Daily Archives

August 4, 2018

କଲେଜ୍ କ୍ୟାମ୍ପସରେ ଆଖିର ଇସାରା ପଡ଼ିବ ମହଙ୍ଗା ! ଆଖି ମରା ହେବ Raggingର ପରିସର ଭୁକ୍ତ ।

କନକ ବ୍ୟୁରୋ : କଲେଜ୍ କ୍ୟାମ୍ପସରେ Raggingକୁ ଆଉ ବରଦାସ୍ତ କରାଯିବ ନାହିଁ । ଆଖି ମାରିଲେ ବି କାର୍ଯ୍ୟାନୁଷ୍ଠାନ ହେବ । କଲେଜ କ୍ୟାମ୍ପସରେ ର୍ୟାଗିଂ ଭଳି ଆଚରଣ ଉପରେ ଲଗାମ୍ ଲଗାଇବା ପାଇଁ ଆଂଟି ର୍ୟାଗିଂ ସେଲକୁ ଅଧିକ କ୍ରିୟାଶୀଳ କରିବାକୁ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଆଖିର…

ମାଲକାନଗିରି ଆବାସିକ ସ୍କୁଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା : ଗିରଫ ହେଲେ ପ୍ରଧାନ ଶିକ୍ଷକ

କନକ ବ୍ୟୁରୋ : ଗିରଫ ହେଲେ ପ୍ରଧାନ ଶିକ୍ଷକ । ଛାତ୍ରୀଙ୍କ ସହ ଅସଦାଚରଣ ନେଇ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଶିଖପାଲି ଆବାସିକ ସ୍କୁଲ କମ୍ପ୍ୟୁଟର ରୁମରୁ ଗତକାଲି ଜଣେ ଦଶମ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ଛାତ୍ରୀଙ୍କ ହାତ କଟା ଯାଇଥିଲା । ଛାତ୍ରୀ…

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ : ଶିଳ୍ପପତିଙ୍କ ସହ ଆଲୋଚନା କରିବାର…

କନକ ବ୍ୟୁରୋ : ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁମ୍ବାଇରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜି ନିବେଶକଙ୍କୁ ଆମନ୍ତ୍ରଣ ଦେବା ପାଇଁ ମୁମ୍ବାଇରେ ଏକ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ସରକାର । ଏଥିପାଇଁ ଆସନ୍ତା ଆଠ ତାରିଖରେ ମୁମ୍ବାଇ ଯିବେ…

ବିଜୟ ହାତଛଡା କଲା ଭାରତ ! ବର୍ମିଂହାମରେ ତୁଟିଲା ଜିତିବା ସ୍ୱପ୍ନ, ଇଂଲଣ୍ଡ ଠାରୁ ୩୧ ରନରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ…

ଭାରତ ୧୯୪ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିବା ବେଳେ ସମସ୍ତ ଓ୍ଵିକେଟ୍ ହରାଇ ୧୬୨ ରନ୍ରେ ଅଲ ଆଉଟ୍ ହୋଇଯାଇଛି । ଫଳରେ ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୩୧ ରନରେ ଜିତିବା ସହିତ ଶୃଙ୍ଖଳାର ୧-୦ରେ ଅଗ୍ରଣୀ ଲାଭ କରିଛି । ଚତୁର୍ଥ ଦିନରେ ଭାରତ ୫/୧୧୦ ରନରୁ ବ୍ୟାଟିଂ କରିଥିବା ବେଳେ ମାତ୍ର…

ପୋଲିସ୍ ପାଇଁ ପୋଲିସ୍ ଅଜଣା : ଲୋକଙ୍କ ସାମ୍ନାରେ କର୍ତ୍ତବ୍ୟରତ ଟ୍ରାଫିକ କନେଷ୍ଟବଳଙ୍କୁ ଏଡିଜିଙ୍କ ଝିଅଙ୍କ…

କନକ ବ୍ୟୁରୋ : ଭୁବନେଶ୍ୱର ନୋ ଟୋଲରେନ୍ସ ଜୋନରେ ଟ୍ରାଫିକ ନିୟମ ଉଲଂଘନ କଲେ । ଆଉ ସେତେବେଳେ ଆସୁଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ଼୍ । ବାରଣ କରିବାରୁ ମହିଳା ଟ୍ରାଫିକ କନଷ୍ଟେବଲଙ୍କୁ ବହେ ଗାଳି ଦେଳେ ଏଡ଼ିଜିଙ୍କ ପରିବାର । ଆଉ ଏହି ଘଟଣା ଘଟିଥିଲା ଲୋକଙ୍କ ସାମ୍ନାରେ । ମୋବାଇଲରେ ଉତ୍ତୋଳନ…

ସ୍ୱାମୀ ସାଜିଲା ସଇତାନ: ସ୍ତ୍ରୀର ମୁହଁ, ନାକ ଓ ଆଖିରେ ଶକ୍ତଶାଳୀ ଅଠା ଲଗାଇ ଶ୍ୱାସରୁଦ୍ଧ କରି ହତ୍ୟା କଲା

କନକ ବ୍ୟୁରୋ : ମଧ୍ୟପ୍ରଦେଶର ଭିଦିସାରେ ଘଟିଛି ଏକ ଜଘନ୍ୟ ଏବଂ ବର୍ବରୋଚିତ ହତ୍ୟାକାଣ୍ଡ ।  ଜନୈକ ମଦ୍ୟପ ସ୍ୱାମୀ ନିଜର ପତ୍ନୀର ମୁହଁ, ନାକ ଓ ଆଖିରେ ଅତ୍ୟନ୍ତ ଶକ୍ତଶାଳୀ ଅଠା ଲଗାଇ ତାକୁ ଶ୍ୱାସରୁଦ୍ଧ କରି ଅତ୍ୟନ୍ତ ଜଘନ୍ୟ ଏବଂ ବର୍ବୋରୋଚିତ ଭାବେ ହତ୍ୟା କରିଛି । ଏହି ଘଟଣା ଘଟିଛି ଗତ…