Daily Archives

July 24, 2018

ମୋଦି ସରକାର ରୱାଡା ବାସିଙ୍କୁ ଉପହାର ଆକାରରେ ଦେଲେ ୨ଶହ ଗାଇ ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ରିକୀୟ ଦେଶ ରୱାଣ୍ଡା ଗସ୍ତ କାଳରେ ସେଠାକାର ଏକ ଗ୍ରାମବାସୀମାନଙ୍କୁ ୨୦୦ ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ତେବେ ଆମ ଦେଶରେ ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ ମୋଦି ଏପରି ଅଜବ ଉପହାର କାହିଁକି ଦେଇଛନ୍ତି ? ତେବେ ଆସନ୍ତୁ ଜାଣିବା ଏହାର…

ଏସିଆ କପ୍ କ୍ରିକେଟ୍ କାର୍ଯ୍ୟସୂଚୀ ! ସେପ୍ଟେମ୍ବର ୧୯ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଦୁବାଇରେ ଲଢିବେ…

ପୁଣି ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ମଙ୍ଗଳବାର ଏସିଆ କପ୍ ୨୦୧୮ ପାଇଁ ଆଇସିସି ପକ୍ଷରୁ କ୍ରୀଡାସୂଚା ପ୍ରକାଶ ପାଇଛି । ସେପ୍ଟେମ୍ବର ୧୬ ତାରିଖରୁ ଦୁବାଇ ଠାରେ ଏସିଆ କପ ଆରମ୍ଭ ହେବା ନେଇ ଧାର୍ଯ୍ୟ କରାଯାଇଛି । ସେହିପରି ସେପ୍ଟେମ୍ବର ୨୬ ତାରିଖରେ ଦୁବାଇଠାରେ ଫାଇନାଲ ମ୍ୟାଚ୍…

ମୋଦି ସରକାର ଶାସନକୁ ଆସିବା ପରେ ସୁଇସ୍ ବ୍ୟାଙ୍କରେ ଭାତତୀୟ ଜମାରାଶି କମିଛି ୮୦ ପ୍ରତିଶତ ।

ମୋଦି ସରକାରଙ୍କ ଶାସନ କାଳରେ ସୁଇସ୍ ବ୍ୟାଙ୍କରେ ଭାରତୀୟ କଳାଧନ ମହଜୁଦକାରୀମାନେ ଜମା ରାଶି ବଢ଼ାଇ ଚାଲିଛନ୍ତି ବୋଲି ୨୦୧୭ ମସିହାରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଏ ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପିୟୂଷ ଗୋଏଲ ମଙ୍ଗଳବାର…

ଜାମ୍ମୁକାଶ୍ମୀରରେ ସିଆରପିଏଫ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ! ଜଣେ ଯବାନ ସହିଦ ।

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ନେଉ ନାହିଁ । ଆତଙ୍କବାଦୀମାନେ ଜମ୍ମୁକଶ୍ମୀରର ରାଜଧାନୀ ଶ୍ରୀନଗରରେ ମଙ୍ଗଳବାର ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗରୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…

ଫେସବୁକ ଲଞ୍ଚ କରିବ ନିଜର ସ୍ୱତନ୍ତ୍ର ସାଟେଲାଇଟ ! ଲୋକଙ୍କୁ ମିଳିବ ଅନେକ ସୁବିଧା ।

ଦେଶର କୋଟି କୋଟି ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ ଫେସବୁକ ବ୍ୟବହାର କରିଥାନ୍ତି । କିନ୍ତୁ ଏବେ ମଧ୍ୟ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏବେ ମଧ୍ୟ ଅନଲାଇନକୁ ଆସି ପାରିନାହାଁନ୍ତି । ତେଣୁ ସେହି ଲୋକମାନଙ୍କୁ ଫେସବୁକ ସହ ଯୋଡିବା ପାଇଁ ଫେସବୁକ ଏକ ଇଣ୍ଟରନେଟ ଉପଗ୍ରହ (ସାଟେଲାଇଟ) “ଏଥେନା”…

ଆପଣଙ୍କ ମେମୋରି କାର୍ଡ କରପ୍ଟ ହୋଇଯାଇଛି କି ? ତେବେ ଆପଣାନ୍ତୁ ଏହି ଟ୍ରିକ୍, ରିକଭର୍ ହୋଇଯିବ ଆପଣଙ୍କ କାର୍ଡ ।

ଚଳିତ ସମାଜରେ ଅଧିକରୁ ଅଧିକାଂଶ ଲୋକ ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି । ଏହି ସ୍ମାର୍ଟଫୋନରେ ଲାଗୁଥିବା ମେମୋରି କାର୍ଡ ଏବେ ସମସ୍ତଙ୍କ ଜୀବନର ଏକ ଅଂଶ ପାଲଟିଗଲାଣି । ମେମୋରିକାର୍ଡରେ ଲୋକମାନେ ନିଜର ପୁରୁଣା ଫଟୋ, ଭିଡିଓ ସାଇତି ରଖିଥାନ୍ତି । କିନ୍ତୁ ବେଳେବେଳେ ମେମୋରି କାର୍ଡ ଫୁଲ୍…