Daily Archives

July 28, 2018

ରାଜ୍ୟ ସରକାରଙ୍କ ବଡ ନିଷ୍ପତି । କେନ୍ଦ୍ରାପଡାରେ ହେବ ଓଡିଶାର ପ୍ରଥମ ନଦୀ ବନ୍ଦର, ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ…

କେନ୍ଦ୍ରାପଡାର ମହାକାଳପଡାରେ ହେବ ରାଜ୍ୟର ପ୍ରଥମ ନଦୀ ବନ୍ଦର । ମହାକାଳପଡା ଆଖାଡାଶାଳି ନିକଟରେ ଥିବା ମହାନଦୀ କୂଳରେ ଏହି ବନ୍ଦର ପ୍ରତିଷ୍ଠା କରାଯିବ । ସରକାର ଓ ଘରୋଇ ଉଦ୍ୟୋଗର ସହ ଭାଗିତାରେ ପ୍ରଥମ ଥର ପାଇଁ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତି…

ବଡ ମଲର ବେଆଇନ କାରବାର ! ରାସ୍ତା ବିବାଦ ନେଇ ଗଣ୍ଡଗୋଳ, ଏସପ୍ଲାନେଡର ବାଟ ଓଗାଳିଲେ ସ୍ଥାନୀୟ ଲୋକ ।

କନକ ବ୍ୟୁରୋ : ନିଜ ଅଧିକାର ନଥିବା ଜାଗାରେ ଗେଟ୍ ନିର୍ମାଣକୁ ନେଇ ଗଣ୍ଡଗୋଳ । ଭୁବନେଶ୍ୱର ରସୁଲଗଡ଼ ଅଂଚଳରେ ଥିବା ଏସପ୍ଲାନେଟ୍ ମଲର ଏକଜିଟ୍ ଗେଟ୍ ବା ପ୍ରସ୍ତାନ ଦ୍ୱାରକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ରସୁଲଗଡ ଇଣ୍ଡଷ୍ଟ୍ରିଆଲ ଆସୋସିଏସନର ଜାଗାରେ ଏସପ୍ଲାନେଟ୍ ମଲ୍…

ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଉତ୍ତରପ୍ରଦେଶରୁ ଓଡିଶା ଆସିବ ଲକ୍ଷେ ଇଭିଏମ୍, ପୂର୍ବରୁ ଆସିସାରିଛି…

କନକ ବ୍ୟୁରୋ : ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଉତ୍ତରପ୍ରଦେଶରୁ ଓଡିଶା ଆସିବ ଇଭିଏମ୍ । ରାଜ୍ୟକୁ ୧ ଲକ୍ଷରୁ ଅଧିକ ଇଭିଏମ୍ ଆଣିବାକୁ ପ୍ରସ୍ତୁତି କରାଯାଇଛି । ଇଭିଏମ୍ ଆଣିବାରେ ସହଯୋଗ ପାଇଁ ୨ ଜଣ ଓଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।…

ଅମିତ ଶାହାଙ୍କୁ କଳାପତାକା ଦେଖାଇଲେ ବୋଲି… । ଯୁବତୀଙ୍କ ଚୁଟି ଧରି ରାସ୍ତା ଉପରୁ ଘୋଷାଡି ଆଣିଲେ, ଲାଠିରେ…

କନକ ବ୍ୟୁରୋ : ଅମିତ ଶାହାଙ୍କୁ କଳାପତାକା ପ୍ରଦର୍ଶନ କରୁଥିବା ଯୁବତୀଙ୍କ ଉପରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ । ଯୁବତୀଙ୍କ ଚୁଟି ଧରି ଘୋଷାରିବାକୁ ପଛାଇଲା ନାହିଁ ୟୁପି ପୁଲିସ୍ । ଘଟଣା ଘଟିଛି ଉତର ପ୍ରଦେଶ ଆହ୍ଲାବାଦରେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆହ୍ଲାବାଦ୍ ଗସ୍ତ…

ଅଧା ରହିଲା ପିକନିକ୍ ! ପାହାଡରୁ ୫୦୦ ଫୁଟ୍ ତଳକୁ ଖସିପଡିଲା ବସ୍, ଚାଲିଗଲା ୩୩ ଛାତ୍ରଛାତ୍ରୀଙ୍କ ଜୀବନ ।

ଆନନ୍ଦ ପାଲଟିଲା ଅବସାଦ । ଖୁସିରେ ପିକନିକ କରିବାକୁ ଯାଉଥିଲେ ଛାତ୍ରଛାତ୍ରୀ, କିନ୍ତୁ ଯିବା ରାସ୍ତାରେ ହିଁ ଘଟିଗଲା ଅଘଟଣ । ଅଚାନକ ମୃତ୍ୟୁ ଆସି ଟାଣିନେଲା ହାତ। ଅଧା ରହିଗଲା ପିକନିକ୍ । ଏପରି ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ମହାବଳେଶ୍ୱର ନିକଟରେ ।…