Daily Archives

July 25, 2018

ଏପଟେ ଚାଲିଥିଲା ଉଦ୍ଧାର, ସେପଟେ ନଦୀକୁ ଡେଇଁ ପଡିଲେ ମହିଳା : ଆତ୍ମହତ୍ୟା ପାଇଁ କୁଆଖାଇକୁ ଡେଇଁପଡିଲେ ପୂର୍ବତନ…

କନକ ବ୍ୟୁରୋ : କୁଆଖାଇ ନଦୀରେ ଏପଟେ ଚାଲିଥିଲା ସ୍କୁଲ ପିଲାଙ୍କୁ ଉଦ୍ଧାର । ଆଉ ସେପଟେ ଘଟିଥିଲା ଆଉ ଏକ ଅଭାବନୀୟ ଘଟଣା । ଅଚାନକ୍ ନଦୀକୁ ଡେଇଁ ପଡିଥିଲେ ଜଣେ ମହିଳା । ତେବେ ଠିକ ସମୟରେ ଉଦ୍ଧାରକାରୀ ଦଳ ମହିଳାଙ୍କ ନିକଟରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ପୁରା ଘଟଣାକୁ କଏଦ କରିଥିଲା…

ଚଳନ୍ତା ଟ୍ରେନରୁ ଖସିପଡୁଥିଲେ ମହିଳା ! ପୋଲିସବାବୁ ଦେଖାଇଲେ ସାହସିକତା, ନିଜ ଜୀବନ ବାଜି ଲଗାଇ ବଞ୍ଚାଇଲେ ମହିଳାଙ୍କ…

ମୁମ୍ବାଇଠାରେ ପ୍ରାୟ ୨୦ ବର୍ଷ ମଧ୍ୟରେ ଅନେକ ଜୀବନ କେବଳ ଯତ୍ନହୀନତା ଓ ଖାମଖିଆଲି ହେତୁ ଯାଇଛି । ଏଥିମଧ୍ୟରୁ ଅଧିକାଂଶ ଜୀବନ ରେଳ ଧାରଣାରେ ଯାଇଥିବା ଦେଖିବାକୁ ମିଳିଛି । ୨୦୧୭ରେ ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେହି ବର୍ଷ ପ୍ରାୟ ୩,୨୦୨ ଯାତ୍ରୀ ରେଳଧାରଣାରେ ନିଜ ଜୀବନ ହରାଇଛନ୍ତି…

ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛୁଛି ପାକିସ୍ତାନ : ସେନା ଓ ଆଇଏସଆଇର ସମର୍ଥନ ଥିବାରୁ ଇମ୍ରାନ ଖାନଙ୍କ ସପକ୍ଷରେ…

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛୁଛି ପାକିସ୍ତାନ । ପାକ ଇତିହାସରେ ଏହା ଦ୍ୱିତୀୟ ଘଟଣା, ଯେତେବେଳେ ଗୋଟିଏ ନିର୍ବାଚିତ ସରକାର ହାତରୁ ଆଉ ଗୋଟିଏ ନିର୍ବାଚିତ ସରକାର କ୍ଷମତା ନେବ । ଯଦି ଆକଳନ ଠିକ ରୁହେ ତେବେ କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନ ଖାନ ପାକିସ୍ତାନର…

ଆକାଶ ମାର୍ଗରୁ ପହଞ୍ଚିବ ଡାକ୍ତରୀ ସୁବିଧା ! ଏଣିକି ଡ୍ରୋନ ଯୋଗାଇଦେବ ଔଷଧ, ବ୍ଲଡ ରିପୋର୍ଟ ଭଳି ଅନ୍ୟାନ ସୁବିଧା ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲ୍ଥ ହାଇଦ୍ରାବାଦ (ଆଇଆଇପିଏଚ-ଏଚ)ର ବିଶେଷଜ୍ଞ ମାନେ ଡ୍ରୋନ ବିତରଣ ପ୍ରଣାଳି ଉପରେ କାମ କରୁଛନ୍ତି । ସଡକ ଦ୍ୱାରା ଯାତାୟତ ହେଉଥିବା ବାହନ ମାନଙ୍କ ଠାରୁ ଏହି ପ୍ରଣାଳି ଅଧିକ ପ୍ରଭାବଶାଳି ହେବାର ସମ୍ଭାବନା ରହିଛି । ଆଇଆଇପିଏଚ-ଏଚ ସହାୟକ ପ୍ରଫେସର ଏବଂ…

ଏମିତି ବି ଆସେ ମୃତ୍ୟୁ : ନଦୀରେ ବୁଡି ୨ ଛାତ୍ରଙ୍କ ସଲୀଳ ସମାଧି, ଘରୁ ସ୍କୁଲ ବାହାରି ଅଧା ରାସ୍ତାରେ ଗାଧୋଇବାର…

କନକ ବ୍ୟୁରୋ : ମୃତ୍ୟୁ ଏମିତି ବି ଆସେ । ୬ଜଣ ସ୍କୁଲ ପିଲା ଘରୁ ସିଧା ସ୍କୁଲ ଯିବା କଥା । ହେଲେ ଅଧ ରାସ୍ତାରେ ରୋମାଂଚର ଅନୁଭୂତି ନେବା ପାଇଁ ନଦୀର ଆକର୍ଷଣରେ ଏମିତି ଆଗେଇ ଗଲେ ଯେ, ଆଉ ୨ଜଣ ଫେରି ପାରିଲେ ନାହିଁ । କୁଆଖାଇ ନଦୀରେ ଗାଧୋଇଥିବା ବେଳେ ହଠାତ୍ ପାଣି ସୂଅରେ ଭାସି ଯାଇଥିଲେ ୪ଜଣ…

ଦୁର୍ନୀତି ନିବାରଣ ଆଇନରେ ଆସିଲା ସଂଶୋଧନ : ଏଣିକି ଲାଂଚ ଦେଉଥିବା ବ୍ୟକ୍ତିଙ୍କୁ ବି ଯିବାକୁ ପଡିବ ଜେଲ

କନକ ବ୍ୟୁରୋ : କେବଳ ଲାଂଚ ନେବା ଲୋକ ନୁହେଁ ଲାଂଚ ଦେବା ଲୋକଙ୍କୁ ବି ଏବେ ମିଳିବ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ । ୧୯୮୮ ମସିହା ଦୁର୍ନୀତି ନିବାରଣ ଆଇନରେ ଏଭଳି ସଂଶୋଧନ ଆସିଛି । ଏହି ବିଲ୍ ଏବେ ଉଭୟ ରାଜ୍ୟସଭା ଓ ଲୋକସଭାରେ ଗୃହୀତ ହୋଇଛି । ବାଧ୍ୟ ହୋଇ ଲାଂଚ ଦେଉଥିବା ବ୍ୟକ୍ତିଙ୍କୁ ୭…