Daily Archives

July 15, 2018

ବିଶ୍ୱବିଜେତା ଫ୍ରାନ୍ସ ! ଫିଫା ବିଶ୍ୱକପ୍ ଫାଇନାଲରେ କ୍ରୋଏସିଆକୁ ମାତ୍ ଦେଲା ଫ୍ରାନ୍ସ, ୨୦ ବର୍ଷ ପରେ ଦ୍ୱିତୀୟ ଥର…

ବିଶ୍ୱବିଜେତା ଫ୍ରାନ୍ସ । ଫିଫା ବିଶ୍ୱକପ ୨୦୧୮ ଜିତିଲା ଫ୍ରାନ୍ସ । ଫାଇନାଲରେ କ୍ରୋଏସିଆକୁ ୪-୨ରେ ଦେଲା ମାତ୍ । ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ହାତେଇଲା ଫ୍ରାନ୍ସ । ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଫ୍ରାନ୍ସ ଚାମ୍ପିଅନ୍ ହୋଇଛି । ଦୀର୍ଘ ୨୦ ବର୍ଷ ପରେ ସୁନାର ଟ୍ରଫି ହାସଲ କରିଛି ।…

ଭାରତୀୟ ନାଗରିକ କାହାକୁ କରନ୍ତି ସବୁଠୁ ଅଧିକ ଭରସା? ସେନା ନା ରାଜନୈତିକ ଦଳ, ଲୋକନିତି ଦେଲା ଏହି ରିପୋର୍ଟ ।

ସେନା ଏବଂ ରାଜନୈତିକ ଦଳ ମଧ୍ୟରୁ ଭାରତର ଜନସାଧାରଣ କାହାକୁ ଅଧିକ ଭରସା କରନ୍ତି ? ସେନେଇ ଚଳିତ ବର୍ଷ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ ଜଣାପଡିଛିକି, ଭାରତୀୟ ଜନସାଧାରଣ ସେନାକୁ ଛାଡିଦେଲେ ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ଉପରେ ଭରସା କରିଥାନ୍ତି । ସେନା ଦେଶ ପାଇଁ ତାଙ୍କ ଜୀବନକୁ…

ବିଦେଶୀ ଖବରକାଗଜରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପରେ…

କନକ ବ୍ୟୁରୋ : ବିଦେଶୀ ଖବରକାଗଜରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ଆମେରିକାରୁ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି ରତ୍ମଭଣ୍ଡାର ଯାଂଚ ଓ ଚାବି ହଜିବା ପ୍ରସଙ୍ଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ଏପ୍ରିଲ ୪ ତାରିଖରେ ଜଗନ୍ନାଥ ମନ୍ଦିର ଭିତର…

ସମ୍ବାଦ ପରିବାର ଓ କନକ ନ୍ୟୁଜର ଏଜୁକେସନ କନକ୍ଲେଭ୍ : ‘ଉତ୍କର୍ଷ’ରେ ସଫଳତାର ୪ସୂତ୍ରୀ ଫର୍ମୁଲା ଦେଲେ ସୁପର ଥାର୍ଟିର…

କନକ ବ୍ୟୁରୋ : ପରୀକ୍ଷାରେ ସଫଳତା ପାଇବେ କେମିତି? ଏହାର ଚାରି ସୂତ୍ରୀ ଫର୍ମୁଲା କହିଛନ୍ତି ଦେଶର ସବୁଠାରୁ ସଫଳତମ ଶିକ୍ଷକ ଆନନ୍ଦ କୁମାର । ଯାହାଙ୍କ ପ୍ରଶିକ୍ଷଣ କେନ୍ଦ୍ରରୁ ଅଧିକାଂଶ ଛାତ୍ରଛାତ୍ରୀ ଆଇଆଇଟି ପ୍ରବେଶିକାରେ ଉତୀର୍ଣ୍ଣ ହୁଅନ୍ତି । କନକ ନ୍ୟୁଜ୍ ଓ ସମ୍ବାଦ ପରିବାର ପକ୍ଷରୁ…

ବିଜେପି ଓ ବିଜେଡି ନେତାଙ୍କ ବିରୋଧରେ ଚାର୍ଜସିଟ ପାଇଁ କଂଗ୍ରେସର ରଣନୀତି ! ଅଗଷ୍ଟରେ ରାହୁଲଙ୍କ ଗସ୍ତ ପୂର୍ବରୁ…

କନକ ବ୍ୟୁରୋ : ବିଜେଡି ଓ ବିଜେପି ବିଧାୟକ ଓ ସାଂସଦଙ୍କ ବିରୋଧରେ ଚାର୍ଜସିଟ୍ କରିବାକୁ ଯାଉଛି ରାଜ୍ୟ କଂଗ୍ରେସ । ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ଚାଲିଛି ତିନି ଦିନିଆ ମାନସମନ୍ଥନ । ୨୦୧୯ ରଣନୀତି ପାଇଁ ଅଗଷ୍ଟ ମାସରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ…