Daily Archives

August 7, 2018

ଚର୍ଚ୍ଚାରେ ମାଷ୍ଟର ଟିଟୋର ସ୍ୱତନ୍ତ୍ର ଅପରେସନ୍ ଷ୍ଟାଇଲ୍ : ଅପରାଧ ଘଟାଉଥିଲା କିନ୍ତୁ ମିଳୁନଥିଲା ସଂପୃକ୍ତିର ସୁରାଗ୍

କନକ ବ୍ୟୁରୋ : ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ଟିଟୋର ଅପରେସନ୍ ଷ୍ଟାଇଲ । ଟିଟୋ ଇସାରାରେ ହେଉଥିଲା ହତ୍ୟା ଭଳି ସଙ୍ଗୀନ୍ ଅପରାଧ, କିନ୍ତୁ କେଉଁଠି ବି ଆସୁନଥିଲା ଟିଟୋର ନାଁ । ନିଜ ସହଯୋଗୀଙ୍କୁ ଏଭଳି କୌଶଳରେ ଟିଟୋ ପରିଚାଳନା କରୁଥିଲା ଯେ ପୁଲିସ୍ ମଧ୍ୟ ପାଉନଥିଲା ଟିଟୋ ସଂପୃକ୍ତିର କୌଣସି ବି…

ଆଜିର ଶ୍ରବଣ କୁମାର ! ମା’ ବାପାଙ୍କୁ କାନ୍ଧରେ ବସାଇ ୨ଶହ କିଲୋମିଟର କଲେ କାଉଡି ଯାତ୍ରା ।

ପିତା ମାତା ତାଙ୍କ ପିଲାମାନଙ୍କୁ ଢେର ସାରା ଭଲପାଇବା, ସ୍ନେହ, ଶ୍ରଦ୍ଧା ଦେଇ ବଡ କରିଥାନ୍ତି । ଆଉ ସେଇ ପିଲା ଏବେ ବଡ ହୋଇ ବାପା ମା’ଙ୍କୁ ଘରୁ ବାହାର କରିଦାବେ ସହ ଅନେକ ପ୍ରକାର ନିର୍ଜାତନା ଦେଉଛନ୍ତି । ପୂର୍ବ ଯୁଗରେ ଶ୍ରବଣ କୁମାରଙ୍କ କଥାତ ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ…

ସିନେମା ସଂଳାପ ଲେଖକରୁ ରାଜନୀତିରେ ପାଦ ରଖିଥିଲେ କରୁଣାନିଧି : ପାଂଚ ପାଂଚ ଥର ହୋଇଥିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପରପାରିରେ ଦକ୍ଷିଣ ରାଜନୀତିର ଭିଷ୍ମ ପିତାମହ । ୯୪ବର୍ଷରେ ତାମିଲନାଡୁ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ କରୁଣାନିଧିଙ୍କ ଦେହାନ୍ତ ହୋଇଛି । ଏହାପରେ ସାରା ରାଜ୍ୟରେ ଶୋକର ବାତାବରଣ ଦେଖାଦେଇଛି । ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କରୁଣାନିଧି…

ଜାତୀୟ ରାଜନୀତିରେ ବଢୁଛି ବିଜେଡ଼ିର ପତିଆରା : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ପାଇଁ ଉଭୟ ଏନଡିଏ ଓ ୟୁପିଏର…

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭାରେ ବଡ ପରୀକ୍ଷା ଦେବେ ମୋଦି ସରକାର । କଂଗ୍ରେସ ନେତୃତ୍ୱରେ ମୋଦି ବିରୋଧୀ ମେଂଟ ଏକାଠି ହେଉଥିବାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଜେଡିୟୁ ସାଂସଦଙ୍କୁ ସାମ୍ନାକୁ ଆଣି ମେଂଟ ସହଯୋଗୀଙ୍କୁ ଏକାଠି…

କୁଖ୍ୟାତ ଆତଙ୍କୀର କେନ୍ଦ୍ରାପଡା କନେକ୍ସନ ନେଇ ଚାଲିଛି ଖୋଳତାଡ଼ ! ପଟିଆଲା ହାଉସକୋର୍ଟରେ ହାଜର ପରେ ଜେରା କରୁଛି…

କନକ ବ୍ୟୁରୋ : ଆତଙ୍କବାଦୀ ସଂଗଠନ ଲସ୍କର–ଇ-ତୋଏବା ଲିଙ୍କରେ ଗିରଫ ହବିବୁର ରେହମାନକୁ ଜେରା କରୁଛି ନାସନାଲ୍ ଇନଭେଷ୍ଟିଗେଟିଭ୍ ଏଜେନ୍ସି । ସେପଟେ ହବିବୁର୍ ଓଡିଶାର କେନ୍ଦ୍ରାପଡା ବାସିନ୍ଦା ହୋଇଥିବାରୁ ପୋଲିସ ତାଙ୍କ ପରିବାରକୁ ପଚରାଉଚରା କରିଛି । ହବିବୁରର ପରିବାର କହିଛନ୍ତି, ଶେଷଥର…