Daily Archives

July 26, 2018

ଏପରି ଏକ ସାଙ୍ଘାତିକ ରୋଗ, ଯେଉଁଠି ରୋଗୀ ଶୋଇଗଲେ ଚାଲିଜିବ ଜୀବନ । ଜାଣନ୍ତୁ କଣ ଏହି ରୋଗ ଓ ଏହାର ଉପଚାର କଣ ।

ଯେତେବେଳେ ଲୋମ ଡର୍ବସାୟାରଙ୍କ ଜନ୍ମ ହୋଇଥିଲା ସେତେବେଳେ ଡାକ୍ତର କହିଥିଲେ ସେ ଛଅ ସପ୍ତାହରୁ ଅଧିକ ବଞ୍ଚିପାରିବେ ନାହିଁ । କିନ୍ତୁ ସେ ଏବେ ୧୮ ବର୍ଷର ହୋଇଗଲେଣି । ଲୋମ ଡର୍ବସାୟାର ବଞ୍ଚିପାରିବେ ବୋଲି କାହର ଆଶା ନଥିବା ବେଳେ ସେ ମୃତ୍ୟୁ ସହ ସଙ୍ଘର୍ଷ କରି ୧୮ ବର୍ଷରେ ପହଞ୍ଚିଛନ୍ତି ।…

ଏଣିକି ଟ୍ରାଫିକ ନିୟମ ଭାଙ୍ଗିବା ପଡିବ ମହଙ୍ଗା ! ନିୟମ ଉଲଙ୍ଘନକାରୀଙ୍କ ସମେତ ପରିବାର ଲୋକଙ୍କୁ ମଧ୍ୟ ଥାନାକୁ ଡାକିବ…

ଟ୍ରାଫିକ ନିୟମ ଭାଙ୍ଗିବା ଆଜିକାଲି ଯୁବ ପିଢିମାନଙ୍କର ଏକ ଅଭ୍ୟାସ ହୋଇଗଲାଣି । ଟ୍ରାଫିକ ନିୟମ ଭଙ୍ଗିବା ଦ୍ୱାରା ଅନେକ ଦୁର୍ଘଟଣା ହେଉଥିଲେ ମଧ୍ୟ ଲୋକମାନେ ସଚେତନ ହେଉନାହାଁନ୍ତି । ଏନେଇ ପ୍ରଶାସନ ଅନେକ ଆଇନ କାନୁନ ତିଆରି କରିଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହେଉଥିବା ବେଳେ ଆଉ କିଛି…

ଭୁବନେଶ୍ୱର ଇସ୍କନ୍ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ । ଅବୈଧ ନିର୍ମାଣ ପାଇଁ ଦିନକୁ ୫ ହଜାର ଟଙ୍କା ଜରିମାନା ଲଗାଇଲା…

କନକ ବ୍ୟୁରୋ : ସରକାରୀ ଜମି ଜବରଦଖଲ ନେଇ ଇସ୍କନ ମନ୍ଦିରକୁ ବିଏମସି ନୋଟିସ ଦେଇଛି । ଇସ୍କନ ମନ୍ଦିର କର୍ତୃପକ୍ଷ ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଇସ୍କନ ମନ୍ଦିର କର୍ତୃପକ୍ଷ କହିଛନ୍ତି ଏହା ଦୋକାନ ଗୃହ ନୁହେଁ । ଏହା ସେମାନଙ୍କ ଗୁରୁଜୀଙ୍କ ସମାଧୀ…

ଭୁବନେଶ୍ୱରରେ ଧରିପଡିଲା ପାଠୁଆ ଚୋର । ଶିକ୍ଷାଗତ ଯୋଗ୍ୟତା ବିବିଏ, କିନ୍ତୁ ପେଶା ଚୋରି କରିବା ।

କନକ ବ୍ୟୁରୋ : ପୋଲିସ କବଜାରେ ସ୍ମାର୍ଟ ସିଟିର ସ୍ମାର୍ଟ ଚୋର । ମୁଣ୍ଡରେ ହେଲମେଟ ଲଗାଇ ଅତ୍ୟନ୍ତ ଚାଲାକିର ସହ କଳା କନା ବୁଲାଉଥିଲା ଏହି ଚୋର । ଶିକ୍ଷାଗତ ଯୋଗ୍ୟତା ବି କିଛି କମ ନୁହେଁ । ବିବିଏ ପାଠ ପଢିଥିବା ଏହି ଚୋର ଘରୁ ପୋଲିସ ଧରପଗଡ ବେଳେ ଜବତ ହୋଇଛି ୮୦ ଲକ୍ଷ ଟଙ୍କାର ସାମଗ୍ରୀ ।…

ପାକିସ୍ତାନ ନିର୍ବାଚନରେ ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କୁ ଜନମତ । ଭାବି ପ୍ରଧାନମନ୍ତ୍ରୀ କହିଲେ ବଲିଉଡ ଭିଲେନ…

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ପାର୍ଟି ତେହେରିକ ଏ ଇନସାଫ । ପ୍ରଥମ ଥର ପାଇଁ ପାରମ୍ପରିକ ଇସଲାମିକ ପାର୍ଟିଗୁଡିକୁ ପ୍ରତ୍ୟାଖାନ କରି ଇମ୍ରାନଙ୍କ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପାକିସ୍ତାନ ବାସୀ । ମୋଟ…