Daily Archives

August 9, 2018

ଏନଡିଏ ପ୍ରାର୍ଥୀକୁ ସମର୍ଥନ କରି ଜାତୀୟ ରାଜନୀତିକୁ ଚହଲାଇ ଦେଲା ବିଜେଡି !ନେତା କହିଲେ, ଜେଡିୟୁ ପ୍ରାର୍ଥୀକୁ ଦେଇଛୁ…

କନକ ବ୍ୟୁରୋ : ହରିବଂଶଙ୍କୁ ଜିତାଇବାକୁ ହେଲେ ଏନଡିଏ ପାଇଁ ଆଜି ବିଜେଡିର ସମର୍ଥନ ଏକପ୍ରକାର ଜରୁରୀ ଥିଲା । ସମର୍ଥନ ପାଇଁ ଏନଡିଏ ଶିବିରରୁ ବିଜେଡି ସୁପ୍ରିମୋଙ୍କୁ ଘନ ଘନ ଫୋନ୍ ବି ଆସିଥିଲା । ଶେଷରେ ବିଜେଡି ହଁ ଭରିଥିଲା ଏବଂ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ୨୦୧୯ରେ ସବୁଠାରୁ…

ବ୍ରିଟିଶ ଏୟାରୱେଜର ଅମାନବୀୟ ଚେହେରା ! ୩ ବର୍ଷର ଛୁଆ କାନ୍ଦିଲା ବୋଲି, ୨ ଭାରତୀୟ ପରିବାରକୁ ବିମାନରୁ ଓହ୍ଲାଇଦେଲେ ।…

କନକ ବ୍ୟୁରୋ : ଛୁଆ କାନ୍ଦିଲା ବୋଲି ବିମାନରୁ ଓହ୍ଲାଇ ଦେଲେ ବିମାନ କର୍ମଚାରୀ । ଏମିତିକି ଛୋଟ ଛୁଆଟି କାନ୍ଦିବା ବନ୍ଦ ନକଲେ ବିମାନରୁ ଧକ୍କା ଦେଇ ବାହାର କରିଦେବେ ବୋଲି ଧମକ ଦେଇଥିଲେ । ଏଭଳି ଏକ ଅମାନବୀୟ ଆଚରଣର ଶିକାର ହୋଇଛନ୍ତି ଜଣେ ଭାରତୀୟ । ତାହା ପୁଣି ଇଂଲଣ୍ଡରେ । ଛୋଟ ଛୁଆ…

ଜିତିଲେ ହରି, ହାରିଲେ ହରି । ବିରୋଧୀ ଏକତାକୁ ବଡ଼ ଝଟକା, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବାଜି ମାରିନେଲା ବିଜେପି

କନକ ବ୍ୟୁରୋ : ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ, ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ଆଜି ନିର୍ବାଚିତ ହୋଇଛନ୍ତି । ଆଜିର ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ୧୨୫ଟି ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ମେଂଟ ପ୍ରାର୍ଥୀ ବି.କେ ହରିପ୍ରସାଦଙ୍କୁ ୧୦୫ ଖଣ୍ଡ ଭୋଟ୍ ମିଳିଥିଲା ।…

ମୋଦିଙ୍କ ସହ ହ୍ୟାଣ୍ଡସେକ କଲେନି ଜେଟଲୀ ! ହେଲେ କାହିଁକି ?

ମାହୋଲ ଥିଲା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ନିର୍ଣ୍ଣାୟକ ଦିନ । ଏହି ଦିନ ସଂସଦରେ ଏକ ମହତ୍ୱପୂର୍ଣ୍ଣ ଦିନ ଥିଲା । କାରଣ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟ ଲାଭ କରିଛନ୍ତି । ଏହି ଅବସରରେ ସଂସଦରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା । ବିଜୟୀ ହରିବଂଶ…

ପ୍ରଭାତ ବିଶ୍ୱାଳ ଲେଖୁଛନ୍ତି ବନ୍ଦୀର ଆତ୍ମକଥା !

କନକ ବ୍ୟୁରୋ: ନିକଟରେ ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ସୁସ୍ଥ ହୋଇ ଓଡିଶା ଫେରିଥିବା କଟକ-ଚୌଦାର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଏଥିପାଇଁ ହେଉଛି ଯେ, ସି-ସୋର ଚିଟ୍ଫଣ୍ଡ ଦୁର୍ନିତୀ ମାମଲାରେ ସର୍ତ୍ତମୂଳକ ଜାମିନରେ ଜେଲରୁ ମୁକୁଳିଥିବା କଟକ-ଚୌଦାର…

୫୦୦ ଟଙ୍କା ଦରମାରୁ ରାଜ୍ୟସଭା ଉପାଧ୍ୟକ୍ଷ । ହରିବଂଶଙ୍କ ବାବଦରେ ଏହି ରୋଚକ ତଥ୍ୟ ଆପଣଙ୍କୁ ବି କରିଦେବ ଆଶ୍ଚର୍ଯ୍ୟ

ହରିବଂଶ ନାରାୟଣ ସିଂହ । ନର୍ବନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷ । ଏନଡିଏରୁ ପ୍ରାର୍ଥୀ ହୋଇଥିବା ହରିବଂଶ ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ପରାସ୍ତ କରି ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନକୁ ନେଇ ଦୀର୍ଘଦିନ ଧରି କଳ୍ପନା ଜଳ୍ପନା ଲାଗି…