Daily Archives

July 23, 2018

ରାହୁଲଙ୍କ ମେଂଟ ରଣନୀତି ! ଓଡିଶାରେ ଛୋଟଛୋଟ ଦଳଙ୍କ ସହ ଆଲୋଚନା କରୁଛି ପ୍ରଦେଶ କଂଗ୍ରେସ, ଫୋକସରେ ଗତ ନିର୍ବାଚନ ।

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ମୋଦି ବିରୋଧୀଙ୍କ ସହ ମେଂଟ କରିବ କଂଗ୍ରେସ । କେଉଁଠି କେଉଁ ଦଳ ସହ ମେଂଟ ହେବ ସେ ନେଇ ନିଷ୍ପତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦିଲ୍ଲୀରେ କଂଗ୍ରେସ ପରିବର୍ଦ୍ଧିିତ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତି ପରେ ରାଜ୍ୟ କଂଗ୍ରେସ ଆରମ୍ଭ…

ବର୍ଷା ସ୍ରୋତରେ ଭାସିଗଲେ ହରିଣ ଓ କୃଷ୍ଣସାର ମୃଗ ! ଖରଖରି ନାଳର ବନ୍ୟା ଜଳରୁ ହରିଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ ।

କନକ ବ୍ୟୁରୋ : ପାଣିର ପ୍ରବଳ ସ୍ରୋତରେ ଭାସିଯାଇଛନ୍ତି ହରିଣ ଓ କୃଷ୍ଣସାର ମୃଗ । ଗତ ୧୫ ତାରିଖରେ ଗଂଜାମ ପୁରୁଷତ୍ତମପୁରରେ ଥିବା ଖରଖରି ନାଳରେ ବନ୍ୟା ଜଳ ଆସିଥିଲା । ଏଥିରେ ୧୫ରୁ ୨୦ ହରିଣ ଭାସିଯାଇଥିଲେ । ଗ୍ରାମବାସୀ କିଛି ହରିଣଙ୍କୁ ଉଦ୍ଧାର କରି ବନବିଭାଗକୁ ଦେଇଥିବା ବେଳେ ଆହୁରି କିଛି…

ବଦଳିବ ଓଡ଼ିଆ ଚଳଚିତ୍ରର ଭାଗ୍ୟ ? ମୁଖ୍ୟମନ୍ତ୍ରୀ ଗଠନ କଲେ ମନ୍ତ୍ରୀସ୍ତ୍ରରୀୟ କମିଟି ।

ଓଡ଼ିଆ ଚଳଚିତ୍ର ଶିଳ୍ପର ବିକାଶ ପାଇଁ ମନ୍ତ୍ରୀସ୍ତ୍ରରୀୟ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କମିଟିର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି , ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ…

ସାବଧାନ! ବ୍ୟାପୁଛି ମାରାତ୍ମକ ଲେପ୍ଟୋସ୍ପାୟରେସିସ ରୋଗ, ୨୪ ଘଣ୍ଟା ମଧ୍ୟରେ ପୂରା ଶରୀରରେ ଖେଳିଯାଉଛି ବ୍ୟାକ୍ଟେରିଆ

ଲଗାଣ ବର୍ଷା ମୁମ୍ବାଇବାସୀଙ୍କ ଚିନ୍ତା ବଢାଇ ଥିବା ବେଳେ ଏବେ ମାରାତ୍ମକ ରୋଗ ମୁମ୍ବାଇବାସୀଙ୍କ ନିଦ ହଜାଇ ଦେଇଛି । ଡେଙ୍ଗୁ, ମ୍ୟାଲେରିଆ ଓ ଲେପ୍ଟୋସ୍ପାୟରେସିସ ଭଳି ରୋଗ ଆତଙ୍କ ସୃଷ୍ଟି କରିଛି । ଏବେ ପର୍ଯ୍ୟନ୍ତ ଲେପ୍ଟୋସ୍ପାୟରେସିସ ରୋଗ ଦ୍ୱାରା ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…

ମଧ୍ୟାହ୍ନ ଭୋଜନ ଖାଇଲେ ସୁନ୍ଦରଗଡ ଜିଲ୍ଲାପାଳ । ହଠାତ ସ୍କୁଲରେ ପହଂଚି ପାଠ ପଚାରିଲେ, ଛାତ୍ରଛାତ୍ରୀଙ୍କ ସହ ଚଟାଣରେ…

ସ୍କୁଲ ଛାତ୍ର ଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ସୁନ୍ଦରଗଡ ଜିଲ୍ଲାପାଳ । ଆଜି ଜିଲ୍ଲାପାଳ ସୁରେନ୍ଦ୍ର ମୀନା ଅଚାନକ ସ୍କୁଲ ପରିଦର୍ଶନ କରି ସେଠାରେ ଖାଦ୍ୟ ଗ୍ରହଣ କରିବାକୁ ଚାହିଁଥିଲେ । ସ୍କୁଲରେ ପହଂଚି ଛାତ୍ରଛାତ୍ରୀଙ୍କ ସହ ମିଶି ମିଡ ଡେ ମିଲ ଖାଇଥିଲେ ଏହି ଆଇଏଏସ ଅଧିକାରୀ । ରାଜ୍ୟର…

ସୁନାବେଶ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଭୂଷଣ ସ୍ୱର୍ଣ୍ଣ ଅଳଙ୍କାର ନାମ ।

କନକ ବ୍ୟୁରୋ: ମହାପ୍ରଭୁଙ୍କ ସକଳ ଦେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ କରିଥାଏ ଏହି ପବିତ୍ର ସୁନାବେଶ । ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଅନେକ ବେଶରେ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେଉଥିଲେ ହେଁ ବାହୁଡ଼ା ଯାତ୍ରାର ପରଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।…