Daily Archives

August 3, 2018

ଭାରତ ଯୋଗାଉଛି ଆମେରିକା ସେନାକୁ ଅତ୍ୟାଧୁନିକ ଜୋତା ! ଆମ ସେନା ପିନ୍ଧୁଛି ବ୍ରିଟିସ ଅମଲର ପୁରୁଣା ବୁଟ୍ ।

ସେନାରେ ଟ୍ରେନିଂ ଯେପରି ଏକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯବାନ ମାନେ ପରିଧାନ କରୁଥିବା ଡ୍ରେସ ଏବଂ ଜୋତା ମଧ୍ୟ ସୈନ୍ୟମାନଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ସେନାର ଯବାନ ମାନେ ଜଙ୍ଗଲର ଏପରି ଅଞ୍ଚଳରେ ରହିଥାନ୍ତି ଯେଉଁଠାରେ କେବଳ ପାହା ପର୍ବତ ସହିତ ଅନେକ ପ୍ରକାର…

ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ ! ସାପ କାମୁଡାରେ ମୃତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଫୋନରେ ଚାଲିଲା ଝଡାଫୁଙ୍କା ।

କନକ ବ୍ୟୁରୋ : ଏବେ ବି ବଂଚିଛି ଅନ୍ଧବିଶ୍ୱାସ । ଯାହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମୁଖ୍ୟ ଡାକ୍ତରଖାନାରେ । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ତାଙ୍କୁ ବଂଚାଇବା ପାଇଁ ଗୁଣିଆର ସହାୟତା…

ସେନା ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ, ସ୍ତ୍ରୀଙ୍କୁ ବାଥରୁମରେ ବାନ୍ଧି ଦେଲେ । ରାତି ଅଧରେ ଚାଲିଲା ଅପରେସନ,…

କନକ ବ୍ୟୁରୋ : ମଝିରାତିରେ ରାଜଧାନୀରେ ଡକାୟତି । ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ୫ ଜଣ ଡକାୟତ । ଘଟଣା ଘଟିଛି ଶିଖରଚଣ୍ଡୀ ଛକରେ ଥିବା ଲକ୍ଷ୍ମୀ ବିହାର ରେସିଡେନସ୍ି କଲୋନୀରେ । ଶସସ୍ତ୍ର ଡକାୟତମାନେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା ଓ ପ୍ରାୟ ଏକ କେଜି…

ଏଣିକି ପେଟ ରୋଗର ସମସ୍ୟାକୁ ଚିହ୍ନଟ କରି ସଠିକ ତଥ୍ୟ ପ୍ରଦାନ କରିବ ସେନ୍ସର କ୍ୟାପସୁଲ ! ଜାଣନ୍ତୁ କଣ ଏହି କ୍ୟାପସୁଲ…

ବୈଜ୍ଞାନିକମାନେ ପେଟରେ ହେଉଥିବା ଅନେକ ଗୋଳମାଳର ସଠିକ ଯାଞ୍ଚ କରିବା ପାଇଁ ଏକ ସେନ୍ସର କ୍ୟାପସୁଲର ଉଦ୍ଭାବନ କରିଛନ୍ତି । ଯାହାକୁ ଖାଇବା ପରେ ଅନେକ ପେଟ ରୋଗକୁ ସଠିକ ଭାବେ ଚିହ୍ନଟ କରାଯାଇ ପାରିବ ଏବଂ ତାର ଚିକିତ୍ସା ମଧ୍ୟ କରାଯାଇ ପାରିବ । ଏହା ଦେଖିବାକୁ କ୍ୟାପସୁଲ ଭଳି କିନ୍ତୁ…

ପରକୀୟା ପ୍ରୀତି ଅପରାଧ କି ନୁହେଁ ? ସୁପ୍ରିମକୋର୍ଟଙ୍କ ସଂକେତ ପରେ ଚାଲିଛି ବଡ ବିତର୍କ

କନକ ବ୍ୟୁରୋ : ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଲେ ଏହା ଅପରାଧ ନା ନୁହେଁ । ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିବା ବେଳେ ଏହାକୁ ନେଇ ଚାଲିଛି ବଡ଼ ବିତର୍କ । ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି ଯେ ବ୍ୟଭିଚାର ନେଇ ଥିବା…

କେବଳ ମେହୁଲ ହିଁ ନୂହେଁ ଆପଣ ବି ନେଇପାରିବେ ଏହି ଦେଶର ନାଗରିକତ୍ୱ : ଜାଣନ୍ତୁ ସେହି ଦେଶ ଗୁଡିକ ବିଷୟରେ ଯେଉଁଠି…

ପିଏନବି ଦୂର୍ନୀତି ମାମଲାର ଅଭିଯୁକ୍ତ ମେହୁଲ ଚୋକସି କାରିବିଆନ ଦେଶ ଆଣ୍ଟିଗା ଓ ବରବୁଡାରେ ଅଛନ୍ତି ଏବଂ ସେ ସେଠାକାର ନାଗରିକତା ବି ନେଇସାରିଛନ୍ତି । ମେହୁଲ ଚୋକସି ଆଇନ ଅନୁସାରେ ସେଠାକାର ସିଟିଜେନସିପ୍ ବାଏ ଇନଭେଷ୍ଟମେଣ୍ଟ ପ୍ରୋଗ୍ରାମ’ ଅଧିନରେ ନେଇଛନ୍ତି । ଦୁନିଆରେ ଏମିତି ଅନେକ ଦେଶ…