Daily Archives

July 24, 2018

ଶ୍ରୀକ୍ଷେତ୍ରରେ ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି : ଆସନ୍ତାକାଲି ନିଳାଦ୍ରୀ ବିଜେ ସହ ଶେଷ ହେବ ରଥଯାତ୍ରା

କନକ ବ୍ୟୁରୋ : ସୁନାବେଶ ଦର୍ଶନ ପରେ ଦ୍ୱାଦଶୀ ତିଥୀରେ ଆଜି ରଥାରୂଢ ଶ୍ରୀବିଗ୍ରହଙ୍କୁ ରଥ ଉପର ଅଧରପଣା ଲାଗି ହୋଇଛି । ଅଧର ନୀତି ସହ ଗରୁଡ ଶୟନ ନୀତି ମଧ୍ୟ ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚର ତୁମ୍ବରେ ପଣା ପ୍ରସ୍ତୁତ…

ବ୍ୟବହାର ହୋଇଯାଇଥିବା ତେଲରୁ ବାୟୋଡିଜେଲ ତିଆରି କଲା ମ୍ୟାକଡୋନାଲ୍ଡ ! ସବୁ କମ୍ପାନୀକୁ ବାୟୋଡିଜେଲ ବନାଇବାକୁ…

ସାରା ଦେଶରେ ପପୁଲାର ଫାଷ୍ଟଫୁଡ ମ୍ୟାକଡୋନାଲ୍ଡସ୍ ପ୍ରଡକ୍ଟ ତିଆରି କରିବା ପରେ ବଞ୍ଚିଯାଉଥିବା ତେଲ କିମ୍ବା ଅନ୍ୟାନ୍ୟ ଅବଶେଷକୁ ନେଇ ତିଆରି ଆରମ୍ଭ କରିଛି ବାୟୋଡିଜେଲ । ଏହି ବାୟୋଡିଜେଲକୁ ଗାଡି ମାନଙ୍କରେ ବ୍ୟବହାର କରିବା ସହ ବର୍ଯ୍ୟବସ୍ତୁ ଦ୍ୱାରା ହେଉଥିବା ପରିବେଶ ପ୍ରଦୂଷଣକୁ ରୋକାଯାଇ…

ତେଜିଲା ମରାଠା ଆରକ୍ଷଣ ଆନ୍ଦୋଳନ : ବିକ୍ଷୋଭକାରୀଙ୍କ ଆତ୍ମହତ୍ୟା ପରେ ଆଜି ମହାରାଷ୍ଟ୍ରରେ ମରାଠା କ୍ରାନ୍ତି ମୋର୍ଚ୍ଚାର…

କନକ ବ୍ୟୁରୋ : କୋଟାକୁ ନେଇ ଆଜି ମହାରାଷ୍ଟ୍ରରେ ଜଳିଛି ନିଆଁ । ସରକାରୀ ଚାକିରି କ୍ଷେତ୍ରରେ ମରାଠାଙ୍କ ପାଇଁ ଆରକ୍ଷଣ ଦାବିରେ ଆଜି ଜଳିଛି ମହାରାଷ୍ଟ୍ରର ବିଭିନ୍ନ ସହର । ମରାଠା କ୍ରାନ୍ତି ମୋର୍ଚ୍ଚାର ବନ୍ଦ୍ ଡାକରାରେ ମରାଠାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ହିଂସା ଭିଆଇଛନ୍ତି…

ମହାମେଂଟରେ କେଁ ପୁରାଇଲେ ମାୟାବତୀ : ରଖିଲେ ସର୍ତ୍ତ,କହିଲେ ସମ୍ମାନଜନକ ପଦ ମିଳିଲେ ସମ୍ଭବ ଗଠବନ୍ଧନ

କନକ ବ୍ୟୁରୋ : ମହାମେଂଟରେ ପୁଣି କେଁ ବାହାର କରିଛନ୍ତି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ । ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ସମ୍ମୁଖରେ ସର୍ତ୍ତ ରଖିଛନ୍ତି ମାୟାବତୀ । ଖୋଲାଖୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କଂଗ୍ରେସ ସହ ମେଂଟ ସେତିକିବେଳେ ସମ୍ଭବ ହେବ ଯେତେବେଳେ…

ସାବଧାନ, ଟ୍ରାଫିକ ନିୟମ ଭାଙ୍ଗିଲେ ହେବ ୭ ବର୍ଷ ଜେଲ ଏବଂ ଦୁଇ ଲକ୍ଷ ଟଙ୍କା ଜୋରିମାନା ।

ମଦପିଇ କିମ୍ବା ମୋବାଇଲରେ କଥା ହୋଇ ଗାଡି ଚଲାଇଲେ ଅସୁବିଧାରେ ପଡିପାରନ୍ତି । ସଡକ ଦୁର୍ଘଟଣା ଉପରେ ରୋକ ଲଗାଇବା ପାଇଁ ସରକାର ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ୨୦୧୭ରେ ଅନେକ ଯୋଜନା ମାନ ପ୍ରବନ୍ଧନ କରାଯାଇଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇପାରି…