Daily Archives

August 10, 2018

ପାକିସ୍ତାନ ସ୍ୱାଧୀନତା ଦିବସ ଉତ୍ସବରେ ଭାରତୀୟ ଗୀତ ଗାଇଲେ ବଲିଉଡ ସିଙ୍ଗର । ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ପ୍ରତିବର୍ଷ ନ୍ୟୁୟର୍କର ପ୍ରସିଦ୍ଧ ମାଡିସନ ସ୍କୋୟାରରେ ଆମ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ପାଳନ କରନ୍ତି । ଏଥିପାଇଁ ବିଭିନ୍ନ ବଲିଉଡ କଳାକାରମାନେ ମଧ୍ୟ ଅଂଶଗ୍ରହଣ କରନ୍ତି । ଭାରତୀୟଙ୍କ ଦେଖାଦେଖି ପାକିସ୍ତାନର କେତେକ ଲୋକ ସମାନ ପ୍ରକାରର ଏକ…

ହାଇଦ୍ରାବାଦରେ ଖୋଲିଲା ଦେଶର ସବୁଠୁ ବଡ ମଲ୍ ଆଇକିୟା ଷ୍ଟୋର୍ ! ଆକାର ୪ଟି ଫୁଟବଲ୍ ପଡ଼ିଆ ସହ ସମାନ, ୪ଲକ୍ଷ ବର୍ଗଫୁଟ୍…

କନକ ବ୍ୟୁରୋ : ହାଇଦ୍ରାବାଦରେ ଖୋଲିଲା ଦେଶର ସବୁଠୁ ବଡ ମଲ୍ ଆଇକିୟା ଷ୍ଟୋର୍ । ଏହାର ଆକାର ୪ଟି ଫୁଟବଲ୍ ମଇଦାନ୍ ସହ ସମାନ ହେବ ବୋଲି କୁହାଯାଉଛି । ଖୋଲିବାର ପ୍ରଥମ ଦିନରେ ମଲରେ ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ମଲ୍ ୪ଲକ୍ଷ ବର୍ଗଫୁଟ୍ ଅଂଚଳରେ ତିଆରି ହୋଇଛି । ସ୍ୱିଡିଶ…

ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିରରେ ଲାଗିଲା ନିଆଁ ! ଜଳିଗଲା ରୋଷଘରର ୧୬ ବଖରା, କେମିତି ଲାଗିଲା ନିଆଁ ଆରମ୍ଭ ହେଲା…

କନକ ବ୍ୟୁରୋ : ପୁରୁଣା ଭୁବନେଶ୍ୱର ଅନନ୍ତବାସୁଦେବ ମନ୍ଦିରର ରୋଷ ଘରେ ଅଗ୍ନିକାଣ୍ଡ । ଜଳିଗଲା ରୋଷଘର ଓ ଚୁଲି । ପ୍ରାୟ ୨ଘଂଟାର ଅକ୍ଲାଂନ୍ତ ପରିଶ୍ରମ ପରେ ନିଆଁ ଲିଭାଇଥିଲା ଅଗ୍ନିଶମ ବିଭାଗ । ହେଲେ ସେତେବେଳକୁ ସବୁ କିଛି ଜଳିଯାଇଥିଲା । ରୋଷ ଘରେ ବାରମ୍ବାର ଏପରି ନିଆଁ ଲାଗୁଥିଲେ ମଧ୍ୟ…

କାହିଁକି ଜେଲ ଗଲେ ଆଇଏଏସ ଅଫିସର ବିନୋଦ କୁମାର ? କଣ ଥିଲା ଦୋଷ, ପଢନ୍ତୁ ପୂରା ରିପୋର୍ଟ

କନକ ବ୍ୟୁରୋ : ଓଆରଏଚଡିସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଛନ୍ତି ଆଇଏଏସ ବିନୋଦ କୁମାର । ବାତ୍ୟା ଆଶ୍ରୟ ସ୍ଥଳୀ ବାବଦକୁ ଆସିଥିବା ଟଙ୍କା ହଡପ ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଭିଜିଲାନ୍ସ କୋର୍ଟ ବିନୋଦଙ୍କୁ ୩ବର୍ଷ ଦେଲ ଦଣ୍ଡ ସହ ୭୫ ହଜାର ଟଙ୍କା…

ଅନ୍ଧବିଶ୍ୱାସର ଆଉ ଏକ ଝଲକ । ମୃତ ଶିଶୁକୁ ବଞ୍ଚାଇବାକୁ ଚାଲିଲା ୭ ଘଣ୍ଟା ପୂଜାର୍ଚ୍ଚନା, ମୁଣ୍ଡ ଉପରେ ଜଳାଇଲେ ଦୀପ,…

କନକ ବ୍ୟୁରୋ : ଦେଖିବାକୁ ମିଳିଲା ଅନ୍ଧବିଶ୍ୱାସର ଆଉ ଏକ ଝଲକ । ତାହା ବି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜଧାନୀରୁ କେଇ ଶହ କିଲୋମିଟର ଦୂର କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ । ଯେଉଁଠି ଜଣେ ମୃତ ଶିଶୁକୁ ବଞ୍ଚାଇବା ପାଇଁ ଦୀର୍ଘ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଝଡାଫୁଙ୍କା ଓ…

ଜଗନ୍ନାଥଙ୍କ ପାଇଁ ପୁରୀରେ ହେଲା ଜନଶୁଣାଣି ! ବନ୍ଦ କଠୋରୀରେ ଜଣ ଜଣ କରି ମତ ନିଆଯିବାରୁ ସେବାୟତ କଲେ ବିରୋଧ ।

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯିବ, ଏ ନେଇ ସର୍ବସାଧାରଣଙ୍କ ମତ କ’ଣ ଜାଣିବା ପାଇଁ ଆଜି ପୁରୀରେ ହୋଇଥିଲା ଜନଶୁଣାଣି । ୩ ଜଣିଆ ବିଶେଷଜ୍ଞ କମିଟି ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇଥିଲେ । ଅଗଷ୍ଟ ଶେଷ…