Daily Archives

July 25, 2018

ବିଶ୍ୱରେ ସର୍ବାଧିକ ବ୍ୟବହାର ହେଉଥିବା ଔଷଧ ! ଜାଣନ୍ତୁ କଣ ରହିଛି ଏହାର ଉପକାରିତା ଏବଂ ଅପକାରିତା ।

ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରେ ବିଭିନ୍ନ ପ୍ରକାରର ଔଷଧର ବ୍ୟବହାର କରାଯାଇଥାଏ । କିନ୍ତୁ ସେଥି ମଧ୍ୟରୁ ଏପରି ଅନେକ ଔଷଧ ଅଛି ଯାହା ଲୋକ ମାନେ ଅଧିକ ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବିଶ୍ୱସ୍ତରରେ ଏବେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଔଷଧ କଣ । ସୂଚନା ଅନୁଯାୟୀ,…

ମଙ୍ଗଳ ଗ୍ରହରେ ମିଳିଲା ଜଳର ସନ୍ଧାନ । ମଙ୍ଗଳରେ ହ୍ରଦର ଆବିଷ୍କାର କଲେ ଗବେଷକ, ବଢିଲା ଜୀବଜଗତ ଥିବାର ଆଶା ।

ଆମର ପଡୋଶୀ ଗ୍ରହ ମଙ୍ଗଳରେ ପାଣି ଥିବାର ସମ୍ଭାବନା ବଢିଯାଇଛି । ନିକଟରେ ଏହି ଗ୍ରହରେ ଏକ ଭୂତଳ ହ୍ରଦ ଥିବାର ପ୍ରମାଣ ମିଳିଛି । ଇଟାଲୀ ଓ ଆମେରିକାର ଏକ ଅନ୍ତର୍ଜାତୀୟ ଗବେଷକଦଳ ଏ ସଂପର୍କରେ ବୁଧବାରଦିନ ପ୍ରକାଶ କରିଛନ୍ତି । ଏହି ଆବିଷ୍କାର ସମ୍ପର୍କରେ ୟୁଏସ ଜର୍ନାଲ ଅନ ସାଇନ୍ସରେ ଏକ…

ଗାଇକୁ ମିଳିବ ଜାତୀୟମାତା ଅଧିକାର ! ଭିଡତନ୍ତ୍ରକୁ ରୋକିବା ପାଇଁ ପ୍ରୟାସ, ସ୍ୱର ଉଠାଇଲେ ଆରଏସଏସ ଭାଜପା ନେତା ।

ଗୋମାଂସ ଖାଇବା ବନ୍ଦ କରାଯାଉ ଏବଂ ଗାଇକୁ ଜାତୀୟ ମାତାର ଅଧିକାର ଦିଆଯାଉ ବୋଲି ଆରଏସଏସ ଏବଂ ଭାଜପାର କେତେକ ନେତା ଦାବି କରିଛନ୍ତି । ଗାଇ ତସ୍କରି କରୁଥିବା ସମୟରେ ଅପରାଧିକୁ ଭିଡତନ୍ତ୍ର ପିଟି ପିଟି ହତ୍ୟା କରିବା ପରେ ପୂନର୍ବାର ଏହି ଘଟଣା ନହେବା ପାଇଁ ଆରଏସଏସ ଏପରି ଏକ ଦାବି ଉପସ୍ଥାପନା…

ପ୍ରଧାନମନ୍ତ୍ରୀ ରେସରେ ନବୀନ ! ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା, କିଏ ହେବେ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ?…

କନକ ବ୍ୟୁରୋ : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା । ୨୦୧୯ ନିର୍ବାଚନରେ କିଏ ହେବ ଭାରତର ପ୍ରଧାନମନ୍ତ୍ରୀ ସେନେଇ ଚର୍ଚ୍ଚା ଚାଲିଥିଲା ବେଳେ ବିଶିଷ୍ଟ ରାଜନୀତି ସମୀକ୍ଷକ ତଥା ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ଅନଲାଇନ ଓପିନିୟନ ପୋଲ ଏହାକୁ ଏକ…

ଗ୍ୟାଙ୍ଗଷ୍ଟର ଟିଟୋ ସହ ସରକାରୀ ବାବୁଙ୍କ ଲିଙ୍କ ନେଇ ଭିଜିଲାନ୍ସର ଖୋଳତାଡ : କେନ୍ଦ୍ରାପଡାର ଡେରାବିଶ, ଗରଦପୁର ସମେତ…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋ ସହ ସରକାରୀ ବାବୁଙ୍କ ଲିଙ୍କ ନେଇ ଭିଜିଲାନ୍ସର ଖୋଳତାଡ । ୫ଟି ଜାଗାରେ ଆଜି ଭିଜିଲାନ୍ସ ଚଢାଉ କରିଛି । କେନ୍ଦ୍ରାପଡା,ଡେରାବିଶ, ଗରଦପୁର, ଚଣ୍ଡିଖୋଲ ଓ କଟକରେ ଚଢାଉ କରାଯାଉଛି ତହସିଲ ଅଫିସ ଓ ଆରଟିଓ ଅଫିସରେ ରେଡ କରିଛି ଭିଜିଲାନ୍ସ । କେନ୍ଦ୍ରାପଡା…