Daily Archives

July 31, 2018

ଭାରତୀୟ ଦମ୍ପତିଙ୍କୁ କାନାଡାରେ ଧମକ ! ଦେଶ ଛାଡି ପଳାଇ ଯାଅ, ନହେଲେ ଛୁଆକୁ ମାରିଦେବୁ

କାନାଡାରେ ବର୍ଣ୍ଣ ବୈଷମ୍ୟବାଦୀ ବିଚାର ରଖୁଥିବା ଜଣେ ଗୌରିକ ବ୍ୟକ୍ତି ଭାରତୀୟ ଦମ୍ପତ୍ତିକୁ ହଇରାଣ କରିଛି। ଏହି ବ୍ୟକ୍ତି ଜଣକ ଦମ୍ପତ୍ତିକୁ ଭାରତ ଫେରିଯିବା ପାଇଁ ଧମକ ଦେବାକୁ ଯାଇ ସେମାନଙ୍କର ସନ୍ତାନଙ୍କୁ ହତ୍ୟା ଧମକ ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଘଟଣା ଟରଣ୍ଟୋରେ…

ଅଗଷ୍ଟରେ ୮ରେ ବଜାରକୁ ଆସିବ ନୂଆ ସ୍ମାର୍ଟଫୋନ ଏମଆଇ ଏ ୨ । ଜାଣନ୍ତୁ କଣ ରହିଛି ଫିଚର୍ସ

ଆସନ୍ତା ଅଗଷ୍ଟ ୮ ତାରିଖରେ ଚାଇନିଜ ସ୍ମାର୍ଟଫୋନ କମ୍ପାନି ସାଓମୀ ନିଜର ନୂଆ ସ୍ମାର୍ଟଫୋନ ଏମଆଇ ଏ୨ ବଜାରକୁ ଛାଡ଼ିବ । ଏହା କେବଳ ସାଓମୀର ନିଜସ୍ୱ ପୋର୍ଟାଲ ଓ ଆମାଜନରେ ଉପଲବ୍ଧ ହେବ । ଅନ୍ତର୍ଜାତୀୟ ସ୍ତରରେ ଏହା ଇତି ମଧ୍ୟରେ ଲଞ୍ଚ ହୋଇସାରିଛି । ସ୍ପେନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ…

ଗୋଟିଏ ଦିନରେ ଦୁଇଥର ମୃତ୍ୟୁ । ଜାଣନ୍ତୁ ପୂରା ଘଟଣା

ବିହାରର ଗୟାରେ ଏକ ଆଶ୍ଚର୍ୟ୍ୟ କଲା ଭଳି ଘଟଣା ଘଟିଛି । ଜଣେ ବୃଦ୍ଧଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିବା ପରେ ତାଙ୍କ ସଂପର୍କିୟମାନେ ତାଙ୍କର ଅନ୍ତିମ ସଂସ୍କାରର ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଠିକ୍ ସେତିକି ବେଳେ କିଛି ଏପରି ଘଟଣା ଘଟିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।…

ଜାମ୍ମୁ କାଶ୍ମୀର ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ । ଜଣେ ଛାତ୍ରକୁ ୬ ଜଣ ଶିକ୍ଷକ, ଶିକ୍ଷାଧିକାରୀ କଲେ ଅଜବ ଯୁକ୍ତି

ଜାମ୍ମୁ କାଶ୍ମୀର ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ । ଜଣେ ଛାତ୍ର ପାଇଁ ୬ ଜଣ ଶିକ୍ଷକ । ଜାମ୍ମୁ କାଶ୍ମୀର ସାମ୍ବା ଅଂଚଳର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଘଟଣା । ସ୍କୁଲରେ ଜଣେ ଛାତ୍ର ପଢୁଥିବା ବେଳେ ୬ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଭିତିଭୂମି ଦୃଷ୍ଟିକୋଣରୁ…

ହାତ ଖୋଲିଦେଲେ ସାଇ ଭକ୍ତ! ଗୁରୁପୂର୍ଣ୍ଣିମାରେ ସିରିଡି ସାଇରେ ରେକର୍ଡ଼ ଦାନ, ଗୋଟିଏ ଦିନରେ ହୁଣ୍ଡିରେ ଭରିଲା ସାଢ଼େ ୬…

ହାତ ଖୋଲିଦେଲେ ସାଇ ଭକ୍ତ । ଦାନ ଅର୍ଥରେ ପୁରିଗଲା ବାବାଙ୍କ ହୁଣ୍ଡି । ଗୁରୁପୂର୍ଣ୍ଣିମାରେ ସାଇବାବାଙ୍କୁ କିଛି ଏପରି ମାତ୍ରାରେ ଅର୍ଥ ଦାନ କରାଯାଇଛି । ଯାହାର ପରିମାଣ ରହିଛି ୬.୪ କୋଟି ଟଙ୍କା । ଏହି ଦିନରେ ସାଇ ମନ୍ଦିରରୁ ହୁଣ୍ଡିରୁ ମିଳିଛି ୬କୋଟି ୪୦ଲକ୍ଷ ୯୫ ହଜାର ୩୦୫ ଟଙ୍କା ।…