Daily Archives

July 22, 2018

ଡାକବିଭାଗ ଆଣିଲା ଛାତ୍ରବୃତ୍ତି ଯୋଜନା ! ମିଳିବ ୬ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ ।

ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ ଟିକଟ ସଂଗ୍ରହ ରୁଚିକୁ ପ୍ରୋତ୍ସାହନ ପାଇଁ ଡାକ ବିଭାଗ ଦୀନ ଦୟାଲ ସ୍ପର୍ଶ ଯୋଜନା -୨୦୧୮ ନାମକ ଏକ ପ୍ରୟାସ ଆରମ୍ଭ କରିଛି । ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ର, ଯେଉଁମାନଙ୍କର ଡାକ ଟିକଟ ସଂଗ୍ରହରେ ରୁଚି ରହିଥିବ ସେମାନେ ଏହି…

ଛୋଟ ଝିଅର ସାହସ ଆଗରେ ହାର ମାନିଲା ମୃତ୍ୟୁ ! ସାପ କାମୁଡିବା ପରେ ସାପକୁ ବୋତଲରେ ପୁରାଇ ହସ୍ପିଟାଲରେ ପହଞ୍ଚିଲା କୁନି…

ଅନେକ ସମୟରେ ଆମେ ଦେଖିବାକୁ ପାଇଥାଉ ଜଣେ ସାଧାରଣ ବ୍ୟକ୍ତି ସାପକୁ ଦେଖିବା ମାତ୍ରେ ଡଡିଯାଇ ସେହି ସ୍ଥାନରୁ ଦୌଡି ପଳାଇଥାଏ । ଯଦି କୌଣସି ବ୍ୟକ୍ତିକୁ ସାପ କାମୁଡି ଦିଏ ତେବେ ସେହି ବ୍ୟକ୍ତି ଜଣକ ଡରିଯାଇ ଚିଲେଇବାକୁ ଲାଗିଥାଏ କିମ୍ବା ଭୟରେ ବେହୋସ ହୋଇଯାଇଥାଏ । ଯହାଫଳରେ ରକ୍ତଚାପ ବଢିବା…

ଏମିତି ଚାଲିଛି ସରକାରୀ ବ୍ୟବସ୍ଥା ! ମଧ୍ୟାନ୍ନ ଭୋଜନରୁ ବାହାରିଲା ପୋକ, କୁନିପିଲାଙ୍କୁ ଶିକ୍ଷକ କହିଲେ ସେ ସବୁ ଜିରା ।

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ହସିମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପରଷା ଯାଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବାରୁ ବଡ଼ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କ୍ରୋଧାନ୍ଵିତ ଅଭିଭାବକମାନେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଘେରାଉ କରି,…

କେତେ ସୁରକ୍ଷିତ ଏଟିଏମ୍ ! ଆସିଲା ସାଙ୍ଘାତିକ ତଥ୍ୟ, ୨୫ ପ୍ରତିଶତ ଏଟିଏମ୍ ପ୍ରତି ଠକେଇ ବିପଦ ।

ସରକାରୀ ବ୍ୟାଙ୍କର ଏଟିଏମ୍ ଗୁଡ଼ିକରେ ବ୍ୟବହାର କରାଯାଇଥିବା ସଫ୍ଟଓୟାର୍ ବହୁତ ପୁରୁଣା ହୋଇଗଲାଣି । ତାହାକୁ ଅପଗ୍ରେଡ୍ କରିବା ପ୍ରତି ଧ୍ୟାନ ଦିଆଯାଉଛି । ଦୁର୍ବଳ ସଫ୍ଟଓୟାର୍ ବ୍ୟବହାର କରାଯାଇଥିବାରୁ ସରକାରୀ ବ୍ୟାଙ୍କଗୁଡ଼ିକର ୨୫% ଏଟିଏମ୍ ପ୍ରତି ଠକେଇ ବିପଦ ରହିଛି ବୋଲି ସରକାର ଅନୁମାନ…

ମହାନଦୀରେ ବନ୍ୟା ଆଶଙ୍କା ! ଲଗାଣ ବର୍ଷା ଯୋଗୁଁ ବଢ଼ିଚାଲିଛି ଜଳସ୍ତର, ଉପର ମୁଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ…

କନକ ବ୍ୟୁରୋ : ବଢୁଛି ମହାନଦୀ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଆଜି ଦିନ ସାରା ମହାନଦୀର ଜଳସ୍ତର ବଢିଚାଲିଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇଦେଇଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଂଟା ଯାଏଁ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନରାଜଠାରେ…