏବଂ ଆପଣଙ୍କ ପାଖରେ ପଇସା ନଥାଏ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର କରୁନଥାନ୍ତି ତେବେ ଆପଣଙ୍କୁ ଉଧାର ଦେବ ଆଇସିଆଇସିଆଇ ବ୍ୟାଙ୍କ । ଏପରିକି ଦିନେ କି ଦୁଇଦିନ ନୁହେଁ ବରଂ ୩୦ ଦିନ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଉଧାର ଦେବ ତାହା ବି ପୁଣି…

ବିଜେଡି-ବିଜେପି ମଧ୍ୟରେ ହୋଇଛି ମ୍ୟାଚ୍ ଫିକ୍ସିଂ! ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ କଂଗ୍ରେସର କଡ଼ା…

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଆନନ୍ଦ ଶର୍ମା । ବିଜେଡି ଓ ବିଜେପି ମଧ୍ୟରେ ମ୍ୟାଚ୍ ଫିକ୍ସିଂ ଚାଲିଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ଆନନ୍ଦ ।…

ଧାରଣା ଚାଲିଥିବା ବେଳେ ଷଣ୍ଢ ଆଗରେ ବିନ୍ ବଜାଇଲେ କଂଗ୍ରେସ ନେତା ! ହଠାତ ରାଗିଗଲା ଷଣ୍ଢ, ଆଉ ତା ପରେ…

ଧାରଣା ଚାଲୁଥିବା ବେଳେ ଦେଖିବାକୁ ମିଳିଲା ଷଣ୍ଢର ଆତଙ୍କ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ । ସ୍ଥାନୀୟ ଜିଲ୍ଲା କଂଗ୍ରେସ ଏବଂ ପ୍ରତିଦିନ ବସରେ ଯିବାଆସିବା କରୁଥିବା ସଂଘର ମିଳିତ ଉଦ୍ୟମରେ ଦେବାସ-ଇନ୍ଦୋର ମଧ୍ୟରେ ସିଟି ବସ ଚଳାଚଳ ଦାବି ନେଇ ଆନ୍ଦୋଳନ…

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ, ଭକ୍ତଙ୍କ ପାଇଁ ମନ୍ଦିର ବାହାରେ ହେବ ଶୌଚାଳୟ!…

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଲାଗିବ ଅବଢାର ରେଟ୍ ଚାର୍ଟ । ଆନନ୍ଦ ବଜାରରେ ଝୁଲିବ ମହାପ୍ରସାଦର ଦର ତାଲିକା । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି । ଏଣିକି ହୋର୍ଡିଂ ମାଧ୍ୟମରେ ଭକ୍ତଙ୍କୁ ମହାପ୍ରସାଦର ଦର ଜଣାଇଦିଆଯିବ । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ…