Daily Archives

July 21, 2018

ଅଳିଆ ସଫା କରନ୍ତି ବାପା ! ପୁଅକୁ ମିଳିଲା ଏମ୍ସରେ ଡାକ୍ତରି କରିବାର ସୁଯୋଗ, କହିଲେ ସଫଳତା ପଛରେ ରହିଛି ବାପା ମା’ଙ୍କ…

ମଧ୍ୟପ୍ରଦେଶରେ ଅଳିଆ ସଫା କରୁଥିବା ଜଣେ ପିତାଙ୍କ ପୁଅ ଆଶାରାମ ଚୌଧୁରିଙ୍କୁ ଜୋଧପୁରରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଫର ମେଡିକାଲ ସାଇନ୍ସ (ଏମ୍ସ)ରେ ଏମବିବିଏସ କରିବା ପାଇଁ ଆଡମିଶନ ମିଳିଛି ।ସାଧାରଣତଃ ଗରିବ ଲୋକମାନେ ତାଙ୍କ ପିଲା ମାନଙ୍କୁ ଟଙ୍କା ଅଭାବରୁ ପାଠ ପଢାଇ ପାରିନଥାନ୍ତି । ଉଚ୍ଚ…

ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ, ଭାସିଲା କାର, ଫସିଲା ଟ୍ରେନ ! ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ବାତିଲ ହେଲା…

କନକ ବ୍ୟୁରୋ : ସାରା ରାଜ୍ୟରେ ଆହୁରି ଦୁଇ ଦିନ ଯାଏଁ ବର୍ଷା ଲାଗି ରହିବ । ବିଶେଷ କରି ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ଗତକାଲିଠାରୁ ଲାଗିରହିଥିବା ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ତେବେ ରାଜ୍ୟର କିଛି ନଦୀର ଜଳସ୍ତର ବୃଦ୍ଧି…

ରାହୁଲଙ୍କ ଆଖିମରାକୁ ନେଇ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ଚର୍ଚ୍ଚା । ନିଜ ଅନ୍ଦାଜରେ ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବ ଉପରେ ଗତକାଲି ଘମାଘୋଟ ଆଲୋଚନା ହେଲା । ବିରୋଧୀ ଓ ଶାସକ ଦଳ ମଧ୍ୟରେ କଥା କଟାକଟି ଚାଲିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅତି ଆକ୍ରମଣାତ୍ମକ ଢଙ୍ଗରେ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଥିଲେ । ଆଉ ମୋଦି ମଧ୍ୟ ନିଜସ୍ୱ ଶୈଳୀରେ…

ଶସ୍ତା ହେଲା ଦାମୀ ଇଲିସି । ଦେଢ ହଜାରରୁ ହେଲା ୧୫୦ ଟଙ୍କା, ମାଛ ବୋହି ନେଇ ଯାଉଛନ୍ତି ଗ୍ରାହକ

କନକ ବ୍ୟୁରୋ : ଚାକିରି କରିବ ପୁଲିସି, ମାଛ ଖାଇବ ଇଲିସି । ଓଡ଼ିଆରେ ବ୍ୟବହାର ହେଉଥିବା ଏହି ଢ଼ଗ ହିଁ ପ୍ରମାଣ କରିଦିଏ ଇଲିସି ମାଛର ଚାହିଦା କେତେ? ବିଶେଷ କରି ଇଲିସି ମାଛର ସ୍ୱାଦ, ଅନ୍ୟ ମାଛଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଦୁର୍ବଳତା ଥାଏ ।…

ଖୋଲୁଛି ଗ୍ୟାଙ୍ଗଷ୍ଟରର ବଡ଼ ଗୁମର ! ପାହାଡ଼କୁ କବଜା କରିଥିଲା ଟିଟୋ, ଯାଜପୁରର ଅସିହା ପାହାଡ଼ ଖୋଳି କୋଟି କୋଟି ଟଙ୍କାର…

କନକ ବ୍ୟୁରୋ : ଗନ୍ ପଏଣ୍ଟରେ ଭୟ ସୃଷ୍ଟି କରି ଅମାପ ସମ୍ପତିର ମାଲିକ ହୋଇଥିବା ଗ୍ୟାଙ୍ଗଷ୍ଟର ଟିଟୋ ସଂପର୍କରେ ଏପରି ଖବର ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଣ୍ଡରୱାଲ୍ଡ ଡନ୍ ଟିଟୋ ପୁଲିସ କବଜାକୁ ଆସିବା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହି ଡନର ଚେରବି ଲମ୍ବିଛି…

ଟିକସ କମିଲା, ଗାଡ଼ି କିଣିବା ଶସ୍ତା ହେଲା । ଜାଣନ୍ତୁ, କେତେ ଟଙ୍କାର ଗାଡ଼ି ଉପରେ ଦେବାକୁ ପଡିବ କେତେ ଟିକସ ।

ଆପଣ ଆଗରୁ ଗାଡ଼ି କିଣୁଥିଲେ ଆପଣଙ୍କୁ ଦେବାକୁ ପଡୁଥିଲା ୨୦ ପ୍ରତିଶତ ଟିକସ । କିନ୍ତୁ ଏବେ ଆପଣଙ୍କ ପାଇଁ ଖୁସିଖବର ଯଦି ଆପଣ ଗାଡ଼ି କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ମାତ୍ର ଦେବାକୁ ପଡିବ ୬ରୁ ୧୦ ପ୍ରତିଶତ ଟିକସ । ଏନେଇ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା…