Daily Archives

August 9, 2018

କେରଳରେ ଭୟଙ୍କର ବର୍ଷା ଏବଂ ବନ୍ୟା ! ବନ୍ଦ ହେଲା ବିମାନ ବନ୍ଦର, ଭାସିଗଲେ ୨୦ ଜଣ ।

କେରଳରେ ଭୁସ୍ଖଳନ, ବନ୍ୟା ଏବଂ ବର୍ଷା କାରଣରୁ ୨୦ ଜଣ ଲୋକଙ୍କ ପ୍ରାଣହାନି ହୋଇଛି । ଇଡ୍ଡୁକି, ମଲପୁରମ, କାନ୍ନୁର ବାୟନାଡ ଏବଂ କୋଝିକୋଡ ଭଳି ଅଞ୍ଚଳ ଗୁଡିକ ଏହି ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି । ଏହି ଭୁସ୍ଖଳନରେ ଇଡ୍ଡୁକିରେ ୧୦ ଜଣ ମଲପୁରମରେ ପାଞ୍ଚ ଜଣ କନ୍ନୁରରେ ଦୁଇ ଜଣ ଏବଂ ବାୟନାଡ…

ଖାଲଖମା ରାସ୍ତାରେ ଆସିପାରିଲା ନାହିଁ ଆମ୍ବୁଲାନ୍ସ : ଖଟିଆରେ ଅଢେଇ କିଲୋମିଟର ବୁହା ହେଲେ ଗର୍ଭବତୀ,ହସ୍ପିଟାଲ ଯିବା…

କନକ ବ୍ୟୁରୋ : ଆସନ୍ନ ପ୍ରସବାଙ୍କ ପାଇଁ ଅଡୁଆ ହେଲା ରାସ୍ତା । ଗାଁକୁ ରାସ୍ତା ନଥିବାରୁ ଠିକାଣା ସମୟରେ ଘର ପାଖରେ ପହଂଚି ପାରିଲାନାହିଁ ଆମ୍ବୁଲାନ୍ସ । ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ଅଢେଇ କିଲୋମିଟର ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ ପରିବାର ଲୋକ…

ପ୍ଲାଷ୍ଟିକ ଫେରାନ୍ତୁ,ଟଙ୍କା ପାଆନ୍ତୁ । ଜାଣନ୍ତୁ, କଣ କଣ ଫେରାଇଲେ ଆପଣଙ୍କୁ ସରକାର ଦେବେ ଟଙ୍କା

କନକ ବ୍ୟୁରୋ : ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଓଡିଶା ପାଇଁ ଆରମ୍ଭ ହେବ ଅଭିଯାନ । ଏନେଇ ଜୁଲାଇ ୧୦ ତାରିଖରେ ଏକ ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏସବୁ ଭିତରେ ଓଡିଶାରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାକୁ ଆଉ ଏକ ପାଦ ଆଗେଇଛନ୍ତି ରାଜ୍ୟ ସରକାର ।…

ଇ-ୱେଷ୍ଟରୁ ହାଇବ୍ରିଡ଼୍ ସାଇକେଲ୍ ତିଆରି କଲେ ନବମ ଶ୍ରେଣୀ ଛାତ୍ରୀ ରୋନାଲି ମହାନ୍ତି : ବିନା ପେଡାଲରେ ଗଡୁଛି…

କନକ ବ୍ୟୁରୋ : ଇୱେଷ୍ଟରୁ ତିଆରି ହେଲା ହାଇବ୍ରିଡ଼୍ ସାଇକେଲ୍ । ଅର୍ଥାତ୍ ଲାପଟପର ଅଚଳ ବ୍ୟାଟେରୀରେ ହାଇବ୍ରିଡ ସାଇକେଲ ତିଆରି କଲେ ଛାତ୍ରୀ । ଅନୁଗୁଳ ନାଲକୋ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ରୋନାଲି ମହାନ୍ତି ଏହି ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରିଛନ୍ତି ।…

ସହିଦଙ୍କୁ ଶେଷ ସଲାମ୍ : ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଯବାନ ବିକ୍ରମ ସିଂହଙ୍କୁ ଅନ୍ତିମ ବିଦାୟ

କନକ ବ୍ୟୁରୋ : ସହିଦଙ୍କୁ ଶେଷ ଶ୍ରଦ୍ଧାଂଜଳୀ । ସହିଦ ଜବାନ ବିକ୍ରମ ସିଂହଙ୍କୁ ସେନା ପକ୍ଷରୁ ଶେଷ ଶ୍ରଦ୍ଧାଂଜଳୀ ଦିଆଯାଇଛି । ଜାମ୍ମୁ କାଶ୍ମିରର ଗୁରେଜ ସେକ୍ଟରରେ ଆତଙ୍କିଗୁଳିରେ ସହିଦ ହୋଇଥିବା ଯବାନ ବିକ୍ରମ ସିଂହଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ଶ୍ରଦ୍ଧାଂଜଳୀ ଦିଆଯାଇଛି ।…

ଉତ୍ତରପ୍ରଦେଶର ବୁଲନ୍ଦସରରେ ହାଇଭୋଲଟେଜ୍ ଡ୍ରାମା : ପୋଲିସ୍ ବାବୁଙ୍କୁ ରାସ୍ତା ମଝିରେ ନିସ୍ତୁକ ଛେଚିଲେ ଲୋକେ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ବୁଲନ୍ଦସରରେ ହାଇଭୋଲଟେଜ୍ ଆକ୍ସନ ଡ୍ରାମା । ପୋଲିସ ବାବୁଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ । ପୋଲିସ ବାବୁଙ୍କୁ ରାସ୍ତାରେ ଉଠେଇ ପକେଇ ମାଡ ମାରିଲେ ଲୋକେ । ଖାଲି ସେତିକି ନୁହଁ ପୋଲିସ ବାବୁଙ୍କ ବେଲଟ କାଢ଼ି ମାଡ ମାରୁଛନ୍ତି କିଛି ଯୁବକ । ପୋଲିସ ବାବୁ…