Daily Archives

July 28, 2018

ଏସଟିଏଫ୍ କବଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ । ହାର୍ଡକୋର କ୍ରିମିନାଲଙ୍କ ବଳରେ ବଳିଆନ ଥିଲା ଡନ୍, ଏବେ ୫ ସାର୍ପ…

କନକ ବ୍ୟୁରୋ : ଟିଟୋର କ୍ରାଇମ୍ ସିଣ୍ଡିକେଟ୍ ଭିତରକୁ ଯେତିକି ଯାଉଛି ଏସଟିଏଫ୍, ସେତିକି ମିଳୁଛି ଚାଂଚଲ୍ୟକର ତଥ୍ୟ । ଟିଟୋର ଡାହାଣ ହାତ କୁହାଯାଉଥିବା ବାପୁ ପରିଡ଼ାକୁ ଗିରଫ କରିଛି କ୍ରାଇମବ୍ରାଂଚର ସ୍ପେଶାଲ୍ ଟାକ୍ସ ଫୋର୍ସ । ଟିଟୋର ପାରାଦୀପ ଗଡ଼ ଜଗିଥିଲା ବାପୁ । ଟିଟୋ ଇସାରାରେ ବାପୁ କାମ…

ଚର୍ଚ୍ଚାରେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀଙ୍କ ପ୍ରେମ କାହାଣୀ ! ୩ଥର ବିବାହ ସହ ଅନେକ ଥର ପ୍ରେମରେ ପଡ଼ିଥିଲେ…

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ କ୍ରିକେଟର ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ସେପଟେ ଇମ୍ରାନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । କୁହାଯାଏ ଇମ୍ରାନ ତିନି ଥର ବାହା ହୋଇଥିଲେ ତେବେ ତାଙ୍କର ଥିଲେ ଏକାଧିକ ପ୍ରେମିକା । କ୍ରିକେଟ୍…

ଇସ୍କନ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ ବେଳେ ଖଣ୍ଡଯୁଦ୍ଧ । ଇସ୍କନ ଭକ୍ତଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

କନକ ବ୍ୟୁରୋ : ଜବରଦଖଲ ଉଚ୍ଛେଦକୁ ନେଇ ତୁମୁଳକାଣ୍ଡ । ସମାଧିକୁ ନେଇ ସଂଘର୍ଷ । ଭୁବନେଶ୍ୱର ଇସ୍କନ୍ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ ବେଳେ ଦେଖିବାକୁ ମିଳିଛି ଖଣ୍ଡଯୁଦ୍ଧ । ଇସ୍କନ୍ ଭକ୍ତ ଏବଂ ପୁଲିସ୍ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ଧର୍ମଗୁରୁଙ୍କ ସମାଧି ଉଚ୍ଚେଦକୁ ନେଇ…

ରାଜ୍ୟ ସରକାରଙ୍କ ବଡ ଘୋଷଣା । ବଦଳିବ ଭୋକର ଭୁଗୋଳ, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : କ୍ଷୁଧାମୁକ୍ତ ଓଡ଼ିଶା ଗଠନ ଦିଗରେ ଆଉ ଗୋଟିଏ ପାଦ ଆଗେଇଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଘୋଷଣା କରିଛନ୍ତି । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ଏହି ନୂଆ ଖାଦ୍ୟ ସୁରକ୍ଷା…

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ଟ୍ୱିନ ସିଟିର ପୋଲିସ କମିଶନର,ସତ୍ୟଜିତ ମହାନ୍ତି ହେଲେ ନୂଆ ପୋଲିସ କମିଶନର

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଆଉ ଏହାସହ ବଦଳିଛନ୍ତି ଟ୍ୱିନ ସିଟିର ପୋଲିସ କମିଶନର । ଟ୍ୱିନ ସିଟିର ପୋଲିସ କମିଶନର ଦାୟିତ୍ୱରେ ଥିବା ୱାଇ.ବି ଖୁରାନିଆଙ୍କୁ ଅତିରିକ୍ତ ଡିଜି (ପ୍ରୋଭିଜନିଂ)ର ଦାୟିତ୍ୱ ଦିଆଯାଇଛି । ତାଙ୍କ ସ୍ଥାନରେ ଟ୍ୱିନ ସିଟିର ନୂଆ କମିଶନର ଭାବେ…

ବକୁଳବନର ଗୁରୁ ପରମ୍ପରାକୁ ମିଳିଲା ସବୁଠୁ ବଡ ସମ୍ମାନ ! ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣା ପରେ…

କନକ ବ୍ୟୁରୋ : ଓଡିଆ ଜାତି ଯେତେବେଳେ ନିଜ ସ୍ଥିତି ନେଇ ସଂଘର୍ଷ କରୁଥିଲା, ସେହି ସମୟରେ ସତ୍ୟବାଦୀରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରି ନୂଆ ଦିଗ ଦେଖାଇଥିଲେ ପଂଚସଖା । ଆଜି ସେହିଠାରେ ଓଡିଆ ଭାଷାର ଅଧିକ ଶିକ୍ଷା ଓ ଗବେଷଣା ପାଇଁ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ । ପୁଣି…