Daily Archives

August 8, 2018

ଅବତରଣ ବେଳେ ଏୟାରପୋର୍ଟରେ ନିୟନ୍ତ୍ରଣ ହରାଇଲା ବିମାନ ! ଭାଙ୍ଗିଲା ପାଚେରୀ, ଗଛରେ ପିଟିହେଲା ବିମାନ ।

ରାଜସ୍ଥାନର ଶ୍ରୀଗଙ୍ଗାନଗର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଆଜି ଏକ ବିମାନ ଏୟାରପୋର୍ଟର ବାଉଣ୍ଡ୍ରୀ କାନ୍ଥକୁ ଭାଙ୍ଗିବା ସହ ବାହାରକୁ ଚାଲିଯାଇଛି । ସୁପ୍ରିମ ଏୟାରଲାଇନ୍ସର ୯ ସିଟ୍ ବିଶିଷ୍ଟ ଏହି ବିମାନ ଜୟପୁର ଠାରୁ ଶ୍ରୀଗଙ୍ଗାନଗର ଆସୁଥିଲା । କିନ୍ତୁ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁକେଶ ଅମ୍ବାନି ! ମେକ୍ ଇନ୍ ଓଡିଶା ସମ୍ମିଳନୀ ପାଇଁ ଶିଳ୍ପପତିମାନଙ୍କୁ…

ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ମୁମ୍ବାଇରେ ରୋଡ ଶୋ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟିବା ସହ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା ଦେଶର ୧ନମ୍ବର…

ଆଜି ବି ବଞ୍ଚିଛି ମାନବିକତା ! ନିଜ ହୃତପିଣ୍ଡକୁ ଦାନ କରି ବଞ୍ଚାଇଲେ ୧୩ ବର୍ଷ ବାଳକର ଜୀବନ ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ୨୦ ବର୍ଷିଅ ଜଣେ ଯୁବକ ନିଜର ବଡ଼ପଣ ଦେଖାଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦୁର୍ଘଟଣାରେ ତାଙ୍କର ମସ୍ତିଷ୍କ ଅକାମୀ(ବ୍ରେନ୍ ଡେଡ୍) ହେବା ପରେ ବଞ୍ଚିବାର କୌଣସି ସମ୍ଭାବନା ନାହିଁ ବୋଲି ଡାକ୍ତରମାନେ…

ଆଖିରୁ ଲୁହ ବୁହାଇ କରୁଣାନିଧିଙ୍କୁ ଅନ୍ତିମ ବିଦାୟ ଦେଲା ଚେନ୍ନାଇ । ମରିନା ବିଚରେ ଶେଷ ଦର୍ଶନ ପାଇଁ ଜନ ସମୁଦ୍ର ।

କନକ ବ୍ୟୁରୋ : ଚିରନିଦ୍ରାରେ କରୁଣାନିଧି । ଚେନ୍ନାଇର ମରିନା ବିଚରେ ଡିଏମକେ ସୁପ୍ରିମୋଙ୍କୁ ସମାଧି ଦିଆଯାଇଛି । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରୁଣାନିଧିଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆଜି ସକାଳୁ ଶେଷ ଦର୍ଶନ ପରେ ହଜାର ହଜାର ସମର୍ଥକଙ୍କ ଗହଣରେ ଶେଷଯାତ୍ରାରେ ବାହାରିଥିଲା…

ଭୁବନେଶ୍ୱରରେ ହେଲମେଟ୍ ଚେକିଂ ବେଳେ ଅଭାବନୀୟ ଦୃଶ୍ୟ : ରମାଦେବୀ କଲେଜ ଛକରେ ପୋଲିସର କଲର ଧରି ପିଟିଲେ ଯୁବତୀ

କନକ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଲା ଯୁବତୀଙ୍କ ଚଣ୍ଡୀବେଶ । ହେଲମେଟ ଚେକିଂ ବେଳେ ମହିଳାଙ୍କୁ ପୋଲିସ ଅଟଳାଇବାରୁ ଉଗ୍ରପୂପ ଧାରଣ କରିଥିଲେ ମହିଳା । ଏପରିକି ଫାଇନ ତ ଦୂରର କଥା, ରାସ୍ତା ଉପରେ ପୋଲିସର କଲର ଧରି ଟ୍ୟୁସନ କରିଥିଲେ ମହିଳା । ସୂଚନା ଅନୁସାରେ ଆଜି…

୩୦ ନୁହେଁ କୋଣାର୍କରେ ଏଣ୍ଟ୍ରି ପାଇଁ ଦେବାକୁ ପଡିବ ୪୦ ଟଙ୍କା ! ଦେଖାଦେଲା ବିବାଦ ।

ଓଡିଶାର ଐତିହ ହେଉଛି କୋଣାର୍କ ମନ୍ଦିର । ଇତିହାଲ ପୃଷ୍ଠାରେ କୋଣାର୍କ ସୁନ୍ଦରତା ଏବଂ କାରୁକାର୍ଯ୍ୟ ବିଷୟରେ ଅନେକ କଥା ଶୁଣିବାକୁ ମିଳିଥାଏ । କିଭଳି ଭାବରେ ବାର ଶହ ବଢେଇ କୋଣାର୍କ ମନ୍ଦିରକୁ ନିର୍ମାଣ କରିଥିଲେ ଏବଂ କେଉଁଭଳି ଭାବରେ ବିଶୁ ମହାରଣା ପୁଅ ଧରମା କୋଣାର୍କର ମୁଣ୍ଡି ମାରିଥିଲା…