Daily Archives

July 30, 2018

ଶେଷରେ ସଫା ହେଲା ଆଇସିୟୁରୁ ପାଣି ! ବର୍ଷାଜଳ ଭିତରେ ଚାଲିଥିଲା ଚିକିତ୍ସା, ଆଇସିୟୁରେ ଖେଳୁଥିଲେ ମାଛ ।

କନକ ବ୍ୟୁରୋ : ଶେଷରେ ପ୍ରଶାସନର ଚେତା ପଶିଲା । ବିହାରର ନାଳନ୍ଦା ମେଡିକାଲ ଆଇସିୟୁରୁ ଝାଡୁ ମାରି ପାଣି ସଫା କରାଗଲା । ଗତକାଲି ଆଇସିୟୁରେ ପାଣି ଭର୍ତି ହୋଇଥିବା ନେଇ ଖବର ପ୍ରସାରଣ ପରେ ମେଡିକାଲ କର୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ମେଡିକାଲ କଲେଜର ଆଇସିୟୁ…

ଭୋକିଲା ରହିବେନି ଓଡିଶାବାସୀ । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ, ପ୍ରଥମ…

କନକ ବ୍ୟୁରୋ : ରାଜ୍ୟ ଖାଦ୍ୟ ସୁରକ୍ଷା ବିଲକୁ ମିଳିଲା କ୍ୟାବିନେଟ୍ ମଂଜୁରୀ । ଆସନ୍ତା ଅକ୍ଟୋବର ୨ ତାରିଖରୁ ଲାଗୁ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ହୋଇଛି । ପ୍ରଥମ…

ଫେଲ ମାରୁଛି ଯୋଜନା, ସ୍କୁଲରୁ ମୁହଁ ଫେରାଉଛନ୍ତି ଛାତ୍ରୀ ! ୧୧ରୁ ୧୪ ବର୍ଷ ମଧ୍ୟରେ ଅଧାରୁ ପାଠ ଛାଡିଛନ୍ତି ୫୬ ହଜାର…

କନକ ବ୍ୟୁରୋ : ବେଟି ପଢ଼ାଓ, ବେଟି ବଚାଓ । ସଭିଏ ପଢ଼ିବେ, ସଭିଏ ବଢ଼ିବେ । ଏମିତି କେତେ ନାରା ଦିଆଯାଉଛି । ପିଲା ସ୍କୁଲ ଆସିବେ ପାଠ ପଢ଼ିବେ ବୋଲି-ୟୁନିଫର୍ମ, ମଧ୍ୟାହ୍ନ ଭୋଜନ, ସାଇକେଲ କେତେ କ’ଣ ଯୋଗାଇ ଦିଆଯାଉଛି । ହେଲେ ଆପଣ ଜାଣନ୍ତି ଚଳିତବର୍ଷ ଆମ ଓଡ଼ିଶାରେ ପ୍ରାୟ ୫୬ ହଜାର ଛାତ୍ରୀ…

ଆସାମର ୪୦ ଲକ୍ଷ ଲୋକ ଭାରତୀୟ ନାଗରିକ ନୁହଁନ୍ତି? ଏନଆରସି ରିପୋର୍ଟକୁ ନେଇ ଉଠିଲା ବିବାଦ

ଆସାମର ଜାତୀୟ ନାଗରିକ ତାଲିକା, ଏନଆରସି ରିପୋର୍ଟକୁ ନେଇ ଉପୁଜିଛି ବଡ଼ ବିବାଦ । ପ୍ରାୟ ୪୦ ଲକ୍ଷ ଲୋକ ଏହି ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୋଟ୍ ୩ କୋଟି ୨୯ ଲକ୍ଷ ଲୋକ ଏହି ତାଲିକାରେ ସାମିଲ ହେବାକୁ ପଂଜୀକରଣ କରିଥିଲେ । ତେବେ ୨ କୋଟି ୮୯ ଲକ୍ଷ ଏହି ତାଲିକାରେ ସାମିଲ ହୋଇଛନ୍ତି ।…

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ହଳଦି ମିଶା କ୍ଷୀର ! ମିଳିବ ଅନେକ ଫାଇଦା ।

ପ୍ରତିଦିନ ଶୋଇବା ବେଳେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ । ସେ ବଡ ହେଉ ଅବା ଛୋଟ ନିତଦିନ କ୍ଷୀର ପିଇବା ଆବଶ୍ୟକ । କ୍ଷୀରରେ ଅତ୍ୟଧିକ ପରିମାଣରେ ପ୍ରୋଟିନ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ । କିନ୍ତୁ ଉସୁମ କ୍ଷୀରରେ ଯଦି ଟିକେ ହଳଦି ମିଶାଇ ପିଆଯାଏ ତେବେ ଏହା ଶରୀର ପ୍ରତି ବେସ ହିତକର…

ଟିଟୋ ଲିଙ୍କ ନେଇ ବାପୁ ପରିଡାକୁ କ୍ଲିନଚିଟ୍ ଦେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ! ନେତା-ଅପରାଧୀ ସଂପର୍କ ନେଇ…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟ ଖୋଳତାଡ଼ ଚାଲିଥିବା ବେଳେ ଏହା ଭିତରକୁ ପଶିଛି ପଲିଟିକ୍ସ । ଟିଟୋର ଡାହାଣ ହାତ ଭାବେ ପାରାଦୀପରେ ଅପରାଧ ଚଳାଇଥିବା ଅଭିଯୋଗରେ ବାପୁ ପରିଡ଼ା ଗିରଫ ହେବା ପରେ ଚିହିଁକି ଉଠିଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ । ବାପୁ ପରିଡ଼ାକୁ…