Monthly Archives

August 2018

ଚମକିଲେ ଚେତେଶ୍ୱର ପୂଜାରା । ୪ର୍ଥ ଟେଷ୍ଟରେ ଶତକ ସହ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ପୂଜାରା

ଚେତେଶ୍ୱର ପୂଜାରାଙ୍କ ୧୫ତମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୮୪.୫ ଓଭର ଖେଳି ସମସ୍ତ ଓ୍ଵିକେଟ୍ ହରାଇ ୨୭୩ ରନ୍ ସଂଗ୍ରହ କରିଛି। ଭାରତ ପ୍ରଥମ ଇନିଂସ ଆଧାରରେ ୨୭ ରନ୍ରେ ଅଗ୍ରଣୀ ଅଛି। ପୂଜାରା ୨୧୦ଟି ବଲ ଖେଳି ଶତକ ହାସଲ କରିଛନ୍ତି। ଏଥିରେ ୧୧ଟି ଚୌକା ସାମିଲ ଅଛି।…

ଟଙ୍କା ଛପା ହେବା ପାଇଁ କେତେ ଖର୍ଚ୍ଚ କରନ୍ତି ସରକାର ? ଜାଣନ୍ତୁ ପ୍ରତି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ନୋଟ ଛାପିବା ପାଇଁ…

ପ୍ରତିଟି ବ୍ୟକ୍ତି ଟଙ୍କାର ମୂଲ୍ୟକୁ ବେଶ୍ ଭଲଭାବେ ଜାଣିଥିବେ । କିନ୍ତୁ ଟଙ୍କା ତିଆରି ହେବା ପଛରେ କେତେ ଖର୍ଚ୍ଚ ହୁଏ ତାହା ବୋଧହୁଏ ଖୁବ୍ କମ ଲୋକଙ୍କୁ ଜଣାଥିବ । ଅଲଗା ଅଲଗା ଟଙ୍କା ଛାପିବା ପାଇଁ ଅଲଗା ଅଲଗା ଖର୍ଚ୍ଚ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଟଙ୍କା ଛାପିବା ପାଇଁ କେତେ…

କଳାଧନ ପଠାଇବାର ନୂଆ ତରିକା ! ବ୍ୟାଙ୍କ କିମ୍ବା ସୁଟକେଶରେ ନୁହେଁ, ଚାଟାର୍ଡ ପ୍ଲେନରେ ଟଙ୍କା ଭର୍ତ୍ତି କରି ବିଦେଶକୁ…

କୁଆଡେ ଗଲା କଳାଧନ । ଏଭଳି ଏକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ କଳାଧନ ଗୁଡିକ ବିଦେଶକୁ ଯାଉଛି ବୋଲି ସାଧାରଣ ଲୋକ ଭାବିଥାନ୍ତି । କିନ୍ତୁ ଏଭଳି ଏକ ସତ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ପୁରୁଣା ହିନ୍ଦି ଫିଲ୍ମ ଭଳି…

ସାଙ୍ଗ ହୋଇ ନାଚିଲେ ଭାରତ ଓ ପାକିସ୍ତାର ଯବାନ ! ଭିଡିଓ ହେଲା ଭାଇରାଲ ।

ବଲିଉଡର ଏକ ପଞ୍ଜାବୀ ଟ୍ରାକରେ ଉଭୟ ଭାରତ ଓ ପାକିସ୍ତାନୀ ଯବାନ ନୃତ୍ୟ କରୁଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି। ସଂଘାଇ କର୍ପୋରେଟିଂ ଅରଗାନାଇଜେସନ୍(ଏସସିଓ)ର ସଦସ୍ୟମାନଙ୍କ ସହ ଭାରତୀୟ ସେନା ଦ୍ୱାରା ଆୟୋଜିତ ରୁଷରେ ହେଉଥିବା କାର୍ୟ୍ୟକ୍ରମ ‘ଭାରତୀୟ…

ଗିରଫଦାରୀର ବଦଲା ଅପହରଣ ! ‘ଆଖି ବଦଳରେ ଆଖି’ ଓ ‘କାନ ବଦଳରେ କାନ’ ଧମକ ଦେଲେ ଆତଙ୍କବାଦୀ ।

କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ଧମକ ଆଗରେ ଆଜି ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଛି ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନ। ହିଜବୁଲ୍ ମୁଜାହିଦ୍ଦିନର ଅପରେସନାଲ କମାଣ୍ଡର ରିଆଜ ନାଇକୋ ଆଜି (ଶୁକ୍ରବାର) ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନକୁ ‘ଏଣିକି ଗୋଟେ ଆଖି ବ ଦଳରେ ଗୋଟେ…