Daily Archives

July 17, 2018

ଦୁଷ୍କର୍ମ କିମ୍ବା ଏସିଡ୍ ମାଡର ଶିକାର ହୋଇଥିବା ପୀଡିତାଙ୍କୁ ମିଳିବ ୭ଲକ୍ଷ ଟଙ୍କା ! ନିତିଶ ସରକାର ନେଲେ ଏଭଳି…

ବିହାର ରାଜ୍ୟ ମନ୍ତ୍ରୀ ପରିଷଦ ପୀଡ଼ିତ ପ୍ରତିକାର (ସଂଶୋଧନ) ସ୍କିମ ୨୦୧୮କୁ ସଂଶୋଧନ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦୁଷ୍କର୍ମ ଅଥବା ଏସିଡ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ମିଳିବ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ…

ଝାଡଖଣ୍ଡ ପାକୁଡ଼ାରେ ବିଶିଷ୍ଟ ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ : ବିଜେପି ଯୁବମୋର୍ଚ୍ଚା କର୍ମୀ ମାଡ…

କନକ ବ୍ୟୁରୋ : ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ । ଝାଡଖଣ୍ଡ ପାକୁଡ଼ା ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚାର କିଛି ସଦସ୍ୟମାନେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସ୍ୱାମୀ ଅଗ୍ନିବେଶ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଯୁବମୋର୍ଚ୍ଚା ତାଙ୍କୁ କଳାପତାକା ଦେଖାଇବା ସହ…

ମିତ୍ର ବନିବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ : ଆମେରିକା ରାଷ୍ଟ୍ରପତି ଓ ରୁଷିଆ ରାଷ୍ଟ୍ରପତିଙ୍କ ସାକ୍ଷାତ ପରେ ଫଳାଫଳ ଉପରେ…

କନକ ବ୍ୟୁରୋ : ଫିନଲାଣ୍ଡ ରାଜଧାନୀ ହେଲସିଙ୍କିରେ ଦୁଇ ତୁଙ୍ଗ ନେତାଙ୍କ ବୈଠକ । ପ୍ରାୟ ୯୦ମିନିଟ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଶିଖର ବୈଠକ ଆୟୋଜିତ ହେଲା । ଏଥିରେ ସାମରିକ, ମିଜାଇଲ, ପରମାଣୁ ଓ ବ୍ୟାପାର ସମ୍ବନ୍ଧୀୟ…

କୋର୍ଟ ଭିତରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଓକିଲଙ୍କ ଉତ୍ତମ ମଧ୍ୟମ : ୬ ମାସ ଧରି ନାବାଳିକାକୁ ଯୌନଶୋଷଣ କରି ଆସୁଥିଲେ ୨୨…

କନକ ବ୍ୟୁରୋ : ଚେନ୍ନାଇରେ ଲଜ୍ଜା । ଜଣେ ୧୨ବର୍ଷିୟ ନାବାଳିକା ସହ ଦୀର୍ଘ ୭ମାସ ଧରି ଗଣଦୁର୍ଷ୍କମ ହୋଇଆସୁଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଦୁର୍ଷ୍କମ କରିଥିଲେ ୨୨ ଜଣ ଲୋକ । ଆଉ ଏଥିରେ ସାମିଲ ହୋଇଥିଲେ ସିକ୍ୟୁରିଟି ଗାର୍ଡ, ଲିଫ୍ଟ ଅପରେଟର, ପ୍ଲମ୍ବର, ପାଣି ସପ୍ଲାୟର ସହ କିଛି…

ନିର୍ବାଚନ ନେଇ ବଢୁଛି ଦ୍ୱନ୍ଦ ! ସମୟ ପୂର୍ବରୁ ପଡିବ କି ଭୋଟ୍ ? ସେପଟେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ…

କନକ ବ୍ୟୁରୋ : ଆଗୁଆ ହେବ କି ନିର୍ବାଚନ ? ସମୟ ପୂର୍ବରୁ ପଡିବ କି ଭୋଟ୍ ? ପ୍ରଶାସନିକ କଳର ଯୁଦ୍ଧକାଳୀନ ପ୍ରସ୍ତୁତି ଦେଖିଲେ ଏଭଳି କିଛି ପ୍ରଶ୍ନ ଆସିବା ସ୍ୱାଭାବିକ୍ । ପ୍ରଶାନସିକ ଅଧିକାରୀଙ୍କ ତତ୍ପରତା ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବସୁଥିବା ଘନଘନ ବୈଠକ, କିଛି…

ଏତେ ନିର୍ଦ୍ଦୟ ଶିକ୍ଷକ ! ମଧ୍ୟାହ୍ନ ଭୋଜନରେ ରୁଟି ମାଗିବାରୁ ପିଲାଙ୍କୁ ମାଡ ମାରିଲେ ପ୍ରଧାନ ଶିକ୍ଷକ

ରାଜକୀୟ ଉଚ୍ଚ ମାଧ୍ୟମିକ ସ୍କୁଲ ଭାବନ୍ତାରେ ମଧ୍ୟାହ୍ନ ଭୋଜନ ଯୋଜନା ଅଧିନରେ ମିଳୁଥିବା ପୋଷଣଯୁକ୍ତ ଆହାରରେ ଛାତ୍ରମାନେ ରୁଟି ମାଗିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ ବହୁତ ନିର୍ଦ୍ଦୟ ଭାବେ ମାଡ ମାରିଛନ୍ତି । ଛାତ୍ରମାନେ ରୁଟି ମାଗିବାରୁ ରାଗିଯାଇ ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କୁ ଆଣ୍ଠେଇ କି…