Daily Archives

July 18, 2018

ଆତଙ୍କବାଦୀଙ୍କୁ ଗୋଡାଇ ଗୋଡାଇ ମାରୁଛି ଭାରତୀୟ ସେନା ! ରଚିବାକୁ ଯାଉଛି ନୂଆ ରେକର୍ଡ, ମଲେଣି ୧୦୦ରୁ ଅଧିକ ଆତଙ୍କବାଦୀ…

କାଶ୍ମୀରରେ ରକ୍ତମୁଖା ହୋଇ ଉଠିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏକ ଭୟଙ୍କର ଅଭିଯାନ ଗତ ଦୁଇ ବର୍ଷ ହେଲା ଚାଲିଛି । କିନ୍ତୁ ଏବର୍ଷ ଆରମ୍ଭରୁ ଯେତିକି ଆତଙ୍କବାଦୀ ମଲେଣି, ମନେହେଉଛି ଏବର୍ଷ ରେକର୍ଡ ଭାଙ୍ଗିବ ସେନା । ମିଳିଥିବା ସୂଚନା ଅନୁସାରେ ଏ ବର୍ଷର ପ୍ରଥମ ୬…

ଦିନିକିଆରୁ ଧୋନୀ ନେବେ କି ଅବସର ? ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଭିଡିଓ, ଜାଣନ୍ତୁ ପୁରା ଘଟଣା ।

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି ମହେନ୍ଦ୍ର ସିଂ ଧୋନି । ଇଂଲଣ୍ଡରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ଟିମ୍ ପରାସ୍ତ ହୋଇ ପାଭିଲିୟନକୁ ଫେରୁଥିବା ସମୟରେ, ଧୋନୀ ଅମ୍ପାୟରଙ୍କ ହାତରୁ ବଲ୍ ନେଇଥିଲେ । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚା ଜୋର…

ଗ୍ୟାଙ୍ଗଷ୍ଟର ଗୋଲଡେନ୍ ପପୁ ସମେତ ଟିଟୋର ୪ ସହଯୋଗୀଙ୍କୁ ଗିରଫ କଲା ଏସଟିଏଫ୍ : ପପୁ ନାଁରେ ରହିଛି ୧୦ରୁ ଅଧିକ ସଂଗୀନ…

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଅପରାଧୀ ସାର୍ପ ସୁଟର ଗୋଲଡେନ୍ ପପୁକୁ ଗିରଫ କରିଛନ୍ତି ଏସଟିଏଫ୍ । ଟିଟୋର ଇସାରାରେ ରକ୍ତର ନଦୀ ବୁହାଇ ଦେବାକୁ ପଛାଉ ନଥିଲା ଏହି ଅପରାଧୀ । ଗୋଲଡେନ୍ ପପୁ ନାଁ ରେ ରହିଛି ହତ୍ୟା, ଅପହରଣ, ଦାଦାବଟି ଓ ଟେଣ୍ଡର ଫିକ୍ସିଂ ଭଳି ୧୦ରୁ ଅଧିକ ସଂଗୀନ ମାମଲା । ଏହସହ…

ଜୀବନ ନେଇଗଲା ଆମ୍ବୁଲାନ୍ସ ! ଖୋଲିଲାନି ଆମ୍ବୁଲାନ୍ସର ଡୋର, ଭିତରେ ଛଟପଟ ହୋଇ ଚାଲିଗଲା କୁନି ଶିଶୁର ଜୀବନ ।

ଅନେକ ସମୟରେ ଲୋକମାନଙ୍କ ଜୀବନ ବଞ୍ଚାଇଛି ଆମ୍ବୁଲାନ୍ସ । ଅନେକ ରୋଗୀ ଜୀବନଦାନ ପାଇ ଆମ୍ବୁଲାନ୍ସ ଦ୍ୱାରା ଉପକୃତ ହୋଇଛନ୍ତି । କିନ୍ତୁ ଆଜି ଏହି ଆମ୍ବୁଲାନ୍ସ ନେଇଯାଇଛି ଏକ କୁନି ଶିଶୁର ଜୀବନ । ଛତିଶଗଡରେ ଆମ୍ବୁଲାନ୍ସ କାରଣରୁ ଏପରି ଏକ ଘଟଣା ଘଟିଛି ଯାହା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ…

ମୋଦିଙ୍କ ଶାସନରେ ମହିଳା ଅସୁରକ୍ଷିତ ? ୨୦୧୪ରୁ ୨୦୧୬ ଭିତରେ ସାମ୍ନାକୁ ଆସିଛି ୧୦,୦୭,୬୫୪ ଦୁଷ୍କର୍ମ ମାମଲା ।

ଦେଶରେ ମହିଳା ସୁରକ୍ଷା ଏବେ ଏକ ବଡ ପ୍ରସଙ୍ଗ ହୋଇଥିବା ବେଳେ ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ ମାମଲା । ପ୍ରତ୍ୟେକ ସମୟରେ କେଉଁଠି ନା କେଉଁଠି ଏଭଳି ସଙ୍ଗୀନ ମାମଲା ନେଇ ଥାନାରେ ଏତଲା ଦାୟର କରାଯାଉଛି । ସରକାରୀ ସ୍ଥରରେ ଏଥିପ୍ରତି ଦୃଷ୍ଟି ଦିଆଯାଉଥିଲେ ସୁଦ୍ଧା ଦୁଷ୍କର୍ମ ଭଳି ଲଜ୍ଜାଜନକ…