Daily Archives

August 12, 2018

୫ଟି ଦାନ୍ତ ସହ ଜନ୍ମ ନେଲା ଶିଶୁ । ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ, ଲୋକ କହିଲେ ଜନ୍ମ ନେଲେ ଅବତାରୀ ପୁରୁଷ

ଛତିଶଗଡର ବଲରାମପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଚଲଗତି ଗ୍ରାମରେ ଜଣେ ମହିଳା ଏଭଳି ଏକ ଅଦ୍ଭୁତ ଶିଶୁକୁ ଜନ୍ମ ଦେଇଛନ୍ତି । ଜନ୍ମ ସମୟରେ ଶିଶୁଟିର ପାଞ୍ଚଟି ଦାନ୍ତ ଥିବା ଦେଖାଯାଇଛି । ଏପରିକି ଡାକ୍ତର ମାନେ ମଧ୍ୟ ଏହି ଶିଶୁଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି…

ମୁହଁ ଖୋଲିଲେ ମୋଦି ! କହିଲେ, ୨୦୧୪ ତୁଳନାରେ ଅଧିକ ଆସନ ଜିତିବୁ , ମହାମେଣ୍ଟ ଏକ ବିଫଳ ଚିନ୍ତାଧାରା

କନକ ବ୍ୟୁରୋ : ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ବିଜେପି ପୁଣି ଥରେ ସରକାର ଗଢିବ । ଏବଂ ୨୦୧୪ ତୁଳନାରେ ଅଧିକ ମାର୍ଜିନରେ ଦଳ ସରକାର ଗଢିବ ବୋଲି ବେଗ ଦୃଢତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ମହାମେଂଟ ଏକ ବିଫଳ ଚିନ୍ତାଧାରା ବୋଲି କହିଛନ୍ତି…

ବସରେ ଜଣେ ଯାତ୍ରୀ ଛାଡିଗଲେ ଲକ୍ଷାଧିକ ଟଙ୍କା । କିଛି ଏଭଳି ଭାବେ ଟଙ୍କା ଫେରାଇ ସମାଜ ପାଇଁ ହିରୋ ସାଜିଲେ ଚାଳକ ।

ସମାଜରେ ମାନବିକତା ଦିନକୁ ଦିନ ହଜିଯାଉଥିବା ଚର୍ଚ୍ଚା ହେଉଥିବାବେଳେ ଏହାକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ଜଣେ ଅଟୋ ଚାଳକ । ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଉପକାର ଓ ସାହାଯ୍ୟ ପାଇଁ ସବୁବେଳେ ଆଗେଇ ଆସି ଥାଆନ୍ତି। ଉତ୍ତରପ୍ରଦେଶର ପରିବହନରେ ଚାକିରି କରୁଥିବା ଜଣେ…

ସୂର୍ଯ୍ୟକୁ ନାସା ପଠାଇଲା ମହାକାଶ ଯାନ ! ନଭେମ୍ବରରୁ ଆରମ୍ଭ ହେବ ଗବେଷଣା, ୭ବର୍ଷର ଜୀବନକାଳ ଭିତରେ ସୂର୍ଯ୍ୟକୁ ମାରିବ…

କନକ ବ୍ୟୁରୋ : ରବିବାର ଭୋର ୩ଟା ୩୧ରେ ମହାକାଶକୁ ଛୁଟି ଚାଲିଲା ନାସାର ବହୁ ପ୍ରତିକ୍ଷିତ ପାର୍କର ସୋଲାର ପ୍ରୋବ୍ । କାଉଣ୍ଟଡାଉନ ସରିବା ସହ ଆକାଶ ବୁକୁ ଚିରି ମଣିଷ ସଭ୍ୟତା ଓ ଆକାଶ ବିଜ୍ଞାନରେ ନୂଆ ଇତିହାସ ସୃଷ୍ଟି କରିଛି ଏହି ଯାନ । ପ୍ରଥମ ଥର ପାଇଁ ସୂର୍ଯ୍ୟର ଅତି ନିକଟକୁ ଯାଇ ଗବେଷଣା…

ସିଆଚେନରେ ମୁତୟନ ଥିବା ଯବାନଙ୍କ ପାଇଁ ସ୍ପେଶାଲ କିଟ୍ ପ୍ରସ୍ତୁତି କରୁଛି ସେନା । ୮୦୦ କୋଟି ବଦଳରେ ଖର୍ଚ୍ଚ ହେବ ମାତ୍ର…

ସିଆଚେନ ଓ ଡୋକଲାମ ଭଳି ବିପଦପୂର୍ଣ୍ଣ କ୍ଷେତ୍ରରେ ନିୟୋଜିତ ଥିବା ଯବାନ ମାନଙ୍କ ପାଇଁ ସ୍ୱତନ୍ତ୍ର କିଟ୍ ପ୍ରସ୍ତୁତ କରିବାକୁ ଭାରତର ସମସ୍ତ ପ୍ରକାର ପ୍ରସ୍ତୁତି ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱର ସବୁଠାରୁ ବିପଦଜନକ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ଥିବା ଯବାନ ମାନଙ୍କ ପାଇଁ ପୋଷାକ,…

ପୁଣି ରାଜଧାନୀରେ ସୃ୍ଷ୍ଟି ହେଲା ବନ୍ୟାର ଭ୍ରମ ! ଜାତୀୟ ରାଜପଥ ଉପରେ ଭାସିଲା କାର, ଘରେ ପଶିଲା ପାଣି ।

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ପୁଣି ବୁଡିଲା ଭୁବନେଶ୍ୱର । ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ଉପରେ ଲହଡି ଭାଙ୍ଗିଲା ଅଣ୍ଟାଏ ଉଚ୍ଚର ପାଣି । ସବୁଥର ଭଳି ଏଥର ମଧ୍ୟ ଅସରାଏ ବର୍ଷାରେ ବୁଡିଛି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା । ମୁଖ୍ୟ ରାସ୍ତା ଉପରେ ପୁଣି ଭାସିଛି ଗାଡିମୋଟର । ଆଚାର୍ଯ୍ୟ…