Daily Archives

August 6, 2018

ଡ୍ରୋନରେ ଭେନଜୁଏଲା ରାଷ୍ଟ୍ରପତିଙ୍କୁ ମାରିବାକୁ ଉଦ୍ୟମ । ବୁଲେଟପ୍ରୁଫ୍ ସୁରକ୍ଷା କବଚ ତିଆରି କରି ରାଷ୍ଟ୍ରପତିଙ୍କ…

ଭେନେଜୁଏଲାର ରାଷ୍ଟ୍ରପତିଙ୍କ ଉପରେ ଡ୍ରୋନ ଆକ୍ରମଣର ଚିତ୍ର ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମୋଡୁରୋ ଯେତେବେଳେ ନ୍ୟାସନାଲ ଗାର୍ଡଙ୍କର ଏକ ସମାବେଶକୁ ସମ୍ବୋଧିତ କରୁଥିଲେ ସେହି ସମୟରେ ଏହି ଡ୍ରୋନ ଆକ୍ରମଣ ହୋଇଛି । ଦୁଇଟି ଡ୍ରୋନରେ ନିକୋଲସଙ୍କ ଉପକେର…

ସାବଧାନ! ୨୦୮୦ ବେଳକୁ ପୃଥିବୀରେ କେବଳ ଦେଖାଦେବ ଖରାଦିନ, ୨୦୦୦% ବଢିଯିବ ଅଂଶୁଘାତ ମୃତ୍ୟୁସଂଖ୍ୟା, ଗବେଷଣାରୁ ଆସିଲା…

ଦିନକୁ ଦିନ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ଅସହ୍ୟ ହେଉଛି ଗରମ । ଯାହାକୁ ନେଇ ଚିନ୍ତାରେ ବିଶ୍ୱବାସୀ । କିନ୍ତୁ ଏତେ ସବୁ ପରେ ମଧ୍ୟ ମଣିଷର ବୁଦ୍ଧି ଉଦୟ ହେଉନାହିଁ । ଜଙ୍ଗଲ କ୍ଷୟ, ଜନସଂଖ୍ୟା ବୃଦ୍ଧି , ସେହିଅନୁସାରେ ତାପମାତ୍ରା ବଢିଚାଲିଛି । ସେଥିପାଇଁ ଏବେ ପ୍ରବଳ…

ରାଜନୀତିରେ ନିଆଁ ଲଗାଇଲା ଗ୍ୟାସ୍ ଚୁଲା ! ଉଜ୍ଜଳାକୁ ନେଇ ପୁଣି ବିଜେପିକୁ ଘେରିଲା ବିଜେଡି, ସିଲିଣ୍ଡର ଓ ଗ୍ୟାସ…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ । ରାଜ୍ୟରେ ଏହି ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଥିବା ବିଜେଡି ଅଭିଯୋଗ କରିଥିବା ବେଳେ, ଏହାର ଉତର ଦେବାକୁ ଯାଇ ବିଜେପିର ବୟାନକୁ ନେଇ ଏବେ ପୁଣି ପ୍ରଶ୍ନ କରିଛି ବିଜେଡି । ବିଜେପି ମୁଖପାତ୍ର…

ମନ୍ତ୍ରୀ ମାନିଲେ ଚାକିରି ନାହିଁ ! ନିର୍ବାଚନ ବେଳେ ୨ କୋଟି ଚାକିରିର ସ୍ୱପ୍ନ, ଏବେ କହୁଛନ୍ତି ଚାକିରି କାହିଁ ?

କନକ ବ୍ୟୁରୋ : ପ୍ରତିବର୍ଷ ୨କୋଟି ନିଯୁକ୍ତିର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା କେନ୍ଦ୍ରର ବିଜେପି ସରକାର, ଏବେ କହୁଛନ୍ତି ଚାକିରି କାହିଁ? କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କ ଏକ ବୟାନ ଏବେ ସୃଷ୍ଟି କରିଛି ଏକ ରାଜନୈତିକ ଯୁଦ୍ଧ । ଯେଉଁଥିରେ ଗଡକରୀ କହିଛନ୍ତି ଚାକିରି ନାହିଁ, ସଂରକ୍ଷଣ…

ସୁରକ୍ଷାବାହିନୀକୁ ବଡ ସଫଳତା । ମାଓବାଦୀଙ୍କ ଆଡ୍ଡା ଉପରେ ହେଲା ଅତର୍କିତ ଆକ୍ରମଣ, ଏକାଥରକେ ୧୫ ନକ୍ସଲ ନିପାତ ।…

କନକ ବ୍ୟୁରୋ : ମୌସୁମୀରେ ସୁରକ୍ଷାକର୍ମୀଙ୍କ ଅପରେସନ କୋହଳ ଥିବା ଅନୁଭବ କରି ଛତିଶଗଡ ସୁକମାରେ ଚାଲିଥିବା ମାଓବାଦୀଙ୍କ ଶିବିର ଉପରେ ଅତର୍କିତ ଆକ୍ରମଣ । ସହିଦ ସପ୍ତାହ ପାଳନ ଅବସରରେ ନୂଆ କ୍ୟାଡରଙ୍କ ନିଯୁକ୍ତି ଓ ଆଗାମୀ ଅଗଷ୍ଟ ୧୫କୁ କଳା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତୁତ ହେଉଥିଲା…

ସାବଧାନ ! ସମୁଦ୍ରରେ ଦେଖିବାକୁ ମିଳିଛି ଏକ ସାଂଘାତିକ ବିଷାକ୍ତ ମାଛ, ୨୦ ଜଣ ହେଲଣି ଶିକାର ।

ସମୁଦ୍ରରେ ବିଭିନ୍ନ ପ୍ରକାର ଭୟଙ୍କର ଜୀବ ରୁହନ୍ତି । ସେଥି ମଧ୍ୟରୁ ସାର୍କ ଏବଂ ଜେଲିଫିସ ଅନ୍ୟତମ । ସାର୍କ ତାର ଆକାର ଏବଂ ତିଖ୍ନ ଦାନ୍ତ କାରଣରୁ ଲୋକମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ଜେଲି ଫିସ ତାର ବିଷାକ୍ତ ଡଙ୍କ କାରଣରୁ ବିଶ୍ୱରେ ପରିଚିତ । ଯଦି କେବେ ଜେଲି ଫିସ କୌଣସି ବ୍ୟକ୍ତିକୁ…