Daily Archives

July 20, 2018

ୟୁନିଟ ପରୀକ୍ଷା ସରିବା ପୂର୍ବରୁ ଜୀବନ ପରୀକ୍ଷାରେ ହାରିଗଲେ ୫ ଜଣ ସ୍କୁଲ ପିଲା । ଜନ୍ମ କଲା ପୁଅଝିଅଙ୍କୁ ନିଜ ହାତରେ…

କନକ ବ୍ୟୁରୋ : ସାଇକେଲ କିଣିବା ପାଇଁ ୧୫ ବର୍ଷରର ପୁଅ ବାପା ପାଖରେ ଅଡି ବସିଥିଲା । ହେଲେ ସାଇକେଲ ଆସିବା ପୂର୍ବରୁ ଚାଲିଗଲା ଜୀବନ । ଗତକାଲି ଭଦ୍ରକରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ ଚଢିଯିବା ଘଟଣା ପରେ ସାମ୍ନାକୁ ଆସିଛି ଏଭଳି ଏକ କରୁଣ କାହାଣୀ । ଯେତେବେଳେ ଜଣେ ବାପା ପୁଅକୁ ମୁଖାଗି୍ନ…

ଚାକିରି ଛାଡିଲେ, କୃଷିକୁ ଆପଣାଇଲେ ! ୫୦ରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଉଦାହରଣ ପାଲଟିଲେ ।

ଆଜିକାଲି ଯୁବପିଢି ମାନେ ପାଠ ପଢି ଚାକିରି କରିବା ପଇଁ ବିଦେଶାଭିମୁଖୀ ହେଉଛନ୍ତି । ବିଦେଶ ଜିବେ ଚାକିରି କରିବେ ତାଙ୍କ ମୁଳ ଲକ୍ଷ ରହୁଛି । ପାଠ ପଢିବା ପରେ କେହି ଚାଷବାଷ କରିବା ପାଇଁ ଚିନ୍ତା କରନ୍ତି ନାହିଁ । ସମସ୍ତଙ୍କୁ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଇଛା । କିନ୍ତୁ ଛତିଶଗଡର…

ଖାଲିବୋତଲ ଫେରାଇଲେ ମିଳିବ ୧୫ ଟଙ୍କା ! ପରିବେଶ ସୁରକ୍ଷାକୁ ନେଇ ସରକାରଙ୍କ ନୁଆ ଯୋଜନା ।

ପରିବେଶକୁ ପ୍ଲାଷ୍ଟିକ ଦାଉରୁ ରକ୍ଷା କରିବା ପାଇଁ ସରକାର ଅନେକ ପଦକ୍ଷପ ଗ୍ରହଣ କରିଛନ୍ତି । ୟୁପି, ମହାରାଷ୍ଟ୍ର ଏବଂ ଓଡିଶା ଭଳି ରାଜ୍ୟ ମାନଙ୍କରେ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଛନ୍ତି । ଭାରତୀୟ ରେଳବାଇ ମଧ୍ୟ ପ୍ଲାଷ୍ଟିକୁ ପରିବେଶ ଠାରୁ ଦୁରରେ ରଖିବା ପାଇଁ ପ୍ରାୟ ୨ହଜାର ରେଳ…

୬୮୦ କୋଟି ଟଙ୍କାର ମାଲିକ : ଅନାସ୍ଥା ପ୍ରସ୍ତାବ ଆଲୋଚନା ଆରମ୍ଭ କରିଥିବା ସାଂସଦଙ୍କୁ ଜାଣନ୍ତୁ

୬୮୦ କୋଟି ଟଙ୍କାର ମାଲିକ ସଂସଦରେ ଆରମ୍ଭ କଲେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା । ଶୁକ୍ରବାର ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । କିନ୍ତୁ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ ଆଲୋଚନା ଆରମ୍ଭ କରିଥିବା ସାଂସଦଙ୍କୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଯେହେତୁ…

ପାକିସ୍ତାନ ବ୍ୟାଟ୍ସମ୍ୟାନ ଫକର ଜମାନ ଦ୍ୱି-ଶତକ ଲଗାଇ ରରିଲେ ଇତିହାସ ! ଭାଙ୍ଗି ପାରିଲେନି ରୋହିତ ଶର୍ମାଙ୍କ ରେକର୍ଡ ।

ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ଫଖର ଜମାନ ଦିନିକିଆ ଅନ୍ତର୍ଜାତୀୟରେ ପାକିସ୍ତାନ ପକ୍ଷରୁ ଦ୍ୱିଶତକ (ଅପରାଜିତ ୨୧୦ ରନ୍, ୧୫୬ ବଲ୍, ୨୪ ଚୌକା, ୫ ଛକା) ହାସଲ କରିଛନ୍ତି। ଏଥି ସହିତ ଜମାନ ଦିନିକିଆରେ ଦ୍ୱି-ଶତକ ହାସଲ କରିବାରେ ବିଶ୍ୱର ୬ଷ୍ଠ ଖେଳାଳି ହୋଇ ପାରିଛନ୍ତି। ପାକିସ୍ତାନ ପାଇଁ ଇତିହାସ…

ଖୋଲିବ ହୀରାକୁଦ, ବଢିବ ବନ୍ୟାର ଭୟ । ୨ଦିନ ଭିତରେ ଅବପାତର ରୂପ ନେବ ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ପାଣିପାଗ ବିଭାଗର ପୂର୍ବାନୁମାନ ଓଡିଶା ପାଇଁ ଚିନ୍ତା ବଢାଇପାରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଂଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ । ସେପଟେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଛତିଶଗଡ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦେଇଥିବାରୁ…