Daily Archives

July 27, 2018

ପ୍ରତାପଙ୍କ ପଛେ ପଛେ ପଦ ପାଇବାର ଚର୍ଚ୍ଚା । ଖଣ୍ଡନ ଆଉ ନୂଆ ସମୀକରଣ ଭିତରେ ଅଟକିଛି ବିଜେପି ରାଜନୀତି

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ନେଇ ରାଜ୍ୟ ବିଜେପି ଜୋରଦାର ରାଜନୀତି ପ୍ରସ୍ତୁତ କରୁଥିବା ବେଳେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କୁ ନେଇ ରାଜନୈତିକ ମହଲରେ ହଟଚମଟ । ପ୍ରତାପ ଷଡଙ୍ଗୀଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ ଓ ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ଅନ୍ୟ…

ଶ୍ରୀମନ୍ଦିରକୁ କରାନଯାଉ ଗାନ୍ଧିଙ୍କ ସମାଧି ପରି ବ୍ୟବହାର । ଅଣହିନ୍ଦୁ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ରଖିଲେ ବଡ ମତ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି ମହାତ୍ମା ଗାନ୍ଧିଙ୍କ ସମାଧି ପୀଠ ସହ ଶ୍ରୀମନ୍ଦିରର ତୁଳନା କରାନଯାଉ । ଆସ୍ଥା ବିଶ୍ୱାସର…

ଗୁପଚୁପ୍ ବିକ୍ରି ଉପରେ ଲାଗିଲା ଅଙ୍କୁଶ ! ଯାଞ୍ଚ କରୁଛି ନଗରନିଗମ, ଏଣିକି ଲୁଚିଛପି ବିକ୍ରି କରିପାରିବେନି ଦୋକାନୀ ।

ଗୁପଚୁପ୍ ନାମ ଶୁଣିଲେ ମୁହଁରେ ପାଣି ଆସି ଯାଇଥାଏ । ଲୋକମାନଙ୍କ କହିବାନୁସାରେ, ଗୁପଚୁପର ସ୍ୱାଦ ସବୁ ଖାଦ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ଏଥିପାଇଁ ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରିଥାଆନ୍ତି । ତେବେ ଗୁପଚୁପକୁ ନେଇ ନିକଟରେ ଏମିତି ଏକ ଖବର ପ୍ରକାଶ ପାଇଛି, ଯାହାକୁ ଶୁଣିଲେ…

ଆଜି ଦେଖାଯିବ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଜାଣନ୍ତୁ, ଚନ୍ଦ୍ରଗ୍ରହଣର ଟିକିନିକି ତଥ୍ୟ ।

କନକ ବ୍ୟୁରୋ : ଆଜି ଦେଖାଯିବ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ରାତି ୧୧ଟା ୫୪ରେ ଚନ୍ଦ୍ରକୁ ଗ୍ରାସ କରିବ ଗ୍ରହଣ । ଭୋର ୩ଟା ୪୯ ଯାଏଁ ଏହି ବିରଳ ଦୃଶ୍ୟ ଦେଖିହେବ । ଦୀର୍ଘ ୧ ଘଂଟା ୪୩ ମିନିଟ୍ ଧରି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରର ରଙ୍ଗ ରକ୍ତବର୍ଣ୍ଣ…

ଡେଲିଭରି ବୟଙ୍କ ଦରମାରେ ବୃଦ୍ଧି : ଏଣକି ମାସକୁ ପାଇବେ ୪୦-୫୦ ହଜାର ଟଙ୍କା

ଦେଶରେ ଇ-କମର୍ସ କମ୍ପାନିଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ବିଶେଷକରି ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା କମ୍ପାନୀ ସ୍ୱିଗି, ଜୋମାଟୋ ଓ ଉବରଇଟ୍ସ ଭଳି କମ୍ପାନିରେ କାର୍ଯ୍ୟ କରୁଥିବା କର୍ମଚାରୀ ବା ଡେଲିଭରି ବୟଙ୍କ ଆୟ ଦୁଇଗୁଣ ହୋଇ ମାସକୁ ୪୦-୫୦ ହଜାର ଟଙ୍କା…

ଏବେବି ବଞ୍ଚିଛି ମାନବିକତା ଓ ମଣିଷପଣିଆ ! ରାସ୍ତା କଡରେ ବୁଲୁଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଜୀବନଦାନ ଦେଇ ଚର୍ଚ୍ଚାର…

କନକ ବ୍ୟୁରୋ : ଆଜି ଆଧୁନିକ ଓ ବ୍ୟସ୍ତବହୁଳ ଯୁଗରେ ବଞ୍ଚିରହିଛି ମାନବିକତା ଓ ମଣିଷପଣିଆ । ଏହାର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ସହରରେ । ମୃତ୍ୟୁ ମୁଖରେ ପଡିଥିବା ଏକ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କ ସେବା ଶୁଶୃଷା କରି ଏକ ନୂଆ ଜୀବନ ଦେଇଛନ୍ତି ଅନୁଗୁଳର ସାଇ ଚାରିଟିବୁଲ…