Daily Archives

July 25, 2018

ବର୍ଷା ଛାଡିଛି ହେଲେ ରହିଯାଇଛି ଚିହ୍ନ ! ଉଜୁଡି ଯାଇଛି ସୁନାର ଫସଲ, ପରିଶ୍ରମର ମୂଲ୍ୟ ଖୋଜୁଛି ଚାଷୀ ।

କନକ ବ୍ୟୁରୋ : ବର୍ଷା ଛାଡିଛି, ହେଲେ ଚିହ୍ନ ରହିଛି । ବର୍ଷା ଓ ବନ୍ୟାର ଏହି ଚିହ୍ନ ଭିତରେ ପରିଶ୍ରମର ମୂଲ୍ୟ ଖୋଜିବାକୁ ଚେଷ୍ଟା କରୁଛି ଚାଷୀ । ହେଲେ ଅଂଟାଏ ପାଣିରେ ନିଜର ସ୍ୱପ୍ନକୁ ଖୋଜି ବାହାର କରିବା ଯେମିତି କଟକ ଜିଲ୍ଲା ବାଙ୍କୀ ଅଂଚଳ ଚାଷୀଙ୍କ ପାଇଁ ସଂଭବ ହେଉନାହିଁ । ପୋଟଳ,…

ଲିଙ୍ଗରାଜ ମନ୍ଦିରକୁ ବଡ ବିପଦ ! ଜଗମୋହନ ଖମ୍ବରେ ଫାଟ, ତୁରନ୍ତ ମରାମତି ନହେଲେ ସାଂଘାତିକ ହେବ ସ୍ଥିତି ।

କନକ ବ୍ୟୁରୋ : ସଂକଟରେ ରାଜ୍ୟର ସବୁଠୁ ବଡ ଶୈବ ପୀଠ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଜଗମୋହନ ଖମ୍ବରେ ରହିଛି ଫାଟ । ତୁରନ୍ତ ଯାଂଚ୍ କରି ପଦକ୍ଷେପ ନିଆନଗଲେ, ଆଗକୁ ଏହା ଏକ ନିଶ୍ଚିତ ବିପଦକୁ ଟାଣି ଆଣିବାର ଆଶଙ୍କା ରହିଛି । ଏଭଳି କିଛି ଆଶଙ୍କା ପ୍ରକଟ କରିଛନ୍ତି-ଏଏସଆଇ ବୈଷୟିକ କମିଟି…

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗ ! ଏମଏସଏମଇ ମନ୍ତ୍ରୀ କହିଲେ, ରସଗୋଲା ଆମର

କନକ ବ୍ୟୁରୋ : ଅନିଶ୍ଚିତତା ମଧ୍ୟରେ ରସଗୋଲାର ଜିଆଇ ମାନ୍ୟତା । ରସଗୋଲାର ଜିଆଇ ମାନ୍ୟତାକୁ ନେଇ ଏପଟେ ବଢିଲା ବିବାଦ । ଫେବୃଆରୀ ୨୩ରେ ରାଜ୍ୟ ସରକରାଙ୍କ କ୍ଷୁଦ୍ର ଓ ଅଣୁ ଶିଳ୍ପ ବିଭାଗ ପକ୍ଷରୁ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା । କିନ୍ତୁ ଆବେଦନର ୫ ମାସ…

ମୋବାଇଲ ଭଳି ବିଜୁଳି ମିଟର କରିବ କାମ ! ରିଚାର୍ଜ କଲେ ଜଳିବ, ସରିଗଲେ କଟିଯିବ ।

ଦେଶରେ ବିଜୁଳି ବିଲକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଛି । ଅନେକ ଥର ଏପରି ଦେଖାଦେଇଛି କି, ଠିକ ସମୟରେ ବିଜୁଳି ବିଲ ପୈଠ କରିନପାରିଲେ ତାପର ମାସରେ ଅଧିକ ଟଙ୍କାର ବିଲ ଆସିଥାଏ । କାରଣ ବିଳମ୍ବରେ ବିଲ ପୈଠ କରିଲେ ଉକ୍ତ ବିଲ ଉପରେ ଫାଇନ ଲାଗିଥାଏ । ତେଣୁ ଯେତେ ଅସୁବିଧାରେ ଥିଲେ ମଧ୍ୟ…

ଟିକେଟ୍ କ୍ୟାନସଲକୁ ନେଇ ବଡ ତଥ୍ୟ ! ଜାଣନ୍ତୁ କେତେବେଳେ ଟ୍ରେନ ଟିକେଟ୍ କ୍ୟାନସଲ କଲେ ମିଳିନଥାଏ କୌଣସି ଟଙ୍କା ।

ଏମିତି ଅନେକ ଥର ହୋଇଥାଏ, ଯେତେବେଳେ ଆପଣ ଟ୍ରେନରେ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଦେଇଥାନ୍ତି । କିନ୍ତୁ ଅନ୍ତିମ ସମୟରେ ଆପଣଙ୍କର ପ୍ଲାନ କ୍ୟାନସଲ ହୋଇଯାଇଥାଏ । ତେବେ ରେଳଯାତ୍ରୀଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ ଯେ, ଟିକେଟ କ୍ୟାନସଲ…

ଆସୁଛି ବିଗ୍ ବସ୍ ସିଜନ-୧୨ : ଜାଣନ୍ତୁ, କିଏ ହେବେ ଏଥର ବିଗ୍ ବସ୍ ର ହୋଷ୍ଟ

ବିଗ୍ ବସ୍ ଫ୍ୟାନ ସିଜନ-୧୨କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ସହିତ ତାଙ୍କ ମଧ୍ୟରେ ଏହା ଜାଣିବା ପାଇଁ ଉତ୍ସୁକତା ବି ଅଛି ଯେ, ଏଥର ବିଗ୍ ବସ୍ ହୋଷ୍ଟ କିଏ ହେବେ ? ଆପଣଙ୍କୁ ଜଣାଇ ଦେଉଛୁ ଯେ, ସଲମାନ ଖାନଙ୍କ ଗେମ୍ ଶୋ’ ‘ଦଶ କା ଦମଦାର ୱିକେଣ୍ଡ’ ଜାରି ଅଛି ଓ ଆଶା କରାଯାଉଛି କି…