Daily Archives

July 16, 2018

ସିଗାରେଟ ଏବଂ ତମ୍ବାଖୁକୁ ନେଇ କେନ୍ଦ୍ର ସରକାରଙ୍କ ଅଧିସୂଚନା ଉପରେ ରୋକ୍ ଲଗାଇଲେ ସୁପ୍ରିମ କୋର୍ଟ ।

ତମ୍ବାଖୁ ଉତ୍ପନ୍ନ ଦ୍ରବ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅଧିସୂଚନା ଉପରେ ରୋକ ଲଗାଇବା ପାଇଁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି । କେନ୍ଦ୍ର ସରକାର ତମ୍ବାଖୁ ସମ୍ବନ୍ଧିୟ ପ୍ୟାକେଟ ଉପରେ ଚିତ୍ରାତ୍ମକ ଚେତାବନି ଦେବା ସମ୍ବନ୍ଧରେ ଅଧିସୂଚନା ଜାରି କରିଥିଲେ । କିନ୍ତୁ…

ଦିନ ଥିଲା ତାଙ୍କୁ ଆସୁନଥିଲା ଇଂରାଜୀ ! ଏବେ ବ୍ରିଟେନର ଏକ ବଡ କଲେଜରେ ପ୍ରିନ୍ସପାଲ ପଦବୀରେ ଅଛନ୍ତି ଏହି ଭାରତୀୟ…

ଦିନେ ଇଂରାଜୀ ବିଷୟରେ କୌଣସି ଅଭିଜ୍ଞତା ନଥିବା ଜଣେ ମହିଳା ଆଜି ବ୍ରିଟେନର ଏକ ବଡ଼ କଲେଜରେ ପ୍ରିନ୍ସିପାଲ ହେବା ନିଶ୍ଚିତ ଆଶ୍ଚର୍ୟ୍ୟର ବିଷୟ । କିନ୍ତୁ ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଏପରି ସଫଳତା ହାସଲ କରିଛନ୍ତି ବିହାରର ଜଣେ ମହିଳା । ସେ ହେଉଛନ୍ତି ଆଶା ଖେମକା ।…

ସାପବି ହୋଇପାରେ ମଣିଷର ବନ୍ଧୁ ! ଏକାଠି ଖାଆନ୍ତି, ଏକାଠି ଖେଳନ୍ତି, ଜାଣନ୍ତୁ ଏହା ପଛର ବଡ ଇତିହାସ ।

ଜଣେ ମନୁଷ୍ୟ ଯେତେବି ସାହସି ହୋଇଥାଉନା କହିଁକି, ସାପକୁ ଦେଖିବା ମାତ୍ରେ ସମସ୍ତଙ୍କ ମନରେ ଏକପ୍ରକାର ଡର ଦେଖାଦେଇଥାଏ । ସାପ ମଧ୍ୟ ମନୁଷ୍ୟଙ୍କୁ ଦେଖିବା ମାତ୍ରେ ଆକ୍ରାମକ ହୋଇଉଠିଥାଏ । କିନ୍ତୁ ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ମନୁଷ୍ୟ ଏବଂ ସାପଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଦେଇଛି ।…

୧୯୯ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଉଥିଲା ବାଇକ ! ଘଟିଗଲା ଲୋମହର୍ଷଣକାରୀ ଘଟଣା, ନିଜ ମୃତ୍ୟୁର ଫେସବୁକ ଲାଇଭ…

ଆଜିକାଲି ଯୁବପିଢୀ ମାନଙ୍କୁ ଫେସବୁକରେ ଲାଇଭ କରିବାର ନିଶା ଚଢିଛି । କୌଣସିବି ସ୍ଥାନ ହେଉ ଅବା କୌଣସି ପରିସ୍ଥିତି ହେଉ ଫେସବୁକରେ ଲାଇଭ କରିବା ଯୁବପିଢୀଙ୍କ ପାଇଁ ଏକ ସଉକ ପାଲଟି ଗଲାଣି । ଏପରି ମଧ୍ୟ ଦେଖାଦେଛି ଜଣେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥିବା ବେଳେ ଲୋକମାନେ ତାକୁ ସାହାଯ୍ୟ କରିବା…

ଆହୁରି ଚମକିବ ଅମୃତସରର ସ୍ୱର୍ଣ୍ଣମନ୍ଦିର ! ମନ୍ଦିରକୁ କରାଯିବ ସୁନାର ଛାଉଣୀ, ଲାଗିବ ୧୬୦ କିଲୋ ସୁନା ।

ଆହୁରି ଚମକିବ ଅମୃତସରର ସ୍ୱର୍ଣ୍ଣମନ୍ଦିର । ଏଥିରେ ଆଉ ୧୬୦ କିଲୋଗ୍ରାମ ଓଜନର ସୁନା ଚାଦର ଲାଗିବ । ଏଥିପାଇଁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ କରାଯିବ । ପୂର୍ବରୁ ଶିଖମାନଙ୍କର ଏହି ପବିତ୍ର ଧର୍ମପୀଠରେ ଥିବା ସରୋବର ମଝିରେ ଥିବା ହରମନ୍ଦର ସାହେବ, ଅକାଲ ତକତର ଗମ୍ବୁଜ ଓ ଦର୍ଶନୀ ଦେଓଦୀଉପରେ…