ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟେଷ୍ଟ ଶୃଙ୍ଖଳା ! ଭାରତ-ଇଂଲଣ୍ଡ ମହାଲଢେଇ, କିଏ ମାରିବ ବାଜି ?
ବୁଧବାରଠାରୁ ଏଜବାଷ୍ଟନଠାରେ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଇଂଲଣ୍ଡର ୧,୦୦୦ତମ ଟେଷ୍ଟ୍ ହେବ। ଏହି ଐତିହାସିକ ଟେଷ୍ଟକୁ ଜିତି ଇଂଲଣ୍ଡ ଶୃଙ୍ଖଳା ଆରମ୍ଭରୁ ଭ୍ରମଣକାରୀ ଭାରତକୁ ଚାପରେ ରଖିବା ଲକ୍ଷ୍ୟରେ ରହିବ। ଭାରତ ମଧ୍ୟ ଘରୋଇ ଦଳକୁ ଆରମ୍ଭରୁ ଏକ ଶକ୍ତ ଧକ୍କା ଦେବା…