Daily Archives

July 23, 2018

ମୃତ୍ୟୁର ୧୦ ଦିନ ପରେ ମହିଳାଙ୍କ ଗର୍ଭରୁ ଜନ୍ମନେଲା ନବଜାତ ଶିଶୁ ! ଆସିଲା ସାଂଘାତିକ ତଥ୍ୟ, ଆଶ୍ଚର୍ଯ୍ୟ ହେଲେ…

ସମାଜରେ ପ୍ରତିଦିନ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯହା ସହଜରେ ବିଶ୍ୱାସ କରି ହୋଇନଥାଏ । କେବଳ ସାଧାରଣ ମନୁଷ୍ୟ ନୁହେଁ ବୈଜ୍ଞାନିକ ମାନେ ମଧ୍ୟ ବଝିପାରିନଥାନ୍ତି । ସେହିଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ମାଥିଆସି ଗ୍ରାମରେ । ମୃର କିଛି ଜିନ ବିତିଯାଇଥିଲେ ମଧ୍ୟ…

ବଡ ଠାକୁରଙ୍କ କୁନି ସେବାୟତ ! ସୁନାବେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ଶିଶୁ ସେବାୟତ

କନକ ବ୍ୟୁରୋ : ବଡ ଠାକୁରଙ୍କ ସେବା ପାଇଁ ରଥ ଉପରେ କୁନି ସେବାୟତ । ମହାପ୍ରଭୁଙ୍କ ସୁନାବେଶ ସମୟରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ରଥ ଉପରେ ଏହି କୁନି ସେବାୟତଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଆଜି ସୁନାବେଶ ପାଇଁ ମହାପ୍ରଭୁଙ୍କୁ ସୁନା ଅଳଙ୍କାରରେ ସେବାୟତ ମାନେ…

ଏବେ ଆସିବ ନାହିଁ ୧୦୦ ଟଙ୍କିଆ ନୂଆ ନୋଟ ! ବଜାରକୁ ଆସିବାରେ ହୋଇପାରେ ଏକ ବର୍ଷ ବିଳମ୍ବ, ଜାଣନ୍ତୁ କଣ ରହିଛି କାରଣ ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ୧୦୦ ଟଙ୍କିଆ ନୋଟ ଖୁବ ଶିଘ୍ର ବଜାରକୁ ଆସିବ ବୋଲି କହିଥିଲା । କିନ୍ତୁ ବଜାରକୁ ଏହି ନୋଟ ଆସିବା ପାଇଁ ଆହୁରି ଏକ ବର୍ଷ ଲାଗିବ । କାରଣ ୧୦୦ ଟଙ୍କିଆ ନୋଟକୁ ବ୍ୟବହାର କରିବା ପାଇଁ ଏଟିଏମ ଗୁଡିକୁ ଉପଯୋଗୀ କରାଯାଇନାହିଁ । ୧୦୦ ଟଙ୍କିଆ ନୋଟକୁ ଏଟିଏମରେ…

ଏଣିକି ହ୍ୱାଟସଆପ ଗ୍ରୁପରେ ଆଡମିନ ହେବା ପୂର୍ବରୁ ସତର୍କ ହୋଇଯାଆନ୍ତୁ ! ନଚେତ ଯାଇପାରନ୍ତି ଜେଲ ।

ହ୍ୱାଟ୍ସଆପରେ ଆପତିଜନକ ମେସେଜ ଆସିବାରୁ ଗ୍ରୁପ ଆଡମିନକୁ ୫ ବର୍ଷର ଜେଲ ଦଣ୍ଡ ମିଳିଛି । ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାର ୨୧ ବର୍ଷିୟ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକଙ୍କ ଦ୍ୱାରା ପଠାଯାଇଥିବା ମେସେଜ ପାଇଁ ଜେଲ ଯାଇଛନ୍ତି । ଯୁବକ ଘର ଲୋକଙ୍କ କହିବା ଅନୁସାରେ ତାଙ୍କ ପୁଅର କୌଣସି ଭୁଲ ନାହିଁ ।…

ପରିବେଶ ପ୍ରଦୂଷଣର ମୂଖ୍ୟ କାରଣ ପାଲଟିଛି ପୁରୁଣା ଯାନ ବାହନ ! ଅନ୍ୟ ଦେଶ ଗୁଡିକରେ ପୁରୁଣା ଗାଡି ଉପରେ ଲାଗିଛି ରୋକ,…

ଯାନ ବାହନ ଦ୍ୱାରା ହେଉଥିବା ପ୍ରଦୂଷଣ ପରିବେଶ ପାଇଁ ଏକ ଚିନ୍ତାର ବିଷୟ ପାଲଟିଗଲାଣି । ଏନେଇ ନୂଆ ଦିଲ୍ଲୀର ଏକ ଥିଙ୍କ ଟେକ ‘ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରମେଣ୍ଟ’ (ସିଏସଇ) ଦ୍ୱାରା ସୋମବାର ଦିନ ହୋଇଥିବା ଏକ ଅଧ୍ୟୟନରୁ ପରିବେଶ ପ୍ରଦୂଷଣକୁ ନେଇ ଏକ ମୂଲ୍ୟବାନ ତଥ୍ୟ ସାମ୍ନାକୁ ଆସିଛି ।…