Daily Archives

July 18, 2018

କେନ୍ଦ୍ରକୁ କାଉଂଟର କରିବ ଓଡିଶା : ରାଜ୍ୟରେ ନୂଆ ଖାଦ୍ୟ ସୁରକ୍ଷା ଆଇନ୍ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର

କନକ ବ୍ୟୁରୋ : କେନ୍ଦ୍ରକୁ କାଉଂଟର କରିବ ଓଡିଶା । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ରକୁ ମାତ ଦେବା ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ରାଜ୍ୟରେ ନୂଆ ଖାଦ୍ୟ ସୁରକ୍ଷା ଆଇନ୍ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର । ଏଥିପାଇଁ ବିଚାର ବିମର୍ଷ କରାଯାଉଛି ବୋଲି…

ବିବାହର ଅର୍ଥ ନୁହେଁ ପତ୍ନୀ ସବୁବେଳେ ଶାରୀରିକ ସଂପର୍କ ପାଇଁ ପ୍ରସ୍ତୁତ ରହିବ : ଦିଲ୍ଲୀ ହାଇକୋର୍ଟ

କନକ ବ୍ୟୁରୋ : ବିବାହର ଅର୍ଥ ନୁହେଁ ଯେ ପତ୍ନୀ ସବୁବେଳେ ପତିଙ୍କ ସହ ଶାରୀରିକ ସଂପର୍କ ପାଇଁ ପ୍ରସ୍ତୁତ ଥିବେ । ମାମଲାର ଶୁଣାଣି କାଳରେ ଏକଥା କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୀତା ମିତ୍ତଲ ଓ ଜଷ୍ଟିସ୍ ସି ହରି ଶଙ୍କରଙ୍କୁ ନେଇ…

ଅଗ୍ନିବେଶଙ୍କ ଉପରେ ଆକ୍ରମଣକୁ ନେଇ ରାଜନୀତି : ବିଜେପିକୁ ଟାର୍ଗେଟ କରି ଟ୍ୱିଟ୍ କଲେ କଂଗ୍ରେସ ଅଧ୍ୟକ୍ଷ

କନକ ବ୍ୟୁରୋ : ବିଜେପି ସରକାରଙ୍କୁ ଘେରିଲେ କଂଗ୍ରେସ ଅଧ୍ୟକ୍ଷ । ଝାଡଖଣ୍ଡରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଦ୍ୱାରା ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ ଘଟଣା ପରେ ଏହାକୁ ନେଇ ଟ୍ୱିଟ କରିଛନ୍ତି ରାହୁଲ ଗାନ୍ଧୀ । ଟ୍ୱିଟ କରି ସେ ପ୍ରଶ୍ନ କରିଛନ୍ତି ଯେ, ଶାସନରେ ରହିବା ପାଇଁ କିଏ ଭୟ ଓ…

ମୋଦିଙ୍କ ଶକ୍ତି ପରୀକ୍ଷା : ବିରୋଧୀଙ୍କ ଅନାସ୍ତା ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି, ସଂଖ୍ୟାଖେଳରେ ସହଜ ସ୍ଥିତିରେ…

କନକ ବ୍ୟୁରୋ : ଶୁକ୍ରବାର ସଂସଦରେ ବଡ ପରୀକ୍ଷା ଦେବାକୁ ଯାଉଛନ୍ତି ମୋଦି ସରକାର । କାରଣ ଏନଡିଏ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନେଇଛନ୍ତି ବାଚସ୍ପତି ସୁମିତ୍ରା ମହାଜନ୍ । ଆଉ ଶୁକ୍ରବାର ଏନେଇ ଗୃହରେ ଆଲୋଚନା ଓ ଭୋଟିଂ କରିବାକୁ ସ୍ଥିର କରିଥିବା ଜାତୀୟ ଗଣମାଧ୍ୟମ…

ଟିଭି ଷ୍ଟୁଡିଓରେ ହଙ୍ଗାମା ! ଏକ ଘରୋଇ ଟିଭି ଚ୍ୟାନେଲର  ବିତର୍କ  ବେଳେ ମହିଳା ଆଇନଜୀବୀଙ୍କୁ  ମୌଲାନାଙ୍କ ଚାପୁଡା…

କନକ ବ୍ୟୁରୋ : ଲାଇଭ୍ ଷ୍ଟୁଡିଓ ବିତର୍କରେ ହାତାହାତି । ଏକ ଘରୋଇ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ଷ୍ଟୁଡିଓରେ ଆଲୋଚନା ଚାଲିଥିବା ବେଳେ ମହିଳା ଆଇନଜୀବୀଙ୍କ ଉପରେ ହାତ ଉଠାଇଲେ ମୌଲନା । ତିନି ତଲାକ୍ ଓ ନିକାହ ହଲାଲା ପ୍ରସଙ୍ଗରେ ଷ୍ଟୁଡିଓ ବିତର୍କ ବେଳେ କଥା କଟାକଟିରୁ ମହିଳା ଆଇନଜୀବୀଙ୍କ ଉପରେ…

ମାଛ ସୁରକ୍ଷିତ, ମିଶିନି ଫର୍ମାଲିନ୍ ! ଯାଞ୍ଚ ରିପୋର୍ଟ ଆଣିଲା ଆଶ୍ୱସ୍ତି, ମତ୍ସ୍ୟ ବିଭାଗ କହିଲା, ମଧୁର ମାଛରେ…

କନକ ବ୍ୟୁରୋ : ଆପଣ ନିସଂକୋଚରେ ମାଛ ଆଣି ଖାଇପାରିବେ । ମାଛରେ ଫର୍ମାଲିନ୍ ମିଶୁଥିବା ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଉଥିଲା ତାକୁ ଦୂର କରିଛନ୍ତି ସରକାର । ଓଡ଼ିଶା ଆସୁଥିବା ମାଛରେ ଫର୍ମାଲିନ୍ ନଥିବା ନେଇ ଯାଂଚ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ମତ୍ସ୍ୟ ସଂପଦ ବିଭାଗ ପକ୍ଷରୁ କୁହାଯାଉଛି,…