Daily Archives

August 11, 2018

କାହିଁକି ଏତେ ମହଙ୍ଗା ହୋଇଥାଏ ରୋଲେକ୍ସ ଘଣ୍ଟା ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ।

ଆଜିକାଲିର ପିଲାମାନେ ନିଜର ଷ୍ଟାଟସ ମେଣ୍ଟେନ କରିବା ପାଇଁ ଦାମୀ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ସବୁଠାରୁ ମହଙ୍ଗା ଘଣ୍ଟାର କଥା ଉଠିଲେ ଲୋକମାନଙ୍କ ମନକୁ ରୋଲେକ୍ସର ନାଁ ଆସିଥାଏ । ଏହି ଘଣ୍ଟାକୁ କେବଳ କୋଟିପତିମାନେ କିଣି ପିନ୍ଧିବାରେ ସକ୍ଷମ ହୋଇଥାନ୍ତି । ଆପଣଙ୍କ ମନରେ ଏ ପ୍ରଶ୍ନ…

ସ୍ୱାସ୍ଥ୍ୟ ସେବାରେ ସ୍ୱାଧୀନତା ! ସାଢେ ୩ କୋଟି ଲୋକଙ୍କ ପାଇଁ ନବୀନଙ୍କ ସ୍ୱାସ୍ଥ୍ୟ କାର୍ଡ

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ପୂରା ଦେଶ ପାଳନ କରିବ ୭୨ ତମ ସ୍ୱାଧୀନତା ଦିବସ । ତେବେ ଚଳିତ ସ୍ୱାଧୀନତା ଦିବସ ଓଡିଶାବାସୀଙ୍କ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । କାରଣ ଏହି ଅଗଷ୍ଟ ୧୫ରୁ ହିଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।…

ବିଜେପିକୁ ନେଇ ବିଜୟଙ୍କ ବଡ ବୟାନ! କହିଲେ, ସକାଳେ ସମର୍ଥନ ମାଗୁଛ, ସନ୍ଧ୍ୟାରେ ଗର୍ଜନ କରୁଛ ।

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗକୁ ନେଇ ରାଜନୀତି ଧମିବାର ନାଁ ନେଉନି । ପ୍ରତିଦିନ ଆସୁଛି ନୂଆ ନୂଆ ବୟାନ୍ । ଆଉ ଆଜି ଖୋଦ୍ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦେଇଛନ୍ତି ବଡ ବୟାନ୍ । କହିଛନ୍ତି- ଗୋଟିଏ ପଟେ…

କାଉଡିଆଙ୍କ ଉତ୍ପାତ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଦେଲେ ନିର୍ଦ୍ଦେଶ…

କନକ ବ୍ୟୁରୋ : କାଉଡିଆଙ୍କ ଭଙ୍ଗାରୁଜା ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଦେଶର ବିଭିନ୍ନ ସହରରେ କାଉଡିଆଙ୍କ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଇନକୁ ହାତକୁ ନେଇଥିବା…

ଭୁବନେଶ୍ୱର ଏମ୍ସର ଅବସ୍ଥା ଏମିତି ! ୨୬୧ କୋଟିର ପ୍ରକଳ୍ପ, ୫ ବର୍ଷରେ ଫାଟି ଆଁ କଲାଣି । ଖବର ସଂଗ୍ରହ କରିବାକୁ…

କନକ ବ୍ୟୁରୋ : ପ୍ରଥମ ସମାବର୍ତନ ଉତ୍ସବ ପୂର୍ବରୁ, ଭୁବନେଶ୍ୱର ଏମ୍ସକୁ ଉପ-ରାଷ୍ଟ୍ରପତି ଆସିବା ପୂର୍ବରୁ କିଛି ଏଭଳି ଘଟଣା ଘଟିଛି, ଯାହା ଦେଶର ଏକ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିବାଦ ଘେରକୁ ଟାଣି ଆଣିଛି । ମାତ୍ର ୫ ବର୍ଷ ଭିତରେ ଭୁବନେଶ୍ୱର ଏମ୍ସର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ…

ଅସିହା ପାହାଡ ଲୁଟି ନେଲା ଗ୍ୟାଙ୍ଗଷ୍ଟର ! ଉଠିଲା ପ୍ରଶ୍ନ- କ’ଣ କରୁଥିଲେ ସ୍ଥାନୀୟ ବିଧାୟକ, ଟିଟୋ ସହ ଅମର ଶତପଥୀଙ୍କ…

ନେତାଙ୍କ ସହ ଟିଟୋର ଲିଙ୍କ୍ ନେଇ ଆସିଲା ଅଭିଯୋଗ । ଟିଟୋ ଲିଙ୍କ ନେଇ କଂଗ୍ରେସ ପରେ ବିଜେପି ଆଣିଲା ବିଧାୟକ ଅମରପ୍ରସାଦ ଶତପଥୀଙ୍କ ବିରୋଧରେ ସଂଗୀନ ଅଭିଯୋଗ  । ଅଭିଯୋଗ ହୋଇଛି, ବଡଚଣା ଅଂଚଳର ଅସିଆ ପାହାଡ଼କୁ ଖୋଳି ଟିଟୋ ବିକ୍ରି କରି ଦେଇଥିବା ପଛରେ ରହିଛି ଅମରଙ୍କ ସମର୍ଥନ । ପାହାଡ଼ ଖୋଳି…