Daily Archives

July 18, 2018

ଅଟୋ ରିକ୍ସା ଠାରୁ ମଧ୍ୟ କମ ଦାମରେ ମିଳିବ ଏହି କାର ! ମାଇଲେଜ ଏବଂ ଦାମ୍ ଆପଣଙ୍କୁ କରିଦେବ ତାଜୁବ ।

ଯେବେଠାରୁ ବାଜାଜ କ୍ୟୁଟକୁ ପରିବହନ ମନ୍ତ୍ରଣାଳୟ ତରଫରୁ ମଞ୍ଜୁରି ମିଳିଛି ସେବେଠାରୁ ଗ୍ରାହକ ମାନେ ଏହାକୁ କିଣିବା ପାଇଁ ଅପେକ୍ଷାକରି ବସିଛନ୍ତି । ଖୁବ ଶିଘ୍ର ଏହାକୁ ଭାରତରେ ଲଞ୍ଚ ହେବାକୁ ଯାଉଛି । ପରିବହନ ମନ୍ତ୍ରଣାଳୟ ଏହି ବାଜାଜ କ୍ୱୁଟକୁ ଚାରି ଚକିଆ ଜାନ ମଧ୍ୟରେ ସ୍ଥାନ ଦେଇଛନ୍ତି ।…

ନୀତିନ ଗଡ଼କରିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ସମସ୍ୟା ନେଇ ହସ୍ତକ୍ଷେପ…

କନକ ବ୍ୟୁରୋ : କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇସ୍କନ ମନ୍ଦିର ନିକଟସ୍ଥ NH-୧୬ରେ ପାଣି ଜମି ରହୁଥିବା ନେଇ ଗଡ଼କରିଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ବର୍ଷା ସମୟରେ ଇସ୍କନ ଅଂଚଳରେ ୩ ଫୁଟ ଉଚ୍ଚରେ ପାଣି ଜମି…

ଭୂତକୋଠି ପରି ଘରେ ଚାଲିଛି ସରକାରୀ ହୋମିଓପାଥି ଚିକିତ୍ସାଳୟ : ଜୀବନକୁ ପାଣି ଛଡାଇ ରୋଗୀ ଦେଖୁଛନ୍ତି ଡାକ୍ତର

କନକ ବ୍ୟୁରୋ : ଭଙ୍ଗା ଦଦରା ଘରେ ଚାଲିଛି ସରକାରୀ ହୋମିଓପାଥି ଚିକିତ୍ସାଳୟ । ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନକୁ ପାଣି ଛଡାଇ ରୋଗୀ ଦେଖୁଛନ୍ତି ଡାକ୍ତର । ଚିକିତ୍ସାଳୟର ନଜସ୍ୱ ଗୃହ ନଥିବା ବେଳେ ଜମି ପଟ୍ଟା ନମିଳିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । କେନ୍ଦ୍ରାପଡା ମାର୍ଶାଘାଇରେ ରହିଛି…

ରାସ୍ତାରେ ପୋଖରୀର ଭ୍ରମ : ଅନୁଗୁଳ ନାଲକୋ ନିକଟସ୍ଥ ଜାତୀୟ ରାଜପଥରେ ଜମିଛି ବର୍ଷା ପାଣି,ଖାଲରେ ପଡି ଆହତ ଯାତ୍ରୀ

କନକ ବ୍ୟୁରୋ : ରାସ୍ତାରେ ଆଣ୍ଠୁଏ ପାଣି । ତାହାରି ଭିତରେ ପଶି ଯିବା ଆସିବା କରୁଛି ବଡ଼ ବଡ଼ ଗାଡି । ବେଳେ ବେଳେ ପାଣି ଭିତରେ ଥିବା ଗାତରେ ଗାଡି ଗଳିପଡୁଛି । ଯାହାକୁ ଠେଲିବାକୁ ପଡୁଛି । ଏମିତି ଅବସ୍ଥା ହେଉଛି ୫୫ ନମ୍ବର ଜାତୀୟ ରାଜପଥର । ନାଲକୋ ସହରରେ ନିକଟସ୍ଥ ରାଜପଥର ଏପରି ଅବସ୍ଥା…

ରୋହିତଙ୍କ ସ୍ଥାନ ନେଲେ ରିଷଭ ! ଟେଷ୍ଟ ସିରିଜ ପାଇଁ ମିଳିଲା ଡାକରା, ପ୍ରଥମ ତିନୋଟି ଟେଷ୍ଟରେ ଖେଳିବେନି ଭୁବନେଶ୍ୱର…

ଆଇପିଏଲରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ଫେଭରିଟ୍ ହୋଇପାରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ତଥା ୱିକେଟକିପର ରିଷଭ ପନ୍ଥଙ୍କୁ ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଡାକରା ମିଳିଛି । ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ଏହି ଯୁବ ତାରକା । ଇଂଲଣ୍ଡ ବିପକ୍ଷରେ…

୨୫ ଦିନ ପରେ ଘରକୁ ଫେରିବେ ମୃତ୍ୟୁର ଗୁମ୍ପାରୁ ମୁକୁଳିଥିବା ୧୨ ଫୁଟବଲ ଖେଳାଳି : ପିଲାମାନେ ବାଂଟିଲେ ମୃତ୍ୟୁ ସହ…

କନକ ବ୍ୟୁରୋ : ଦୀର୍ଘ ୨୫ ଦିନ ପରେ ଆଜି ଘରକୁ ଫେରିବେ ଥାଇଲାଣ୍ଡ ଗୁମ୍ପାରୁ ଉଦ୍ଧାର ହୋଇଥିବା ୧୨ଜଣ ଖେଳାଳି ଓ ସେମାନଙ୍କ କୋଚ୍ । ଆଜି ସମସ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଦୀର୍ଘ ୧୭ରୁ ୧୮ ଦିନ ଗୁମ୍ଫା ଭିତରେ ଫସି ରହିବା ପରେ ଗତ କିଛି ଦିନ ତଳେ ତାଙ୍କୁ ଉଦ୍ଧାର କରାଯାଇଥିଲା…