Daily Archives

July 20, 2018

ସଂସଦରେ ରାହୁଲ ଆଖି ମାରିଲେ, ମୋଦିଙ୍କୁ ଆଲିଙ୍ଗନ କଲେ । ଅନାସ୍ଥା ପ୍ରସ୍ଥାବରେ ରାହୁଲ ଗାନ୍ଧୀଙ୍କ ଭିନ୍ନ ଅବତାର

କନକ ବ୍ୟୁରୋ: ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିବା ପରେ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଆସନ ଆଡକୁ ଚାଲିଯାଇଥିଲେ ଏବଂ…

ସ୍ୱାସ୍ଥ୍ୟ ବିଭାଗକୁ ବନ୍ୟା ଚିନ୍ତା ! ସତର୍କ ରହିବାକୁ ସବୁ ଜିଲ୍ଲାକୁ ସୂଚନା ।

ଉତ୍ତର -ପଶ୍ଚିମ ବଙ୍ଗୋପ ସାଗରେ ହୋଇଥିବା ଲଘୁଚାପ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ । ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ନିର୍ଦ୍ଦେଶ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର…

ଗୁପ୍ତ ଦାନ ପ୍ରଲୋଭନରେ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ ଲୁଟ୍ ! ମୋଟା ଅଙ୍କର ଦକ୍ଷିଣା ଦେଇ ନିରୋଳା ଯାଗାକୁ ନେଇଯାଇ…

କନକ ବ୍ୟୁରୋ: ଗୁପ୍ତ ଦାନ ପ୍ରଲୋଭନରେ ଲୁଟର ଶୀକାର ହୋଇଛନ୍ତି ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ । ସେବାୟତ ଅଶୋକ ମହାପାତ୍ରଙ୍କୁ ଜଣେ ଅଣ ଓଡିଆ ଯୁବକ ମନ୍ଦିରରେ ଥିବା ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରିବାକୁ କହିଥିଲେ । ତେବେ ସେବାୟତ ତାଙ୍କୁ ଦର୍ଶନ କରାଇବା ପରେ ଯୁବକ ଜଣକ କିଛି…

ପୁଣି ଚିନ୍ତା ବଢାଇଲା ବଜ୍ରପାତ: ରାଜ୍ୟରେ ଗୋଟିଏ ଦିନରେ ଗଲା ୬ ଜଣଙ୍କ ଜୀବନ, ବାଲେଶ୍ୱରରେ ବିଜୁଳି ମାଡରେ ୪ ଜଣଙ୍କ…

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ନେଇଛି ଜୀବନ । ବଜ୍ରାଘାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରେମୁଣାରେ ଜଣେ ଗୁରୁତର ହୋଇଛନ୍ତି । ସେହିଭଳି ବସ୍ତା ବ୍ଲକରେ ବିଲରେ କାମ କରୁଥିବା…

ଦିନକ ପରେ ବାହୁଡ଼ା ଯାତ୍ରା । ବାହୁଡ଼ା ଯାତ୍ରାରେ କାହାର ଭୂମିକା କ’ଣ ଜାଣନ୍ତୁ…

ଆଉ ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ନାକଚଣା ଦ୍ୱାର ଶରଧାବାଲିରେ ଦକ୍ଷିଣ ମୋଡ ପରେ ଦଣ୍ଡାୟମାନ ହୋଇଛି ତିନି ରଥ । ରବିବାର ଦିନ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଯାଏଁ ବାହୁଡି ଆଣିବେ ଭକ୍ତବୃନ୍ଦ । ତେବେ ବାହୁଡା ଯାତ୍ରାକୁ ନେଇ କିମ୍ବଦନ୍ତୀରେ ରହିଛି ଅନେକ ଅଲୌକିକ କାହାଣୀ ।…

ଏବେ ଓଡିଶା ବାହୁଡ଼ିବେନି ଜଗା ବଳିଆ ! ଦିଲ୍ଲୀ ଏମ୍ସରେ ଜାରି ରହିବ ଚିକିତ୍ସା, ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ…

କନକ ବ୍ୟୁରୋ: ଏବେ ଓଡିଶା ବାହୁଡିବେନି ଜଗା-ବଳିଆ । ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କର ଆଉ କିଛି ଦିନ ଚିକିତ୍ସା କରାଯିବ । ଅପରେସନରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଜଗା-ବଳିଆର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଦିଲ୍ଲୀ…